Saturday, June 27, 2026 06:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟଙ୍କା ଗଣା ସରିଲା, ହେଲା ୩୦୫ କୋଟି

ବିିଭିନ୍ନ ଦଳ ପାଇଁ ନିର୍ବାଚନରେ ଲାଗିଥାନ୍ତା!

by Our Correspondent
10 Dec, 2023- 09:35 PM
in Latest News, News
1 min read
0
ଟଙ୍କା ଗଣା ସରିଲା, ହେଲା ୩୦୫ କୋଟି

ଭୁବନେଶ୍ୱର: ବଲାଙ୍ଗୀରରେ ସାହୁ ବ୍ରଦର୍ସଙ୍କ ମଦଭାଟିରୁ ଜବତ କଳାଟଙ୍କାର ଗଣତି ଆଜି ସଂଧ୍ୟାରେ ଶେଷ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ଗଣତିରୁ ମିଳିଛି ୩୦୫ କୋଟି ଟଙ୍କା । ଆୟକର ବିଭାଗ ୧୭୬ ଟି ବ୍ୟାଗରେ ଏହି ଟଙ୍କା ବ୍ୟାଙ୍କକୁ ଆଣିଥିଲେ । ଲଗାତର ୫ ଦିନ ଧରି ୫୦ କର୍ମଚାରୀ ଦିନରାତି ଟଙ୍କା ଗଣୁଥିଲେ । ୨୫ ମେସିନ୍ ରେ ଟଙ୍କା ଗଣାଯାଉଥିଲା ।

ଗତକାଲି ରାତିରେ ମଦ ବ୍ୟବସାୟୀ ବଳଦେବ ସାହୁ ଆଣ୍ଡ ସନ୍ସର ସମ୍ବଲପୁରସ୍ଥିତ କାର୍ଯ୍ୟାଳୟ ଓ ମଦଭାଟିରେ ଆୟକର ବିଭାଗ ଚଢ଼ାଉ କରି ୩୭.୫୦ କୋଟି ଟଙ୍କା ପାଇଥିଲା । ସେହିଭଳି ଟିଟିଲାଗଡ଼ରେ ରିତେଶ ସାହୁ ପାଖରୁ ପୁଣି ୧୧ କୋଟି ମିଳିଥିବା ବେଳେ ପୂର୍ବଦିନ ସୁନ୍ଦରଗଡ଼ର ରାଜେଶ ଜୟସ୍ୱାଲଙ୍କ ପୈତୃକ ଘରେ ଚଢ଼ଉ ବେଳେ ୩୭ କୋଟି ଟଙ୍କା ମିଳିଥିଲା । ବୌଦ୍ଧ ଡିଷ୍ଟିଲାରି ଓ ରାଣୀସତୀ ରାଇସ୍ ମିଲ୍ ରୁ ମଧ୍ୟ ବିପୁଳ ଟଙ୍କା ଜବତ ହୋଇଥିଲା । ଡିଷ୍ଟିଲାରି ପାଚେରୀ ପଛପଟୁ ବସ୍ତା ବସ୍ତା ୫ ଶହ ଟଙ୍କିଆ ଚିରା ନୋଟ୍ ମିଳିଥିଲା ।

ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁ ଲିଙ୍କ୍ ରେ ଓଡ଼ିଶାରେ ଆୟକର ବିଭାଗର ଏହି ଚଢ଼ଉରୁ ଏମିତି ବସ୍ତା ବସ୍ତା ଟଙ୍କା ମିଳିବା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ସାରା ଭାରତରେ କୌଣସି ଗୋଟିଏ ଚଢ଼ଉରେ ଏତେ ପରିମାଣର ଟଙ୍କା କେବେ ବି ଜବତ ହୋଇ ନ ଥିଲା । ଜାତୀୟ ଗଣମାଧ୍ୟମରେ ଏହା ପ୍ରମୁଖ ଖବର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ ଗୁରୁତ୍ୱର ସହ ନେଇ କଠୋର ଆଭିମୁଖ୍ୟ ପ୍ରକଟ କରିଛନ୍ତି ।

ଓଡ଼ିଶାରେ ଏହାକୁ ନେଇ ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ଜାରି ରହିଛି । ଝାଡ଼ଖଣ୍ଡ କଂଗ୍ରେସ ସାଂସଦଙ୍କ ପରିବାରର ମଦ ବେପାର ଚେର ପଶ୍ଚିମ ଓଡ଼ିଶାକୁ ମାଡ଼ି ଯାଇଛି । ସେମାନଙ୍କ ପାଖରୁ ଶହ ଶହ କୋଟିର କଳାଟଙ୍କା ଜବତ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହି ଟଙ୍କା କୁଆଡ଼େ ଯାଇଥାନ୍ତା ତାହା ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇଛି । ବିଜେପି ଜାତୀୟସ୍ତରର ନେତା ଓ ଝାଡ଼ଖଣ୍ଡ ବିଜେପି ନେତାମାନେ ଏହି ଅର୍ଥକୁ କଂଗ୍ରେସର ନିର୍ବାଚନୀ ଚାନ୍ଦା କହି ସମାଲୋଚନା କରିଥିବା ବେଳେ ଓଡ଼ିଶାର ବିଜେପି ନେତାମାନେ ବିଜେଡିକୁ ଟାର୍ଗେଟ୍ କରି ଅନୁରୂପ ଅଭିଯୋଗ ଆଣିଛନ୍ତି ।

ତେବେ ରାଜ୍ୟର ପୂର୍ବତନ ଅବକାରୀ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଆଜି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏହି ଚର୍ଚ୍ଚାକୁ ଅଧିକ ରୋଚକ କରିଛି । ସେ କହିଛନ୍ତି, ଝାଡ଼ଖଣ୍ଡର ମଦ ବେପାରୀ ଧୀରଜ ସାହୁ ରାଷ୍ଟ୍ରୀୟସ୍ତରରେ ସବୁ ଦଳକୁ ପଇସା ଦିଅନ୍ତି । ଓଡ଼ିଶାରେ ବିଜେପି, ବିଜେଡି, କଂଗ୍ରେସକୁ ମଧ୍ୟ ପଇସା ଦିଅନ୍ତି । ଆମ ରାଜ୍ୟରେ ବହୁ ନେତା ମଧ୍ୟ ତାଙ୍କଠାରୁ ଟଙ୍କା ନିଅନ୍ତି । ବିଚାର ବିଭାଗୀୟ ତଦନ୍ତ କରି ଏହାର ସତ୍ୟତା ଉନ୍ମୋଚନ କରିବାକୁ ସେ ଦାବି କରିଛନ୍ତି ।

 

Previous Post

ଯୁଆଡ଼େ ଦରାଣ୍ଡିଲେ ପୁଳା ପୁଳା ଟଙ୍କା

Next Post

ଦୟା ନୁହେଁ, ସହଯୋଗ ଲୋଡ଼ା

Next Post
ଦୟା ନୁହେଁ, ସହଯୋଗ ଲୋଡ଼ା

ଦୟା ନୁହେଁ, ସହଯୋଗ ଲୋଡ଼ା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA