Thursday, June 25, 2026 02:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍, କଟକଣା ଅଧିକ କୋହଳ

ଉପକୂଳ ୧୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ ଦୋକାନ ଖୋଲିବ

by Our Correspondent
15 Jul, 2021- 03:15 PM
in Latest News, News
1 min read
0
ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍, କଟକଣା ଅଧିକ କୋହଳ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି । ଜୁଲାଇ ୧ ବେଳକୁ ସଂକ୍ରମଣ ହାର ୫ ପ୍ରତିଶତ ଥିଲା । ବର୍ତ୍ତମାନ ତାହା ୩ ପ୍ରତିଶତକୁ ଖସିଛି । ଦୈନିକ ସଂକ୍ରମଣ ସଂଖ୍ୟା ଦେଖିଲେ ପ୍ରାୟ ୨ ହଜାର ରହୁଛି । ସେଥିରେ ଉପକୂଳ ଜିଲ୍ଲାରୁ ୮୦ ପ୍ରତିଶତ ସଂକ୍ରମିତ ବାହାରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଂଶିକ ଲକଡାଉନ୍ କୁ ଅଗଷ୍ଟ ୧ ଯାଏଁ ବଢ଼ାଇ ଦେଇଛନ୍ତି । ତେବେ ଏଥିରେ ପୂର୍ବ କଟକଣାକୁ ଆହୁରି କୋହଳ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ସଂକ୍ରମଣ ହାର ଦୃଷ୍ଟିରୁ ପୂର୍ବଭଳି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୨୦ ଜିଲ୍ଲାକୁ କାଟାଗୋରି-ଏ ଏବଂ ଉପକୂଳ ଓଡ଼ିଶାର ୧୦ ଜିଲ୍ଲାକୁ କାଟାଗୋରି-ବି ରେ ବିଭକ୍ତ କରାଯାଇଛି । ଦୁଇଟି ଯାକ କାଟାଗୋରିରେ ପୂର୍ବରୁ ଥିବା କଟକଣାକୁ କୋହଳ କରାଯାଇଛି । ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହୁଥିବା ବେଳେ କାଟାଗୋରି-ବି ଜିଲ୍ଲାଗୁଡ଼ିକରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ ।

କାଟାଗୋରି-ଏ ଜିଲ୍ଲାଗୁଡ଼ିକରେ ଏଣିକି ସକାଳ ୬ ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । ୮ଟାରୁ ପରଦିନ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । କାଟାଗୋରି-ବି ଜିଲ୍ଲାଗୁଡ଼ିକରେ ସକାଳ ୬ ରୁ ସଂଧ୍ୟା ୫ ଯାଏଁ ଦୋକାନ ଖୋଲିବ । ସଂଧ୍ୟା ୫ ରୁ ପରଦିନ ସକାଳ ୬ ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ରହିବ ।

କାଟାଗୋରି-ଏ ଭଳି କାଟାଗୋରି-ବି ଜିଲ୍ଲାଗୁଡ଼ିକ ପାଇଁ ଥିବା ଯାତ୍ରୀ ପରିବହନ ସେବା କଟକଣାକୁ ହଟାଇ ଦିଆଯାଇଛି । ଅର୍ଥାତ୍ ଆସନ୍ତାକାଲି ଶୁକ୍ରବାରଠାରୁ ସମଗ୍ର ରାଜ୍ୟରେ ବସ୍, ଟାକ୍ସି, ଅଟୋ ଚଳାଚଳ କରିବ । ବସ୍ ରେ ଛିଡ଼ା ହୋଇ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହିଭଳି ଟାକ୍ସି ଓ ଅଟୋରେ ଡ୍ରାଇଭରଙ୍କୁ ଛାଡ଼ି ଆଉ ଦୁଇଜଣ ବ୍ୟକ୍ତି ଯାଇପାରିବେ । ତେବେ ରାଜ୍ୟ ରାଜ୍ୟ ଭିତରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇନାହିଁ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି, ସମଗ୍ର ରାଜ୍ୟରେ ବିୟୁଟି ପାର୍ଲର, ସେଲୁନ୍, ସ୍ପା, ଜିମ୍ ଖୋଲିବ ।

ଆଉଟଡୋର୍ ସ୍ପୋର୍ଟସ୍ କୁ ଅନୁମତି ୍ୱିଳିଥିବା ବେଳେ ଆଉଟଡୋର ଏବଂ ଇନଡୋର ଫିଲ୍ମ ସୁଟିଂ ପାଇଁ ଅନୁମତି ଦିଆଯାଇଛି ।

ତେବେ ସ୍କୁଲ, କଲେଜ, ପାର୍କ, ମଲ୍, ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ମେଳା, ଯାତ୍ରା, ପ୍ରଦର୍ଶନୀ, ରାଜନୈତିକ ସଭା ସମିତି ଉପରେ ଲାଗିଥିବା କଟକଣା ମଧ୍ୟ ଜାରି ରହିବ ।
ବିବାହ ଓ ଶୁଦ୍ଧିକ୍ରିୟା ଉପରେ ଥିବା କଟକଣା ପୂର୍ବଭଳି ଜାରି ରହିବ ।

Previous Post

ଧର୍ମେନ୍ଦ୍ରଙ୍କୁ ନ୍ୟୁନ କରି ଦେଖାଇବା ଉଦ୍ୟମରେ ବୈଜୟନ୍ତ !

Next Post

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା 

Next Post
ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା 

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା 

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA