Thursday, October 1, 2026 03:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରୋଗୀଙ୍କୁ ପିଟି ପିଟି ମାରିଦେଲେ!

ଏସସିବିରୁ ସଙ୍ଗୀନ ଅଭିଯୋଗ

by Our Correspondent
30 Sep, 2026- 11:17 PM
in Crime, Latest News, News
1 min read
0
ରୋଗୀଙ୍କୁ ପିଟି ପିଟି ମାରିଦେଲେ!

ଭୁବନେଶ୍ୱର: କଟକ ବଡ଼ ଡ଼ାକ୍ତରଖାନା(ଏସସିବି)ରେ ଏକ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଡାକ୍ତରଖାନାର ସୁରକ୍ଷାକର୍ମୀ ଏବଂ ଆଟେଣ୍ଡାଣ୍ଟ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । ମୃତକ ହେଉଛନ୍ତି ଯାଜପୁର ରୋଡ ଅଞ୍ଚଳର ଶ୍ରୀକାନ୍ତ ଦାସ(୩୮) । ୨୮ ତାରିଖରେ ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ ।

ମୃତକଙ୍କ ପତ୍ନୀ ସସ୍ମିତା ଦାସଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘରର ଆର୍ଥିକ ପରିସ୍ଥିତିକୁ ନେଇ ବର୍ଷେ ହେଲା ସ୍ୱାମୀ ମଦ ପିଉଥିଲେ । ମଦ ଛଡ଼ାଇବା ପାଇଁ ସେ ଚିକିତ୍ସା କରାଉଥିଲେ । ଘରେ ରହି ଉପଚାର କରୁଥିଲେ ମଧ୍ୟ ମଝିରେ ମଝିରେ ଦେହ ଖରାପ ଯୋଗୁଁ ଡାକ୍ତରଖାନା ଆସିବାକୁ ପଡୁଥିଲା । ୨୮ ତାରିଖରେ ତାଙ୍କର ଭୀଷଣ ଦେହ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଏସସିବିକୁ ଆଣିଥିଲେ । ମାତ୍ର ତାଙ୍କୁ ଜୋର ଜବରଦସ୍ତ ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା । ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା । ମାତ୍ର ଆଉ ସେଠାରେ ରହିବେ ନାହିଁ ବୋଲି ରାତି ପ୍ରାୟ ୯ଟା ବେଳକୁ ଜିଦ୍ କରିଥିଲେ । ତାଙ୍କୁ ଘରକୁ ଛାଡ଼ିଦେବାକୁ ଅନୁରୋଧ କରିଥିଲେ । ମାତ୍ର ସେମାନେ ମନା କରିବା ପରେ ବାହାରେ ଅପେକ୍ଷା କରିଥିବା ଗାଁ ର ଜଣେ ପିଲାକୁ ଅନ୍ତତଃ ଭେଟିବାକୁ ଚାହିଁଥିଲେ । ସେ ବାହାରକୁ ଆସୁଥିଲା ବେଳେ ସେଠାରେ ଥିବା ସୁରକ୍ଷାକର୍ମୀ ଏବଂ ଆଟେଣ୍ଡାଣ୍ଟ ତାଙ୍କୁ ଟାଣି ନେଇ ନିର୍ଦ୍ଧୁମ ପିଟିଥିଲେ । ଗୋଟେ ପ୍ଲାଷ୍ଟିକ୍ ପାଇପ୍ ରେ ପିଟି ପିଟି ଦେହସାରା ନୋଳା ବସାଇ ଦେଇଥିଲେ । ତଳେ ପଡ଼ି ସେ ଛଟପଟ ହେଉଥିଲେ ମଧ୍ୟ ତାଙ୍କର ହାତଗୋଡ଼ ବାନ୍ଧି ନିର୍ଦ୍ଦୟ ଭାବରେ ପିଟି ଚାଲିଥିଲେ । କାନମୁଣ୍ଡାରେ ଗୋଟେ ପାହାର ବାଜିବାରୁ ସେ ନିଶ୍ଚଳ ହୋଇଯାଇଥିଲେ । ସେ ମରିଯାଇଥିବା ଜାଣି କୌଶଳକ୍ରମେ ଏକ ଇଞ୍ଜେକସନ୍ ଲଗାଇ ବେଡ୍ ରେ ଶୁଆଇ ଦେଇଥିଲେ । ଆଜି ପାହାନ୍ତରୁ ପରିବାର ଲୋକ ତାଙ୍କୁ ସେଠାରେ ମୃତ ଅବସ୍ଥାରେ ଦେଖିଥିଲେ ।

Previous Post

ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ବିଶାଳ ବିକ୍ଷୋଭ

Next Post

ଘରେ ଘରେ ପହଞ୍ଚିବ ସରକାରଙ୍କ ବିଫଳତା

Next Post
ଘରେ ଘରେ ପହଞ୍ଚିବ ସରକାରଙ୍କ ବିଫଳତା

ଘରେ ଘରେ ପହଞ୍ଚିବ ସରକାରଙ୍କ ବିଫଳତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA