ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ମୁଖପାତ୍ର, ପ୍ୟାନେଲିଷ୍ଟ, ସଂଯୋଜକ ଏବଂ ଗଣମାଧ୍ୟମ ସମ୍ପାଦକଙ୍କ ନାମ ତାଲିକା ଆଜି ଘୋଷଣା ହୋଇଛି । ଏଥିରେ ୫ ଜଣ ବରିଷ୍ଠ ମୁଖପାତ୍ର, ୧୮ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟଙ୍କ ନାଁ ରହିଛି ।
ବରିଷ୍ଠ ମୁଖପାତ୍ର: ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର
ମୁଖପାତ୍ର: ହମିଦ୍ ହୁସେନ୍, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ସସ୍ମିତା ବେହେରା, ଅଧିରାଜ ପାଣିଗ୍ରାହୀ, ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରଶ୍ମୀ ମହାପାତ୍ର, ଅପର୍ଣ୍ଣା ଧୀର ସିଂ, କୃଷ୍ଣଚନ୍ଦ୍ର ପତି, ଅଭିଷେକ ମହାନନ୍ଦ, ସ୍ମୃତିରଂଜନ ଲେଙ୍କା, ଅମୀୟ ପାଣ୍ଡବ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୂୟାଁ, ରବୀନ୍ଦ୍ର ଆଚାର୍ଯ୍ୟ
ଗଣମାଧ୍ୟମ ସମ୍ପାଦକ: ପ୍ରଶାନ୍ତ ଶତପଥୀ
ପ୍ୟାନେଲିଷ୍ଟ: ପଞ୍ଚାନନ ଦାସ, ଜିନେଶ ଦାସ, ପୀତବାସ ପଣ୍ଡା, ଅମିତ ମହାନ୍ତି, ଆଲବର୍ଟ କିଣ୍ଡୋ, ନଳିନୀକାନ୍ତ ନାୟକ, ମନଶା ତ୍ରିପାଠୀ, ଜୟଶ୍ରୀ ପାତ୍ର, ଝୁନା ପଟ୍ଟନାୟକ, ଶୁଭେନ୍ଦୁ ଶେଖର ମଲ୍ଲିକ, ସଂଗ୍ରାମ କିଶୋର ମାଝୀ, କୈଳାସ ମୁଖି
ବରିଷ୍ଠ ସଂଯୋଜକ: ଦୀପକ କୁମାର ମହାପାତ୍ର
ସଂଯୋଜକ: ବିରେନ କୁମାର ଦଳାଇ, ହରି ଶଙ୍କର ଜେନା