ଭୁବନେଶ୍ୱର: ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ଟିମ୍ ଗଠନ ହୋଇଛି । ଜାତୀୟ କଂଗ୍ରେସ ସଭାପତି ଏହି ତାଲିକାକୁ ଆଜି ଅନୁମୋଦନ କରିଛନ୍ତି । ଏଥିରେ ୫ ଜଣ ବରିଷ୍ଠ ଉପସଭାପତି, ୧୨ ଉପସଭାପତି, ଜଣେ ଟ୍ରେଜରର, ୩୯ ସାଧାରଣ ସମ୍ପାଦକ, ୬୧ ସମ୍ପାଦକ ଅଛନ୍ତି । କାର୍ଯ୍ୟନିର୍ବାହୀ କମିଟିରେ ୬୭ ଜଣ ସ୍ଥାନ ପାଇଛନ୍ତି । ୨୬ ଜଣଙ୍କୁ ମିଡିଆ ବିଭାଗରେ ନିଆଯାଇଛି ।
ବରିଷ୍ଠ ଉପସଭାପତି: ଗଣେଶ୍ୱର ବେହେରା, ତାରାପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ସରସ୍ୱତୀ ହେମ୍ବ୍ରମ୍
ଉପସଭାପତି: ମମତା ମାଢ଼ୀ, ଅଧିରାଜ ମୋହନ ପାଣିଗ୍ରାହୀ, ରାଜେନ୍ଦ୍ର ଛତ୍ରିଆ, ବିଭୂତି ମିଶ୍ର, ସି.ଏସ.ରାଜନ ଏକ୍କା, ଜାନକୀ ବଲ୍ଲଭ ପଟ୍ଟନାୟକ, କିଶୋର ଜେନା, ପ୍ରତିମା ମଲ୍ଲିକ, ଶୁଭେନ୍ଦୁ ମହାନ୍ତି, ବିଶ୍ୱ ଭୂଷଣ ଦାସ, ରଜତ କୁମାର ଚୌଧୁରୀ, ନକୁଳ ନାୟକ
ଟ୍ରେଜେରର: ସନ୍ତୋଷ ସିଂହ ସାଲୁଜା
ସାଧାରଣ ସମ୍ପାଦକ: ରବୀନ୍ଦ୍ର କୁମାର ମଲ୍ଲିକ, ଡ. ଲଲାଟେନ୍ଦୁ ମହାପାତ୍ର, ଘାସିରାମ ମାଝୀ, ନିମାଁଇ ସରକାର, ବୀରେନ୍ ସେନାପତି, ସମରେନ୍ଦ୍ର ମିଶ୍ର, ମିନାକ୍ଷୀ ବାହିନୀପତି, ଆଲୋକ ମିଶ୍ର, ମଧୁସ୍ମିତା ସେଠୀ, ଚିନ୍ମୟ ସୁନ୍ଦର ଦାସ, ବିଦୁ ଭୂଷଣ ତ୍ରିପାଠୀ, ହରଦୀପ ସିଂହ, ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ଜ୍ଞାନ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ରଶ୍ମୀ ମହାପାତ୍ର, ପଦ୍ମାକର ଗୁରୁ, ପ୍ରକାଶ ମିଶ୍ର, ତରୁଣ ମାଝୀ, ଦୁର୍ଗା ପ୍ରସାଦ ପଣ୍ଡା, ପ୍ରମୋଦ କୁମାର ଜେନା, ମନୋଜ ବିଶ୍ୱାଳ, ଶଶିକାନ୍ତ ଲେଙ୍କା, ମନୋଜ ମଂଜରୀ ଦେବୀ, ମନୋଜ କୁମାର ଜେନା, ରବୀନ୍ଦ୍ର ମହାପାତ୍ର, ନିପନ ଦାସ, ଶ୍ରୀମତୀ ରୂପାଦିତ୍ୟ ମହାପାତ୍ର, ମହମ୍ମଦ ଇମଦାଦ, ନାରାୟଣ ଜେନା, ଦୁଲାଲ ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ତରୁଣ କାନ୍ତି ମିଶ୍ର, ସୁବ୍ରତ ମହାପାତ୍ର, ପ୍ରବୋଧ ଦାସ, ନିର୍ମଳା ନାୟକ, ଅମିତା ବିଶ୍ୱାଳ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ
ମିଡିଆ: ଗଣେଶ୍ୱର ବେହେରା(ଅଧ୍ୟକ୍ଷ), ଦୀପକ କୁମାର ମହାପାତ୍ର(ସଂଯୋଜକ), ପଞ୍ଚାନନ କାନୁନଗୋ, ଧରଣୀଧର ନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଦେବାଶିଷ ପଟ୍ଟନାୟକ, ବିଭୂତି ଭୂଷଣ ମିଶ୍ର, ମନୋରଂଜନ ଦାଶ, ସୁଦର୍ଶନ ଦାସ, ପଦ୍ମାକର ଗୁରୁ, ଅମୀୟ ପାଣ୍ଡବ, ରଜନୀ କୁମାର ମହାନ୍ତି, ପ୍ରଶାନ୍ତ ଶତପଥୀ, ଜ୍ଞାନଦେବ ବେହୁରା, ରଶ୍ମୀ ମହାପାତ୍ର, ଅପର୍ଣ୍ଣା ଧୀର ସିଂହ, ରବୀନ୍ଦ୍ର ପଣ୍ଡା, ନାରାୟଣ ଜେନା, ରବୀନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ନିଶିକାନ୍ତ ମିଶ୍ର, କୃଷ୍ଣଚନ୍ଦ୍ର ପତି, ଅମିତ ମହାନ୍ତି, ମନୀଷ ମହାନ୍ତି, ମମତା କୁଣ୍ଡୁ, ପୀତବାସ ପଣ୍ଡା, ଷ୍ଟାଲିନ୍ ମିଶ୍ର ।