Tuesday, April 21, 2026 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୧ରୁ ଏକାଦଶ, ୨୫ ରୁ ଅଷ୍ଟମ ପିଲା ଯିବେ ସ୍କୁଲ୍

ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି

by Our Correspondent
15 Oct, 2021- 09:37 PM
in Latest News, News
1 min read
0
୨୧ରୁ ଏକାଦଶ, ୨୫ ରୁ ଅଷ୍ଟମ ପିଲା ଯିବେ ସ୍କୁଲ୍

ଭୁୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ(ଏକାଦଶ) ଏବଂ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ସକାଳ ୧୦ଟାରୁ ଅପରାହ୍ନ ୧.୩୦ ମିନିଟ୍ ପର୍ଯ୍ୟନ୍ତ ଏକାଦଶ ଶ୍ରେଣୀ କ୍ଲାସ୍ ଚାଲିବ । ସେହିଭଳି ସକାଳ ୯ଟାରୁ ଅପରାହ୍ନ ୧୨.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ଅଷ୍ଟମ ପିଲାଙ୍କ କ୍ଲାସ୍ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।

କରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ବର୍ଷକ ପରେ ଅଷ୍ଟମ ଶ୍ରେଣୀ ପିଲାମାନେ ଶ୍ରେଣୀଗୃହକୁ ଫେରିବେ । ସେହିଭଳି ମାଟ୍ରିକ୍ ପାସ୍ କରି କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ପ୍ରଥମ ଥର ପାଇଁ ଶ୍ରେଣୀଗୃହରେ ପ୍ରବେଶ କରିବେ । ପୂର୍ବରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ, କଲେଜ ଖୋଲିସାରିଛି ।

ଅଷ୍ଟମ ଓ ଏକାଦଶ ପିଲାଙ୍କ ପାଇଁ ଅଫଲାଇନ କ୍ଲାସ୍ ର ସୁଯୋଗ ଦିଆଯାଇଥିଲେ ମଧ୍ୟ ଅନଲାଇନ୍ କ୍ଲାସ ବନ୍ଦ ହେବ ନାହିଁ । ଛାତ୍ରଛାତ୍ରୀମାନେ ଚାହିଁଲେ ପୂର୍ବଭଳି ଅନଲାଇନ୍ କ୍ଲାସ୍ କରିପାରିବେ । ଅଫଲାଇନ୍ କ୍ଲାସ୍ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ବାପାମାଆ କିମ୍ବା ଅଭିଭାବକମାନଙ୍କଠାରୁ ଅନୁମତିପତ୍ର ଆଣି ସ୍କୁଲ ଆସିପାରିବେ ।

ଅଷ୍ଟମ ଓ ଏକାଦଶ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲଗୁଡ଼ିକ ମଧ୍ୟ ସ୍କୁଲ ସାଙ୍ଗରେ ଖୋଲିବ । ତେବେ ହଷ୍ଟେଲ୍ ରେ ରହିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ସେମାନଙ୍କ ଘରୁ ଅନୁମତି ଆଣିବାକୁ ପଡ଼ିବ । ବିନା ଅନୁମତିରେ ସେମାନଙ୍କୁ ହଷ୍ଟେଲ୍ ରେ ରହିବାକୁ ଦିଆଯିବ ନାହିଁ । ସ୍କୁଲରେ ଅଷ୍ଟମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବଦଳରେ ଡ୍ରାଏ ରାସନ ଦିଆଯିବ ।

ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଗହଳି ହେବ । ତେଣୁ ସ୍କୁଲ ପରିସର ପରିଷ୍କାର ପରିଚ୍ଛନ୍ନ ଏବଂ ଶ୍ରେଣୀଗୃହର ଉତ୍ତମ ପରିଚାଳନା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିଦେ୍ର୍ଦଶାବଳୀ ବା ଏସଓପି ଜାରି କରାଯାଇଛି । କୋଭିଡ୍ ନିୟମ ଅନୁପାଳନରେ ଯେଭଳି କୌଣସି ଢ଼ିଲା ନହୁଏ ସେଥିପ୍ରତି ସଜାଗ କରାଯାଇଛି । ଏସଓପିର କଡ଼ାକଡ଼ି ଅନୁପାଳନ ଲାଗି ଆସନ୍ତାକାଲି ସବୁ ଜିଲ୍ଲା ଓ ବ୍ଲକ୍ ଶିକ୍ଷାଧିକାରୀଙ୍କ ଭର୍ଚୁଆଲ୍ ବୈଠକ ଡକାଯାଇଛି ।

ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଅନଲାଇନ୍ କ୍ଲାସ୍ ଜାରି ରହିବ । ତେବେ କରୋନା ପରିସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରମେ ସେମାନଙ୍କର ଅଫଲାଇନ୍ କ୍ଲାସ୍ ସମ୍ପର୍କରେ ବିଚାର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Previous Post

ପୂଜା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ !

Next Post

ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହଙ୍କ ପରଲୋକ

Next Post
ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହଙ୍କ ପରଲୋକ

ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA