Thursday, June 18, 2026 12:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିକ୍ରମ ପଣ୍ଡା, ପିଣ୍ଟୁ ଦାସ ମାଷ୍ଟରମାଇଣ୍ଡ

ପୀତବାସ ପଣ୍ଡା ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ

by Our Correspondent
22 Oct, 2025- 11:23 PM
in Crime, Latest News, News
3 min read
0
ବିକ୍ରମ ପଣ୍ଡା, ପିଣ୍ଟୁ ଦାସ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ବ୍ରହ୍ମପୁରର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାର ଆଜି ପର୍ଦ୍ଦାଫାସ ହୋଇଛି । ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଏବଂ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଓରଫ୍ ପିଣ୍ଟୁ ଦାସଙ୍କୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ଦର୍ଶାଇଛି ବ୍ରହ୍ମପୁର ପୁଲିସ । ଆର୍ଥିକ, ବ୍ୟକ୍ତିଗତ ଓ ରାଜନୈତିକ ଶତ୍ରୁତା କାରଣରୁ ହତ୍ୟାକାଣ୍ଡ ହୋଇଛି । ଏହି ଦୁଇଙ୍କ ସହ ହତ୍ୟାକାଣ୍ଡର ପ୍ଲଟ୍ ପ୍ରସ୍ତୁତ କରିଥିବା କର୍ପୋରେଟର ମଳୟ ବିଷୋୟୀ ଓ ମଦନ ଦଳେଇ ଓ ଅନ୍ୟ ୮ ଜଣଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି ।

ସେପ୍ଟେମ୍ବରରେ_ହତ୍ୟା_ଷଡ଼ଯନ୍ତ୍ର_ହୋଇଥିଲା’

-ଗତ ସେପ୍ଟେମ୍ବର ୧୦ରୁ ୧୪ ଭିତରେ ହତ୍ୟା ଯୋଜନା ହୋଇଥିଲା

-ଆଣ୍ଟି ସୋସିଆଲ ଉମା ବିଷୋୟୀ ବିହାରରୁ ୪ ଜଣ ସୁଟରଙ୍କୁ ଡକାଇଥିଲା

-ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ଭଡ଼ାରେ ରହିଥିଲେ ବିହାରରୁ ଆସିଥିବା ସୁଟର

-ମଳୟ ବିଷୋୟୀ ସେମାନଙ୍କୁ ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ରଖିଥିଲେ

-ମେଡିକାଲ କାମରେ ଆସିଛନ୍ତି ବୋଲି ମଳୟ ବିଷୋୟୀ କହିଥିଲେ

-ମାତ୍ର ଶୂନ୍ୟ ଚନ୍ଦ୍ର ଦାସ ବିହାରରୁ ଆସିଥିବା ଲୋକଙ୍କୁ ସନ୍ଦେହ କରିଥିଲେ

-ମଳୟ ବିଷୋୟୀ କହିଥିବାରୁ ଶୂନ୍ୟ ଚନ୍ଦ୍ର ଦାସ କିଛି କହିପାରି ନ ଥିଲେ

-ମାତ୍ର ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ

-ମାତ୍ର ବିହାରରୁ ଆସିଥିବା ସୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ଫେରିଗଲେ

-ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନ ଥିଲା

#ପୀତବାସଙ୍କ_ଘର_ପାଖରେ_ଭଡ଼ାରେ_ଥିଲେ_ସୁଟର

ପୀତବାସ ପଣ୍ଡାଙ୍କ ଘର ପାଖରେ ଭଡ଼ାରେ ଆସି ରହିଥିଲେ ସୁଟର

ପ୍ରଥମ ଉଦ୍ୟମ ବିଫଳ ହେବା ପରେ ମାତ୍ର ୨ ଶହ ମିଟର ଦୂରରେ ରହିଥିଲେ

ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ

ଚିଣ୍ଟୁ ପ୍ରଧାନ ବେଙ୍ଗାଳୁରୁରୁ ଆସିଥିଲେ, ଯୋଡ଼ି ହୋଇଥିଲେ କୁରୁପତି ଭୂୟାଁ

ଘଟଣା ଦିନ ନୂଆ ଡ୍ରେସ, ନୂଆ ଜୋତା ପିନ୍ଧି ବାଇକ୍‌ରେ ଆସିଥିଲେ

ପୀତବାସଙ୍କ ଅଟକାଇ ନମସ୍କାର ହୋଇଥିଲେ, ଏହାପରେ ଗୁଳି ଚଳାଇଥିଲେ

ଚିଣ୍ଟୁ ପ୍ରଧାନ ଗାଡ଼ି ଡ୍ରାଇଭ୍‌ କରିଥିଲେ, କୁରୁପତି ଗୁଳି ଚଳାଇଥିଲେ

ଗୁଳି କରିବା ପରେ ଖସି ଯାଇ ଶୀତଳାପଲ୍ଲୀରେ ଡ୍ରେସ୍‌ ବଦଳାଇଥିଲେ

ସେଠାରୁ ପୁରୁଷୋତ୍ତମପୁର ଦେଇ ରାମେଶ୍ବରମରେ ପହଞ୍ଚିଥିଲେ

ରାମେଶ୍ୱରମରେ ଗାଡ଼ିଟି ଛାଡ଼ି ପୁରୀ ପଳାଇଯାଇଥିଲେ

#୫୦ ଲକ୍ଷର ଡିଲ୍ ହୋଇଥିଲା

-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା

-ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା

-ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ

-ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ

-ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ

-ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା

-ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା

-ଉମା ବିଷୋୟୀ ପାଖରେ ସବୁ ଡିଲ୍‌ ଟଙ୍କା ରହିଛି

-ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି

-ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ପ୍ରମାଣ ମିଳିଛି

-ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି, ଆଉ ୩ ଫେରାର ଅଛନ୍ତି

Previous Post

ବିକ୍ରମ ପଣ୍ଡାଙ୍କ ସମେତ ୧୨ ଗିରଫ

Next Post

ବିକ୍ରମ ପଣ୍ଡାଙ୍କ ସମର୍ଥନରେ ବାହାରିଲା ବିଜେଡି

Next Post
ବିକ୍ରମ ପଣ୍ଡାଙ୍କ ସମର୍ଥନରେ ବାହାରିଲା ବିଜେଡି

ବିକ୍ରମ ପଣ୍ଡାଙ୍କ ସମର୍ଥନରେ ବାହାରିଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA