Saturday, April 18, 2026 12:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

IDCO+IOCL: ପାରାଦ୍ୱୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ

୧୨୦ ଏକର ଜାଗାରେ ୧୦୭ କୋଟିର ପ୍ରକଳ୍ପ

by Our Correspondent
09 Mar, 2021- 11:05 PM
in Latest News, News
1 min read
0
IDCO+IOCL: ପାରାଦ୍ୱୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ

ଭୁୁବନେଶ୍ୱର: ପାରାଦ୍ୱୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ୧୨୦ ଏକର ଜାଗାରେ ପ୍ରସ୍ତାବିତ ଏହି ପ୍ରକଳ୍ପରେ ଖର୍ଚ୍ଚ ହେବ ୧୦୭ କୋଟି ଟଙ୍କା । ଏଥିପାଇଁ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍(ଆଇଓସିଏଲ୍) । ଆଜି ଏ ନେଇ ଇଡକୋ ଓ ଆଇଓସିଏଲ୍ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ୍ ମୋଡ୍ ରେ ଉପସ୍ଥିତ ଥିଲେ ।

ଭାରତ ସରକାରଙ୍କ ‘ପ୍ଲାଷ୍ଟିକ୍ ପାର୍କ ସ୍କିମ୍’ ଅନ୍ତର୍ଗତ ପାରାଦ୍ୱୀପରେ ପ୍ରସ୍ତାବିତ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ଇଡକୋ ଓ ଆଇଓସିଏଲ୍ ସହଭାଗିତାରେ ନିର୍ମିତ ହେବ । ଏଥିରେ ଇଡକୋର ୫୧% ଏବଂ ଆଇଓସିଏଲ୍ ର ୪୯% ଅଂଶୀଦାର ରହିବ । ପ୍ରକଳ୍ପରେ ଆଇଓସିଏଲ୍ ଖର୍ଚ୍ଚ କରିବ ୪୦ କୋଟି ଟଙ୍କା । ୫୦୦ କୋଟିରୁ ଅଧିକ ପୁଞ୍ଜିନିବେଶ ଥିବା ୨୫ ଟି ଶିଳ୍ପସଂସ୍ଥା ଏହି ପାର୍କ ଦ୍ୱାରା ଲାଭବାନ ହେବା ସହ ୧୬୦୦ ଜଣଙ୍କୁ କର୍ମନିଯୁକ୍ତି ମିଳିବ ।

ଓଡ଼ିଶାରେ ଡାଉନଷ୍ଟ୍ରିମ୍ ପଲିମର ଇଣ୍ଡଷ୍ଟ୍ରି ପାଇଁ ଏହି ପାର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଆଇଓସିଏଲ୍ ଦ୍ୱାରା ଓଡ଼ିଶାରେ ପେଟ୍ରୋଲିୟମ୍ ଏବଂ ପେଟ୍ରୋକେମିକାଲସ୍ ନିବେଶଗୁଡ଼ିକ ପାଇଁ ରାଜ୍ୟ ସରକାର ଆବଶ୍ୟକ ସମସ୍ତ ଆନୁସଙ୍ଗିକ ସହଯୋଗ ଯୋଗାଇ ଆସୁଥିବା ମୁଖ୍ୟମନ୍ତ୍ରୀ କହିବା ସହ ପ୍ରସ୍ତାବିତ ପାରାଦ୍ୱୀପ ପ୍ଲାଷ୍ଟିକ୍ ପାର୍କର ସଫଳତା କାମନା କରିଥିଲେ ।

ଅନ୍ୟପକ୍ଷରେ ଆଇଓସିଏଲ୍ ପକ୍ଷରୁ ଉକ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ସରଞ୍ଜାମକୁ ରିହାତି ଦରରେ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ଓଡ଼ିଶାକୁ ଆସୁଥିବା ପ୍ରକଳ୍ପଗୁଡ଼ିକ ପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ଉନ୍ନୟନ କମିଶନର ପ୍ରଦୀପ ଜେନା, ଆଇଓସିଏଲ୍ ସିଏମଡି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

କିଟ୍, କିସ୍ ର ମହିଳା କର୍ମଚାରୀଙ୍କୁ ମାଗଣାରେ କରୋନା ଟିକା

Next Post

ନୂଆପଡ଼ା ବିକାଶରେ ନୂଆ ଅଧ୍ୟାୟ

Next Post
ନୂଆପଡ଼ା ବିକାଶରେ ନୂଆ ଅଧ୍ୟାୟ

ନୂଆପଡ଼ା ବିକାଶରେ ନୂଆ ଅଧ୍ୟାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA