Thursday, July 10, 2025 06:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏଥର ବି ଗାଳିଦେଲେ ମୋଦୀ

ପୁରୀରେ ରୋଡ୍ ସୋ', ଅନୁଗୁଳ ଓ କଟକରେ ସଭା

by Our Correspondent
20 May, 2024- 09:25 PM
in Latest News, News, Politics
1 min read
0
ଏଥର ବି ଗାଳିଦେଲେ ମୋଦୀ

ଭୁବନେଶ୍ୱର: ଓଡ଼ିଶାରେ ଆଜି ନିର୍ବାଚନ ପ୍ରଚାର କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଥର ଭଳି ଏଥର ମଧ୍ୟ ବିଜେଡି ଉପରେ ଭୀଷଣ ବର୍ଷିଛନ୍ତି । ଓଡ଼ିଶା ବରବାଦୀର କାରଣ ବିଜେଡି ବୋଲି ପ୍ରଧାନମନ୍ତ୍ରୀ ଆରୋପ ଲଗାଇବା ସହ ଏଠି ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବ ବୋଲି ପୁଣି ଦମ୍ଭ ଦେଖାଇଛନ୍ତି ।

ଗତକାଲି ସଂଧ୍ୟାରେ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହାପରେ ସେ ସିଂହଦ୍ୱାର ସମ୍ମୁଖରୁ ମେଡିକାଲ୍ ଛକ ଯାଏଁ ବଡ଼ଦାଣ୍ଡରେ ରୋଡ୍ ସୋ’ କରିଥିଲେ । ରୋଡ୍ ସୋ’ ସାରି ସିଧା ଯାଇଥିଲେ ଅନୁଗୁଳ ।

ଅନୁଗୁଳ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଆୟୋଜିତ ପ୍ରଚାର ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ସାରା ଦେଶବାସୀ ମୋଦୀ ସରକାରଙ୍କୁ ତୃତୀୟ ଥର ଆଣିବାକୁ ଚାହୁଁଛନ୍ତି । ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର । ବିଜେଡି ଉପରେ ଓଡ଼ିଶାବାସୀ ୨୫ ବର୍ଷ ଭରସା କରିସାରିଲେଣି । ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶା କିନ୍ତୁ ଗରିବୀରୁ ମୁକ୍ତି ପାଇନି । ଓଡ଼ିଶା ବରବାଦୀର କାରଣ ହୋଇଛି ବିଜେଡି ସରକାର । ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ୱାରା ଘେରି ରହିଛି । ଓଡ଼ିଶାର ବିକାଶ ଓଡ଼ିଶା ମାଟିର ପୁଅ ହିଁ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହାପରେ କଟକ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି ଶାଣିତ ଭାଷଣ ଦେଇଥିଲେ । କହିଥିଲେ, ବିଜେଡିର ଭ୍ରଷ୍ଟାଚାରୀ ରାକେଟ୍ କୁ ନେଇ ଲୋକେ ଅତିଷ୍ଠ ହୋଇଗଲେଣି । ଚିଟ୍ ଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି । ବିଜେଡି ଓଡ଼ିଶାକୁ ଜମି, ବାଲି ଏବଂ କୋଇଲା ମାଫିଆ ଦେଇଛି । ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି ବିଜେଡି ନେତା । ମାଫିଆ ପ୍ରତି କ୍ଷେତ୍ରକୁ କବଜା କରି ବସିଛନ୍ତି । ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏହି ମାଫିଆଙ୍କ ଅଣ୍ଟା ଭଙ୍ଗାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Previous Post

ବିରୋଧୀ ଅପପ୍ରଚାର କରୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

Next Post

ମହାପ୍ରଭୁଙ୍କୁ ବି ମୋଦୀଭକ୍ତ କରିଦେଲେ ସମ୍ବିତ୍ ପାତ୍ର

Next Post
ମହାପ୍ରଭୁଙ୍କୁ ବି ମୋଦୀଭକ୍ତ କରିଦେଲେ ସମ୍ବିତ୍ ପାତ୍ର

ମହାପ୍ରଭୁଙ୍କୁ ବି ମୋଦୀଭକ୍ତ କରିଦେଲେ ସମ୍ବିତ୍ ପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA