Saturday, June 27, 2026 03:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଷ୍ଣବ କ୍ୟାବିନେଟ୍ ମନ୍ତ୍ରୀ, ଟୁଡୁ ରାଷ୍ଟ୍ରମନ୍ତ୍ରୀ

ଶପଥ ନେଲେ ୧୫ କ୍ୟାବିନେଟ୍, ୨୮ ରାଷ୍ଟ୍ରମନ୍ତ୍ରୀ

by Our Correspondent
07 Jul, 2021- 08:08 PM
in Latest News, News
1 min read
0
ବୈଷ୍ଣବ କ୍ୟାବିନେଟ୍ ମନ୍ତ୍ରୀ, ଟୁଡୁ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳର ବହୁ ପ୍ରତୀକ୍ଷିତ ପ୍ରଥମ ସମ୍ପ୍ରସାରଣ ପର୍ବ ଶେଷ ହୋଇଛି । ଆଜି ସଂଧ୍ୟାରେ ୪୩ ମନ୍ତ୍ରୀ ଶପଥ ନେଇଛନ୍ତି । ୧୫ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲା ବେଳେ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ।

ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ବିଶେଶ୍ୱର ଟୁଡୁଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ୟୁପିରୁ ସର୍ବାଧିକ ୭ ଜଣ, ଗୁଜୁରାଟରୁ ୫ ଜଣ ଏବଂ ପଶ୍ଚିମବଙ୍ଗରୁ ୪ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ୩୬ ଜଣ ନୂଆ ମୁହଁଙ୍କୁ ମୋଦି ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି । ୭ ଜଣଙ୍କୁ ପଦୋନ୍ନତି ଦିଆଯାଇଛି । ସମ୍ପ୍ରସାରଣ ପରେ ମନ୍ତ୍ରୀମଣ୍ଡଳ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ପୂର୍ବରୁ ୫୩ ଜଣ ମନ୍ତ୍ରୀ ଥିଲେ ।

କ୍ୟାବିନେଟ୍ ମନ୍ତ୍ରୀ: ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡ. ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି କୁମାର ପାରସ, କିରେନ୍ ରୁଜ୍ଜୁ, ରାଜକୁମାର ସିଂହ, ହରଦୀପ ସିଂହ ପୁର, ମନସୁଖ୍ ମଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି.କିଷାନ ରେଡ୍ଡୀ, ଅନୁରାଗ ସିଂହ ଠାକୁର

ରାଷ୍ଟ୍ରମନ୍ତ୍ରୀ: ପଙ୍କଜ ଚୌଧୁରୀ, ଅନୁପ୍ରିୟା ସିଂହ ପଟେଲ, ଡ. ସତ୍ୟ ପାଲ ସିଂ ବାଘେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରଣ୍ଡଲାଜି, ଭାନୁ ପ୍ରତାପ ସିଂ ବର୍ମା, ଦର୍ଶନ ବିକ୍ରମ ଜର୍ଦୋସ, ଶ୍ରୀମତୀ ମିନାକ୍ଷୀ ଲେଖୀ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଏ.ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ.ବର୍ମା, ଅଜୟ କୁମାର, ଚୌହାନ ଦେବୁସିନ, ଭଗବନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ସୁଶ୍ରୀ ପ୍ରତିମା ଭୌମିକ, ଡ. ସୁବାସ ସରକାର, ଡ. ଭାଗୱତ୍ କିଷନରାଓ କରଦ, ଡ. ରାଜକୁମାର ରଞ୍ଜନ ସିଂହ, ଡ. ଭାରତୀ ପ୍ରବୀଣ ପାୱାର, ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ଡ. ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଡ. ଏଲ. ମୁରୁଗଁ, ନିଶିଥ ପ୍ରମାଣିକ

ସମ୍ପ୍ରସାରଣରେ ୧୨ ଜଣ ମନ୍ତ୍ରୀ ବାଦ୍ ପଡ଼ିଛନ୍ତି । ସେମାନେ ହେଲେ ରବିଶଙ୍କର ପ୍ରସାଦ,ରମେଶ ପୋଖରିୟାଲ୍ ନିଶାଙ୍କ, ଡ. ହର୍ଷବର୍ଦ୍ଧନ, ପ୍ରକାଶ ଜାଭେଡକର, ସନ୍ତୋଷ କୁମାର ଗଙ୍ଗୱାର, ବାବୁଲ ସୁପ୍ରିୟୋ, ଥାୱରଚାନ୍ଦ ଗେହେଲଟ୍, ଡି.ଭି.ସଦାନନ୍ଦ ଗୌଡ଼ା, ସଞ୍ଜୟ ସାମରାଓ ଧୋତ୍ରେ, ରତନ ଲାଲ କଟରିଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଶ୍ରୀମତୀ ଦେବଶ୍ରୀ ଚୌଧୁରୀ ।

Previous Post

ଆସିଲା ନୂଆ ମନ୍ତ୍ରୀ ତାଲିକା

Next Post

ଆଦିମ ଜନଜାତି ପରିବାର ପାଇଁ କୋଭିଡ ସହାୟତା

Next Post
ଆଦିମ ଜନଜାତି ପରିବାର ପାଇଁ କୋଭିଡ ସହାୟତା

ଆଦିମ ଜନଜାତି ପରିବାର ପାଇଁ କୋଭିଡ ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA