Wednesday, September 2, 2026 05:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୃଷକଙ୍କ ଚାପ ଆଗରେ ପ୍ରଧାନମନ୍ତ୍ରୀ ନଇଁଲେ

୩ ନୂଆ କୃଷି ଆଇନ ପ୍ରତ୍ୟାହାର

by Our Correspondent
19 Nov, 2021- 10:43 AM
in Latest News, National, News
1 min read
0
କୃଷକଙ୍କ ଚାପ ଆଗରେ ପ୍ରଧାନମନ୍ତ୍ରୀ ନଇଁଲେ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଆଗରେ ଶେଷରେ ମୁଣ୍ଡ ନୂଆଁଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ପବିତ୍ର ଗୁରୁ ନାନକ ଦେବ ଜୟନ୍ତୀ ଅବସରରେ ସକାଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ୩ଟି ଯାକ ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି । ପାର୍ଲିଆମେଣ୍ଟର ଆଗାମୀ ଶୀତ ଅଧିବେଶନରେ ଏହାର ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହେଁ ଯେ ଆମେ ନୂଆ ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛୁ । ଏହି ତିନୋଟି ଆଇନ ଦେଶର କୃଷକଙ୍କ ମଙ୍ଗଳ ନିମନ୍ତେ ହିଁ ଉଦ୍ଦିଷ୍ଟ ଥିଲା । କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ମାତ୍ର ଆମେ କୃଷକଙ୍କୁ ବୁଝାଇବାରେ ବିଫଳ ହେଲୁ । ବୋଧହୁଏ ଆମ ଉଦ୍ୟମରେ କିଛି ଅଭାବ ରହିଗଲା । ସେଥିପାଇଁ ଦେଶବାସୀଙ୍କ ପାଖରେ ମୁଁ କ୍ଷମା ପ୍ରାର୍ଥନା କରୁଛି ।

ଏବେ କୃଷକମାନେ ଘରକୁ ଫେରି ଚାଷ କାର୍ଯ୍ୟରେ ମନୋନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଆନ୍ଦୋଳନରତ କୃଷକଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଥାଉକି, ଗତବର୍ଷ ୨୦୨୦ ସେପ୍ଟେମ୍ବରରେ ତିନୋଟି ନୂଆ କୃଷି ବିଲ୍ ପାର୍ଲିଆମେଣ୍ଟପାସ୍ ହୋଇ ସେପ୍ଟେମ୍ବର ୨୭ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରିଥିଲା ।

ଏହି ତିନୋଟି ବିଲ୍ ଥିଲା- ଫାର୍ମର୍ର୍ସ ପ୍ରଡ୍ୟୁସ୍ ଟ୍ରେଡ ଆଣ୍ଡ କମର୍ସ (ପ୍ରମୋସନ ଆଣ୍ଡ ଫାସିଲିଟେସନ୍) ବିଲ୍, ୨୦୨୦ ଫାର୍ମର୍ସ (ଏମପାୱାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ୍) ଏଗ୍ରିମେଣ୍ଟ ଅନ ପ୍ରାଇସ୍ ଆସୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍ ବିଲ୍, ୨୦୨୦ ଏବଂ ଏସେନସିଆଲ୍ କମୋଡିଟିଜ୍( ଆମେଣ୍ଡମେଣ୍ଟ) ବିଲ୍ ୨୦୨୦ ।

ତେବେ କୃଷି ଆଇନକୁ ଦେଶବ୍ୟାପୀ ବଡ଼ ବଡ଼ କୃଷକ ସଂଗଠନ ବିରୋଧ କରିଥିଲେ । ଏମଏସପି ବ୍ୟବସ୍ଥା ଉଚ୍ଛେଦ ପାଇଁ ଏହି ବାଟ ଫିଟାଇବ ଏବଂ ବଡ଼ ବଡ଼ କମ୍ପାନୀ ମର୍ସିରେ ଚାଲିବ ବୋଲି ଦର୍ଶାଇ ଆଇନକୁ ଗ୍ରହଣ କରି ନ ଥିଲେ । ଏହାର ପ୍ରତ୍ୟାହାର ଦାବି କରି ରାଜରାସ୍ତାରେ ଆନ୍ଦୋଳନ ଚାଲୁ ରଖିଥିଲେ । ଅପରପକ୍ଷରେ କୃଷକଙ୍କ ଚାପ ଆଗରେ ମୁଣ୍ଡା ନୂଆଁଇବେନି ବୋଲି ଜିଦ୍ ଧରି ଧରିଥିଲେ କେନ୍ଦ୍ର ସରକାର । ଏପରିକି କୃଷକ ସଂଗଠନ ସହ ମୁହାଁମୁହିଁ ଅବସ୍ଥାକୁ ଚାଲିଯାଇଥିଲେ ।

Previous Post

ସ୍ମାର୍ଟ କାର୍ଡ ଯୋଜନାରେ କେନ୍ଦୁଝର ଜିଲ୍ଲା ସାମିଲ

Next Post

ଧର୍ମେନ୍ଦ୍ର ମୁହଁ ଖୋଲିଲେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ

Next Post
ଧର୍ମେନ୍ଦ୍ର ମୁହଁ ଖୋଲିଲେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ

ଧର୍ମେନ୍ଦ୍ର ମୁହଁ ଖୋଲିଲେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA