Friday, April 17, 2026 04:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଗିରଫ

ଆନ୍ଦୋଳନ ବେଳେ ପୁଲିସକୁ ଆକ୍ରମଣ

by Our Correspondent
28 Feb, 2023- 11:46 PM
in Crime, Latest News, News
1 min read
0
ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଗିରଫ

ଭୁବନେଶ୍ୱର: ଆନ୍ଦୋଳନ ନାଁରେ ଭୁବନେଶ୍ୱରର ଲୋୟର ପିଏମଜିରେ ଆତଙ୍କରାଜ କରିଥିବା ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଆଇନ ଜାଲରେ ପଡ଼ିଛନ୍ତି । ପୁଲିସକୁ ଢ଼େଲା ମାରି ଲହୁ ଲୁହାଣ କରିଥିବା ୨୨ ଯୁବମୋର୍ଚ୍ଚା ନେତା ଓ କର୍ମୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେଥିରେ ଅଛନ୍ତି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୫୩,୩୨୩, ୩୨୫, ୩୩୨, ୩୩୩, ୨୨୪, ୪୩୬, ୫୦୬, ୧୪୯,୧୪୭, ୧୪୮,୨୯୪ ଭଳି ସଙ୍ଗୀନ ଦଫା ଲାଗିଥିବା ଲାଗିଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଏଥିସହ ଅନ୍ୟ ୩୦ ଜଣଙ୍କୁ ଅଟକ ରଖାଯାଇ ପଚରାଉଚୁରା ଚାଲିଛି ।

ଗିରଫ ଯୁବମୋର୍ଚ୍ଚା ନେତାମାନଙ୍କ ଅପରାଧ ପୃଷ୍ଠଭୂମିର ସନ୍ଧାନ ମିଳିଛି । ଇରାଶିଷଙ୍କ ସମେତ ଅନ୍ୟ କିଛି କର୍ମୀଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ସଙ୍ଗୀନ ଅପରାଧିକ ମାମଲା ଅଛି । ଏପରିକି ଏକ ହତ୍ୟା ମାମଲାରେ ଇରାଶିଷ ଗିରଫ ହୋଇ ଦୀର୍ଘ ଦିନ ଜେଲ୍ ରେ ଥିଲେ । ଆଜି ହିଂସାକାଣ୍ଡ ଭିଆଇବା ପାଇଁ ସେମାନଙ୍କୁ ଉସକାଇଥିବା ନେତାମାନେ ମଧ୍ୟ ପୁଲିସ ସ୍କାନରକୁ ଆସିଛନ୍ତି । ପୁଲିସ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଉଛି । ପ୍ରମାଣ ମିଳିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ପ୍ରକୃତ କାରଣର ଉନ୍ମୋଚନ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ବିଧାନସଭା ଘେରାଉ ଆନ୍ଦୋଳନ ଥିଲା । ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବିଧାନସଭା ଘେରାଉ କରିବାକୁ ଆସୁଥିବା ବେଳେ ଲୋୟର ପିଏମଜିଠାରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଯୁବମୋର୍ଚ୍ଚା କର୍ମୀମାନେ ଏଥିରେ ହିଂସ୍ର ହୋଇ ପୁଲିସ ଉପରେ ଆକ୍ରମଣ କରିଥିଲେ । ବିକ୍ଷୋଭକାରୀଙ୍କ ଢ଼େଲାପଥର ମାଡ଼ରେ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ୨୧ ପୁଲିସ ଗୁରୁତର ଆହତ ହୋଇଛନ୍ତି ।

 

Previous Post

ଆନ୍ଦୋଳନ ନାଁରେ ବିଜେପି କର୍ମୀଙ୍କ ଆତଙ୍କରାଜ

Next Post

ବିଦାୟୀ ଓ ନୂଆ ମୁଖ୍ୟ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ

Next Post
ବିଦାୟୀ ଓ ନୂଆ ମୁଖ୍ୟ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ

ବିଦାୟୀ ଓ ନୂଆ ମୁଖ୍ୟ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA