Wednesday, April 22, 2026 01:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିରେ ମିଶିଲେ ପ୍ରଦୀପ ମାଝୀ

ନବରଙ୍ଗପୁରରେ ବବିଙ୍କ ଉପସ୍ଥିତିରେ ଶକ୍ତି ପ୍ରଦର୍ଶନ

by Our Correspondent
06 Nov, 2021- 05:55 PM
in Latest News, News, Politics
1 min read
0
ବିଜେଡ଼ିରେ ମିଶିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: ପ୍ରଦୀପ ମାଝୀ ଆଜି ବିଜେଡ଼ିରେ ବିଧିବଦ୍ଧ ସାମିଲ ହୋଇଛନ୍ତି । ନବରଙ୍ଗପୁରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶ୍ରୀ ମାଝୀ ଏବଂ ତାଙ୍କର ହଜାର ହଜାର ସମର୍ଥକ ବିଜେଡ଼ିରେ ମିଶିଥିଲେ । ନବରଙ୍ଗପୁର ସହର ଉପକଣ୍ଠ ଚାଉଳିଆଗୁଡ଼ା ଖେଳପଡ଼ିଆରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ବିଜେଡ଼ିରେ ମିିଶିବା ଅବସରରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ପ୍ରଦୀପ ମାଝୀ । ସମର୍ଥକମାନେ ଏକ ବିରାଟ ପଟୁଆରରେ ତାଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ସେଠାରେ ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ସମେତ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା, ସାଂସଦ ରମେଶ ମାଝୀ, ଚନ୍ଦ୍ରଶେଖର ମାଝୀ ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ । ଶ୍ରୀ ମାଝୀଙ୍କ ବେକରେ ଉତ୍ତରୀୟ ଏବଂ ହାତରେ ଫୁଲତୋଡ଼ା ଦେଇ ଶ୍ରୀ ଦାସ ତାଙ୍କୁ ବିଜେଡ଼ିକୁ ସ୍ୱାଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ବିଜେଡ଼ିରେ ସେ ସାମିଲ ହୋଇଥିବା ଶ୍ରୀ ମାଝୀ ତାଙ୍କ ଭାଷଣରେ କହିଥିଲେ । ଅବିଭକ୍ତ କୋରାପୁଟ ସମେତ ସାରା ରାଜ୍ୟରେ ବିଜେଡ଼ିକୁ ଅଧିକ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ କାର୍ଯ୍ୟ ଆଗକୁ ନେବେ ବୋଲି ସଂକଳ୍ପ କରିଥିଲେ ।

ବିଜେଡ଼ି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ତାଙ୍କ ଭାଷଣରେ ବିଜେପି ଉପରେ ଧୂମ୍ ବର୍ଷିଥିଲେ । ସେ କହିଥିଲେ, ଶୁଖିଲା ଭାଷଣର ଦଳ ହେଉଛି ବିଜେପି । ଟୁଇଟ୍ କରି ବାହାବା ନେବା ସେମାନଙ୍କର ଏକମାତ୍ର କାମ । ମାତ୍ର ବିଜେପି ପରି ନବୀନ ପଟ୍ଟନାୟକ ଭାଷଣରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଭବିଷ୍ୟତ ପୀଡ଼ି ପାଇଁ ଓଡ଼ିଶାକୁ ତିଆରି କରୁଛନ୍ତି ନବୀନ । ସେଥିପାଇଁ ୨୪ ଘଣ୍ଟା କାମ କରୁଛନ୍ତି । ବିଜେଡ଼ି ଏକମାତ୍ର ଦଳ ଯିଏ ସମସ୍ତଙ୍କୁ ଆଦର ଓ ସମ୍ମାନ କରେ । ଓଡ଼ିଶାବାସୀଙ୍କ ହୃଦୟରେ ରାଜ୍ କରୁଥିବା ନବୀନଙ୍କୁ ବିଜେପି ବାସନ୍ଦ କରିବାକୁ ଆହ୍ୱାନ ଦେବା ନିହାତି ହାସ୍ୟାସ୍ପଦ ବୋଲି ସେ କହିଥିଲେ । ଏହି ଅବସରରେ କେନ୍ଦ୍ରରେ ବିଜେପି ସରକାରଙ୍କ ଜନମାରଣ ନୀତିକୁ ଶ୍ରୀ ଦାସ କଡ଼ା ସମାଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ ନବରଙ୍ଗପୁରର ପୂର୍ବତନ ସାଂସଦ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗତମାସ ୨୨ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ବିଜେଡ଼ିରେ ଯୋଗଦେବା ନେଇ ୨୪ ତାରିଖରେ ଘୋଷଣା କରିଥିଲେ ।

Previous Post

XIM University hosted its annual flagship event Abhivyakti’ 21

Next Post

ବିଜେଡ଼ିର ଜୋରଦାର କାଉଣ୍ଟର ଆଟାକ୍

Next Post
ବିଜେଡ଼ିର ଜୋରଦାର କାଉଣ୍ଟର ଆଟାକ୍

ବିଜେଡ଼ିର ଜୋରଦାର କାଉଣ୍ଟର ଆଟାକ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA