Monday, June 29, 2026 01:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏକାମ୍ର କ୍ଷେତ୍ରରେ ଜଳିଲା ପ୍ରତିବାଦର ଦୀପ

by Our Correspondent
12 Feb, 2021- 11:08 PM
in Latest News, News
1 min read
0
ଏକାମ୍ର କ୍ଷେତ୍ରରେ ଜଳିଲା ପ୍ରତିବାଦର ଦୀପ

ଭୁୁବନେଶ୍ୱର: ଏନଏମଏର ବିବାଦୀୟ ବାଇ-ଲ’ ପ୍ରତ୍ୟାହାର ଦାବିରେ ଆଜି ଏକାମ୍ର କ୍ଷେତ୍ରରେ ଜଳିଛି ୧୦ ହଜାର ଦୀପ । ପ୍ରଭୁ ଲିଙ୍ଗରାଜ ମନ୍ଦିର ସାମନାରେ ସେବାୟତମାନଙ୍କ ସହ ହଜାର ହଜାର ରାଜଧାନୀବାସୀ ଏକତ୍ରିତ ହୋଇ ସମୂହ ଦୀପଦାନ ଜରିଆରେ ପ୍ରତିବାଦ ଜଣାଇଛନ୍ତି । ବାଇ-ଲ’ ତୁରନ୍ତ ପ୍ରତ୍ୟାହାର ନହେଲେ ବ୍ୟାପକ ଆନେ୍ଦାଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ କରି ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କରିଛନ୍ତି । ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ଉଚିତ୍ ହୋଇଥାଆନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନା ଏବଂ ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତମାନଙ୍କ ଜୀବନ ଜୀବିକା ଜଡ଼ିତ ଏହି ପ୍ରସଙ୍ଗକୁ ନେଇ ସାଂସଦମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ର ଜବାବରେ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ ନରେନ୍ଦ୍ର ମୋଦି ସରକାର ଓଡ଼ିଶାର ସଂସ୍କୃତି, ଗର୍ବ ଏବଂ ଭାବନାକୁ ନିଶ୍ଚିତ ସମ୍ମାନ ଦେବେ । ତେବେ ଆଲୋଚନା ଜରିଆରେ ସବୁ ସମ୍ଭବ ହୋଇପାରିବ । ବାଇ-ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ଚିଠା ପ୍ରସ୍ତାବର ଗୋଟିଏ ଗୋଟିଏ ପଏଣ୍ଟକୁ ସମୀକ୍ଷା ପାଇଁ କୁହନ୍ତୁ ।

ମନ୍ତ୍ରୀ ଅଶୋକ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକାମ୍ର କ୍ଷେତ୍ରର ବିକାଶ ରୋକିବାକୁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରି ତୁରନ୍ତ ଏହା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

Previous Post

ନିଖୋଜ ପୋଷ୍ଟରକୁ ନେଇ ବିଜେପିର ଦୁଇଗୋଷ୍ଠୀ ପିଟାପିଟି

Next Post

ଆନ୍ଧ୍ର ଷଡ଼ଯନ୍ତ୍ର ସଫଳ: ଓଡ଼ିଶାରେ ପଶି ପଞ୍ଚାୟତ ନିର୍ବାଚନ କଲେ

Next Post
ଆନ୍ଧ୍ର ଷଡ଼ଯନ୍ତ୍ର ସଫଳ: ଓଡ଼ିଶାରେ ପଶି ପଞ୍ଚାୟତ ନିର୍ବାଚନ କଲେ

ଆନ୍ଧ୍ର ଷଡ଼ଯନ୍ତ୍ର ସଫଳ: ଓଡ଼ିଶାରେ ପଶି ପଞ୍ଚାୟତ ନିର୍ବାଚନ କଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA