Sunday, April 26, 2026 12:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୁନ୍ ୪ ରେ ଇଣ୍ଡି ମେଣ୍ଟ ସରକାର: ରାହୁଲ

ବଲାଙ୍ଗୀର ସଭାରେ ମୋଦୀ ସରକାରଙ୍କ ଉପରେ ବର୍ଷିଲେ

by Our Correspondent
15 May, 2024- 03:04 PM
in Latest News, News, Politics
1 min read
0
ଜୁନ୍ ୪ ରେ ଇଣ୍ଡି ମେଣ୍ଟ ସରକାର: ରାହୁଲ

ଭୁବନେଶ୍ୱର: କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶାରେ ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ସେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି । ଜୁନ୍ ୪ ତାରିଖରେ ଦେଶରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବିଜେଡି ସରକାରଙ୍କ ନାଁ ଧରିଲେନି କି ବିରୋଧରେ ପଦୁଟିଏ କହିଲେନି ।

ବଲାଙ୍ଗୀର କୋଶଳ କଳାମଣ୍ଡପ ଜନସଭାରେ ରାହୁଲ ଗାନ୍ଧୀ ଆରମ୍ଭରୁ ଶେଷ ଯାଏଁ ବିଜେପି ନେତୃତ୍ତ୍ୱାଧୀନ କେନ୍ଦ୍ର ଏନଡିଏ ସରକାରଙ୍କ ବିରୋଧରେ ବର୍ଷିଥିଲେ । କହିଥିଲେ, ସେମାନେ ଜିତିଲେ ସମ୍ବିଧାନ ବଦଳାଇଦେବେ ବୋଲି କହୁଛନ୍ତି । ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଦେବାକୁ କହୁଛନ୍ତି । ପ୍ରଥମ ଥର ପାଇଁ କୌଣସି ଦଳ ଏଭଳି କହୁଛନ୍ତି । ମାତ୍ର ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି ।

ଏନଡିଏ ସରକାରଙ୍କ ଗରିବୀ ମାରଣ ନୀତି ସମ୍ପର୍କରେ ରାହୁଲ କହିଥିଲେ, ସେମାନେ ୨୨ ଆରବପତିଙ୍କୁ ୧୬ ଲକ୍ଷ କୋଟି ଛାଡ଼ କରିଦେଲେ । ମାତ୍ର ଗରିବ, ଖଟିଖିଆ, କୃଷକଙ୍କ ଋଣ ଛାଡ଼ କଲେ ନାହିଁ । ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି । ଯେଉଁଥିରେ ମାତ୍ର ୩ ଜଣ ହେଉଛନ୍ତି ଦଳିତ ।

ରାହୁଲ କହିଥିଲେ, ଦେଶରେ ଜୁନ୍ ୪ ରେ ଇଣ୍ଡି ମେଣ୍ଟ ସରକାର ହେବ । ଆମେ ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କୁ ଗଣତି ହେବ । ୧ କୋଟି ଲକ୍ଷପତି ସୃଷ୍ଟି କରିବୁ । ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ଜୁଲାଇ ୪ ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ । ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ । କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରିଦିଆଯିବ । ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରାଯିବ । ଶିଳ୍ପ କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ । ଚାଷୀମାନଙ୍କ ଋଣ ଛାଡ଼ କରାଯିବ । ଗ୍ୟାରେଣ୍ଟି ଏମଏସପି ଲାଗୁ ହେବ । ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪୦୦ ଟଙ୍କା କରାଯିବ । ବେରୋଜଗାର ଯୁବବର୍ଗଙ୍କୁ ବର୍ଷକ ଯାଏଁ ମାସିକ ୮୫୦୦ ଟଙ୍କା ଦିଆଯିବ । ମନରେଗାରେ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି କରିବୁ । ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ଦରମା ୨ ଗୁଣା କରିବୁ ।

କଂଗ୍ରେସକୁ ଆଶୀର୍ବାଦ ଦିଅନ୍ତୁ, ଦେଶକୁ ବଞ୍ଚାନ୍ତୁ ବୋଲି ରାହୁଲ ଗାନ୍ଧୀ କହିଥିଲେ ।

Previous Post

ବିଶ୍ୱ ରାଙ୍କ୍ ୧୬୮ ସହ କିଟ୍‍ ୧୧ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ

Next Post

ବିରୋଧୀ ଦଳ ମିଛ କହୁଛନ୍ତି: ନବୀନ

Next Post
ବିରୋଧୀ ଦଳ ମିଛ କହୁଛନ୍ତି: ନବୀନ

ବିରୋଧୀ ଦଳ ମିଛ କହୁଛନ୍ତି: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA