ଭୁବନେଶ୍ୱର: ବିଜେବି କଲେଜ ପୁରାତନ ଛାତ୍ରଛାତ୍ରୀ ସଂଘ “ବିଜେବି ଫ୍ରେଣ୍ଡସ୍” ର ନୂତନ ସଭାଗୃହ ରବିବାର ଉଦଘାଟିତ ହୋଇଯାଇଛି | ବିଜେବି କଲେଜ ପରିସରରେ ନିର୍ମିତ ଏହି ଗୃହକୁ କଲେଜ ର ପୂର୍ବତନ ଛାତ୍ର ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି।





MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA