Friday, June 26, 2026 03:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ଫେରିଲେ ୪ ଶ୍ରମିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
01 Dec, 2023- 08:10 PM
in Latest News, News
1 min read
0
ଓଡ଼ିଶା ଫେରିଲେ ୪ ଶ୍ରମିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ୱର: ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ପାଇଥିବା ୪ ଓଡ଼ିଆ ଶ୍ରମିକ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି । ସେମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଯୋଗିବନ୍ଧ ଗାଁର ବିଶ୍ୱେଶ୍ୱର ନାଏକ, ବେଡ଼ାକୁଦ ଗାଁର ଧୀରେନ ନାଏକ, ରାଇରଙ୍ଗପୁର ବ୍ଲକ୍ କୁଳଡିହା ଗାଁର ରାଜୁ ନାଏକ ଏବଂ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ତାଲବେଡ଼ା ଗାଁର ଭଗବାନ ଭତରା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଚାଳିଶଚେନ୍ ଗାଁର ତପନ ମଣ୍ଡଳ ପରେ ଆସିବେ ।

ଶ୍ରମମନ୍ତ୍ରୀ ସାରଦା ନାୟକ ଆଜି ଏହି ୪ ଶ୍ରମିକଙ୍କୁ ସାଙ୍ଗରେ ଧରି ଦିଲ୍ଲୀରୁ ବିମାନଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ମରଣ ମୁହଁରୁ ଫେରିଥିବା ଏହି ଶ୍ରମିକଙ୍କୁ ପାଛୋଟି ନେବା ପାଇଁ ସେମାନଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ସେମାନଙ୍କୁ ଦେଖିବା ପାଇଁ ବିମାନବନ୍ଦରରେ ଲୋକଙ୍କର ପ୍ରବଳ ଭିଡ଼ ହୋଇଥିଲା । ସେଠାରୁ ଶ୍ରମିକମାନଙ୍କୁ ସିଧାସଳଖ ସର୍କିିଟ୍ ହାଉସ୍ ନିଆଯାଇ ମଧ୍ୟାହ୍ନ ଭୋଜନରେ ଆପ୍ୟାୟତ କରାଯାଇଥିଲା । ଅପରାହ୍ନରେ ସେମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସାଙ୍ଗରେ ସେମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ନବୀନ ନିବାସ ଆସିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଶ୍ରମିକମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମୁଖ୍ୟମନ୍ତ୍ରୀ ବେଶ୍ ଆଗ୍ରହର ସହ ଶୁଣିଥିଲେ । ଆପଣମାନେ ବାସ୍ତବରେ ଜଣେ ଜଣେ ହୀରୋ । ପ୍ରତିକୂଳ ପରିସ୍ଥିତିରେ ଜୀବନ ପାଇଁ ସଂଗ୍ରାମ କରି ବିଜୟ ହେବା ବାସ୍ତବିକ୍ ପ୍ରେରଣା ଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗତକାଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଏହି ଶ୍ରମିକମାନଙ୍କ ସହ ଭିଡ଼ିଓ ଜରିଆରେ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିବାରୁ ସେମାନେ କୃତଜ୍ଞତା ଜଣାଇଥିଲେ ।

ଏହି ସାକ୍ଷାତ ସମୟରେ ଶ୍ରମମନ୍ତ୍ରୀ ଶ୍ରୀ ନାୟକ ଏବଂ ଶ୍ରମ କମିସନର ଡ. ଥିରୁମାଲା ନାଏକ ଉପସ୍ଥିତ ଥିଲେ ।

ଏହାପରେ ୪ ଜଣ ଯାକ ଶ୍ରମିକଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କ ଘରକୁ ପଠାଯାଇଛି ।

Previous Post

ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣଙ୍କ ଜୀବନ ଚାଲିଗଲା

Next Post

ଖାଉ ପାଢ଼ୀ ଜେଲ୍ ଗଲେ

Next Post
ଖାଉ ପାଢ଼ୀ ଜେଲ୍ ଗଲେ

ଖାଉ ପାଢ଼ୀ ଜେଲ୍ ଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA