Monday, August 17, 2026 10:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେନ୍ଦ୍ରାପଡ଼ାରେ ଗଣେଶ୍ୱର-ସିପ୍ରା ଲଢ଼େଇ !

କଂଗ୍ରେସରେ ସିପ୍ରା, ବିଜେଡିରେ କମଳାକାନ୍ତ

by Our Correspondent
18 Apr, 2024- 08:06 PM
in Latest News, News, Politics
1 min read
0
କେନ୍ଦ୍ରାପଡ଼ାରେ ଗଣେଶ୍ୱର-ସିପ୍ରା ଲଢ଼େଇ !

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ଶ୍ରୀମତୀ ସିପ୍ରା ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି । କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟ୍ ପାଇବାକୁ ସେ ଆଶାୟୀ ଥିଲେ । ମାତ୍ର ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିବା ପରେ ସିପ୍ରାଙ୍କ ଟିକେଟ୍ ପାଇବା ଆଶା ମଉଳି ଯାଇଥିଲା । ବିଜେଡିରେ ଗଣେଶ୍ୱରଙ୍କ ଯୋଗଦାନ ଏବଂ ସମ୍ଭାବ୍ୟ ଟିକେଟ୍ କୁ ସେ ଏବଂ କିଶୋର ତରାଇ ବିରୋଧ କରି ମେଳି କରିଥିଲେ ମଧ୍ୟ ହାଇକମାଣ୍ଡଙ୍କ ଉପରେ ତାହା ପ୍ରଭାବଶୂନ୍ୟ ଜାଣି ସିପ୍ରା ଆଗୁଆ ବାଟ କାଟିଛନ୍ତି । ସମ୍ଭବତଃ କଂଗ୍ରେସରୁ ସେ ପ୍ରାର୍ଥୀ ହେବାର ପ୍ରତିଶ୍ରୁତି ପାଇବା ପରେ ଆଜି ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

ସେପଟେ କନ୍ଧମାଳ ଜିଲ୍ଲା ବିଜେପିର ଟାଣୁଆ ନେତା କମଳାକାନ୍ତ ପାଣ୍ଡେ ଆଜି ବିଜେଡିରେ ଯୋଗଦେଇଛନ୍ତି । ରାଜ୍ୟ ବିଜେପିର ସେ କାର୍ଯ୍ୟକାରୀ ସଦସ୍ୟ ଥିଲେ । ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର, କନ୍ଧମାଳ ସାଂସଦ ଡ. ଅଚୁ୍ୟତ ସାମନ୍ତ ଓ କନ୍ଧମାଳର ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ ଉପସ୍ଥିତ ଥିଲେ ।

ସେହିଭଳି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ରୋବେଲ କଡ଼ମଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ ସମର୍ଥକ ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ଓ ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ତଥା ଏଥରର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି ।

Previous Post

ବର୍ଷା-ଅନୁଭବ: ରାଜନୀତି ମଇଦାନରେ ଏଥର ଲଢ଼େଇ

Next Post

ମହାନଦୀରେ ଡଙ୍ଗା ବୁଡ଼ି ୨ ମୃତ୍ୟୁ, ୭ ନିଖୋଜ

Next Post
ମହାନଦୀରେ ଡଙ୍ଗା ବୁଡ଼ି ୨ ମୃତ୍ୟୁ, ୭ ନିଖୋଜ

ମହାନଦୀରେ ଡଙ୍ଗା ବୁଡ଼ି ୨ ମୃତ୍ୟୁ, ୭ ନିଖୋଜ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA