Monday, August 17, 2026 09:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବର୍ଷା-ଅନୁଭବ: ରାଜନୀତି ମଇଦାନରେ ଏଥର ଲଢ଼େଇ

ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

by Our Correspondent
18 Apr, 2024- 06:45 PM
in Latest News, News, Politics
1 min read
0
ବର୍ଷା-ଅନୁଭବ: ରାଜନୀତି ମଇଦାନରେ ଏଥର ଲଢ଼େଇ

ଭୁବନେଶ୍ୱର: ବିଜେଡିରେ ମିଶିଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ରଙ୍କ ଉପସ୍ଥିତିରେ ଆଜି ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଭାବମୂର୍ତ୍ତି, ସ୍ୱଚ୍ଛ ଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ, ତାକୁ ସୂଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି ବର୍ଷା ।

କିଛି ଦିନ ପୂର୍ବରୁ ବର୍ଷାଙ୍କ ପୂର୍ବତନ ସ୍ୱୀମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଇତିମଧ୍ୟରେ ବିଜେଡି ୨୧ଟି ଯାକ ସଂସଦୀୟ କ୍ଷେତ୍ର ଏବଂ ୧୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଅନୁଭବଙ୍କ ନାଁ ନାହିଁ । ବିଜେପି ତାଙ୍କୁ କେଉଁଠୁ ପ୍ରାର୍ଥୀ କରିବ ନା ନାଇଁ ତାହା ସସପେନ୍ସରେ ଅଛି । ଯାହା ବି ହେଉ ନା କାହିଁକି, ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ଅନୁଭବ ସ୍ଥାନ ପାଇବେ ଏବଂ ସାରା ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିବେ ଏହା ଥୟ ।

ଏପଟେ ବର୍ଷା ବିଜେଡିରେ ଯୋଗଦେଇଥିବାରୁ ଆଗକୁ ରୋଚକ ସ୍ଥିତି ଦେଖିବାକୁ ମିଳିବ ବୋଲି ନିଶ୍ଚିତ କୁହାଯାଇପାରିବ । କାରଣ ବର୍ଷାଙ୍କୁ ବିଜେଡି କେଉଁଠୁ ଟିକେଟ୍ ଦେଉ କି ନ ଦେଉ, ଦଳର ଷ୍ଟାର୍ ପ୍ରଚାରକ କରିବା ତ ନିଶ୍ଚିତ । ଓଡ଼ିଶା ସାରା ବୁଲି ସେ ବିଜେଡି ପାଇଁ ପ୍ରଚାର କରିବେ ।

ବିବାହ ବିଚ୍ଛେଦ ହୋଇଥିବା ଏହି ପୂର୍ବତନ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ରାଜନୈତିକ ଖଟିରେ କିନ୍ତୁ ସିରିୟସ୍ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ବିଜେଡି ତାଙ୍କୁ କେବଳ ଷ୍ଟାର୍ ପ୍ରଚାରକ କରିବାକୁ ଆଣିନାହିଁ । ବରଂ କୌଣସି ଏକ ଆସନରୁ ଟିକେଟ୍ ଦେଇପାରେ । ଏମିତି ବି ହୋଇପାରେ, ଦୁଇ ଦଳ ଛକାଛକି ହୋଇ କୌଣସି ଆସନରୁ ବର୍ଷା-ଅନୁଭବଙ୍କୁ ଲଢ଼େଇ ପାରନ୍ତି । ସେଭଳି ଆସନ ଏ ପର୍ଯ୍ୟନ୍ତ ସାମନାକୁ ଆସି ନ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

Previous Post

ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

Next Post

କେନ୍ଦ୍ରାପଡ଼ାରେ ଗଣେଶ୍ୱର-ସିପ୍ରା ଲଢ଼େଇ !

Next Post
କେନ୍ଦ୍ରାପଡ଼ାରେ ଗଣେଶ୍ୱର-ସିପ୍ରା ଲଢ଼େଇ !

କେନ୍ଦ୍ରାପଡ଼ାରେ ଗଣେଶ୍ୱର-ସିପ୍ରା ଲଢ଼େଇ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA