Thursday, June 25, 2026 10:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟ ମୃତ୍ୟୁ(?)ରେ ପୋଲିସ୍ ଅନ୍ଧ ବାଣୁଆ କି?

by Our Correspondent
26 Jul, 2021- 08:18 PM
in Crime, Latest News, News
1 min read
0
ସୌମ୍ୟ ମୃତ୍ୟୁ(?)ରେ ପୋଲିସ୍ ଅନ୍ଧ ବାଣୁଆ କି?

ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ମହାପାତ୍ର ମୃତ୍ୟୁ(?) ର ତଦନ୍ତ କରୁଥିବା ପାରଳାଖେମୁଣ୍ଡି ପୁଲିସ ଉପରେ ଏବେ ସମସ୍ତଙ୍କର ସନ୍ଦେହ । କେତେବଳେ ପାରଳାଖେମୁଣ୍ଡି ପୁଲିସ ବଲାଙ୍ଗୀର ଧାଇଁଲାଣି ତ କେତେବେଳେ କପ୍ତିପଦା । କେତେବେଳେ ଘର ଚାରିପାଖ ଲୋକଙ୍କୁ କୁଆଡେ ପଚାରିଲାଣି ତ କେତେବେଳେ ମମତା ପଣ୍ଡାଙ୍କର ମାନବିକତା ଥିଓରିକୁ ବିଶ୍ୱାସ କଲାଣି । ଘଟଣାର ମୂଳ ବିନ୍ଦୁ ଉପରୁ ନଜର ହଟାଇ ଦେଇଛି ପାରଳାଖେମୁଣ୍ଡି ପୁଲିସ  କିମ୍ବା ଜାଣି ଜାଣି ତଦନ୍ତ କରୁ ନାହିଁ  ବୋଲି ଗୋଟିଏ ମହଲ ବିଶ୍ୱାସ କରୁଛନ୍ତି ।

ସୌମ୍ୟଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ଡାଏରୀରୁ ଏକ ଲେଖା ବାହାରିଥିଲା ଯେଉଁଥିରେ ସେ ଲେଖିଛନ୍ତି: ୧୨ରୁ ୧୫ ହେଉଛି କଳାଦିନ । ଏ କଳାଦିନ କେମିତି କଟିବ?

ଏ ଲେଖାଟି ବା ୧୨ରୁ ୧୫ ତାରିଖ ଏଇଥିପାଇଁ ଘଟଣାର ମୂଳବିନ୍ଦୁ ଯେ ସମାନ କଥା ବିଦ୍ୟା ଭାରତୀ ଏକ ଗୋଲାପି କାଗଜରେ ଲେଖିଛନ୍ତି । କିନ୍ତୁ ଭାଷା ଭିନ୍ନ । ସେ ଲେଖିଛନ୍ତି, “ ଏ ୧୨ରୁ ୧୫ କେମିତି କଟିବ ଜାଣି ପାରୁ ନାହିଁ । ୧୫ ପରେ ଯାଇ ଶାନ୍ତି ପାଇବି ।” ଏ ଚିଠି ଦୁଇଟି ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହୋଇଛି ।

ତେବେ ଏ ୧୨ ତାରିଖରୁ ୧୫ ତାରିଖ ବିଷୟରେ ଉଭୟ ସ୍ୱାମୀ ସ୍ତ୍ରୀ ନିଶ୍ଚିତ ଭାବରେ ଅବଗତ ଅଛନ୍ତି । ଏହା ଜଣେ ଗଣ୍ଡମୂର୍ଖ ବି କହି ପାରିବ । ନହେଲେ ଉଭୟ ସ୍ୱାମୀ ସ୍ତ୍ରୀ ସମାନ ତାରିଖ ବିଷୟରେ ଅଲଗା ଅଲଗା ଲେଖି ନଥା’ନ୍ତେ!!!

ଆସନ୍ତୁ ଜାଣିବା ଏ ୧୨ରୁ ୧୫ ଭିତରେ ପ୍ରକୃତରେ ଘଟିଲା କ’ଣ???

୧୨ ତାରିଖ ଦିନ ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ।

୧୩ ତାରିଖ ଦିନ ସେ କଟକ ଏସସିବିରେ ମୃତ୍ୟୁ ବରଣ କଲେ ।

୧୪ ତାରିଖ ଦିନ ତାଙ୍କର ଶିମିଳିପାଳ ବଦଳି ପାଇଁ ସେ ହେଡ୍ କ୍ୱାଟର୍ସ ଛାଡିଥା’ନ୍ତେ ।

୧୫ ତାରିଖ ଦିନ ସୌମ୍ୟଙ୍କ ପତ୍ନୀ ତାଙ୍କ ବାପ ଘରେ ଆଉ ସୌମ୍ୟ ସ୍ୱର୍ଗପୁରରେ!!!

ସୁତରାଂ, ଏ ଚିଠି ଦୁଇଟିରେ ହିଁ ସଂପୂର୍ଣ ଘଟଣାର ରହସ୍ୟ ଲୁଚି ରହିଥିବା କୁହାଯାଉଛି ।

ମାତ୍ର ଏ ଯାଏଁଁ ପୁଲିସ ଏ ମୂଳ ବିନ୍ଦୁ ଉପରେ ସାମାନ୍ୟ ତଦନ୍ତ ବି କରି ନାହିଁ । ଏ ଲେଖା ଉପରେ ବିଦ୍ୟାଭାରତୀଙ୍କୁ ସାମାନ୍ୟ ପଚରା ଉଚୁରା ବି କରି ନାହିଁ । ଏତେ ବଡ଼ ଗୁରୁତ୍ୱପୂର୍ଣ ପଏଂଟକୁ କେମିତି ପାରଳାଖେମୁଣ୍ଡି ପୁଲିସ ଛାଡି ଯାଉଛି ବୋଲି ପ୍ରଶ୍ନ ହେଉଛି । ମୃତ୍ୟୃୁର ୧୫ ଦିନ ଭିତରେ ବି ଏ ଗୁରୁତ୍ୱପୂର୍ଣ କଥାର ଉତର ମିଳୁନି କାହିଁକି।

 

Previous Post

ପୁଲିସକୁ ଅଡୁଆ ପୋଷ୍ଟମର୍ଟମ ରିପୋର୍ଟ !

Next Post

ସମ୍ ହସ୍ପିଟାଲ୍ କୁ ସହାୟତା ଦେଲା ପିଏନବି

Next Post
ସମ୍ ହସ୍ପିଟାଲ୍ କୁ ସହାୟତା ଦେଲା ପିଏନବି

ସମ୍ ହସ୍ପିଟାଲ୍ କୁ ସହାୟତା ଦେଲା ପିଏନବି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA