Wednesday, April 22, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବ୍ୟବସ୍ଥା ଫେଲ୍: ଓଟିଇଟି ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ସ୍ଥଗିତ

୭୫ ହଜାର ପରୀକ୍ଷାର୍ଥୀ ନିରାଶ

by Our Correspondent
20 Jul, 2025- 12:02 PM
in Latest News, News
1 min read
0
ବ୍ୟବସ୍ଥା ଫେଲ୍: ଓଟିଇଟି ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ଆଜି(ରବିବାର) ସକାଳ ୯ଟାରେ ଥିଲା ସ୍ପେଶାଲ୍ ଓଟିଇଟି ପେପର୍-୧ ଏବଂ ଦିନ ୨ଟାରେ ଥିଲା ଓଟିଇଟି ପେପର୍-୨ ପରୀକ୍ଷା । ଇନସର୍ଭିସ୍ ବା ଚାକିରିରେ ଥିବା ୭୫ ହଜାର ଶିକ୍ଷକ/ଶିକ୍ଷୟିତ୍ରୀ ଏହି ପରୀକ୍ଷା ଦେଇଥାନ୍ତେ । ପରୀକ୍ଷା ପାଇଁ ପ୍ରସ୍ତୁତି ସାରି ଆଜି ଭୋରୁ ଭୋରୁ ପରୀକ୍ଷା ଦେବାକୁ ଘରୁ ବାହାରି ଆସିଥିଲେ । ମାତ୍ର ବାଟରେ ଖବର ପାଇଲେ ପରୀକ୍ଷା ହେବନି । ପରୀକ୍ଷା ପରିଚାଳନା କରୁଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ରାତି ଅଧରେ ପରୀକ୍ଷାକୁ ସ୍ଥଗିତ ଘୋଷଣା କରିଥିଲା । ଏ ନେଇ ବୋର୍ଡ ପକ୍ଷରୁ ଏକ ଧାଡ଼ିକିଆ ନୋଟିସ୍ ଜାରି ହୋଇଥିଲା ।

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାରେ ବ୍ୟାପକ ବିଭ୍ରାଟ ନେଇ ପୂର୍ବରୁ ସଙ୍କେତ ମିଳିସାରିଥିଲା । ଦୁଇଦିନ ହେଲା ପ୍ରଶ୍ନପତ୍ର ଏବଂ ଉତ୍ତର ଦଲାଲଙ୍କ ଜରିଆରେ ଚଢ଼ା ଦରରେ ବିକ୍ରୀ ହେଉଥିବା ଆଲୋଚନା ହେଉଥିଲା । ଦୁଇଟି ଯାକ ପେପର୍ ର ଅଧିକାଂଶ ପ୍ରଶ୍ନ ଏବଂ ହାତଲେଖା ଉତ୍ତର ମୋବାଇଲ୍ ରେ ଘୂରି ବୁଲୁଥିଲା ।

ତେବେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଖାମଖିଆଲ ଭାବେ ଗ୍ରହଣ କରିଥିଲେ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସାମାନ୍ୟ ଚେଷ୍ଟା ବି କରି ନ ଥିଲେ ।

ତେବେ ବିଶ୍ୱସ୍ତ ସୂତ୍ରର ସୂଚନା ଅନୁଯାୟୀ, ପ୍ରଶ୍ନପତ୍ର ଛପା ଯାଇଥିବା ପ୍ରିଣ୍ଟିଂ ପ୍ରେସ୍ ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଗତକାଲି ସଂଧ୍ୟାରେ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ପ୍ରଶ୍ନପତ୍ର ସଂଲଗ୍ନ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଥିଲା । ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ତୁରନ୍ତ ନିଦେ୍ର୍ଦଶ ଦିଆଯାଇଥିଲା । ବୋର୍ଡ କର୍ତ୍ତୃପକ୍ଷ ପ୍ରଥମେ ଏହାକୁ ହସରେ ଉଡ଼ାଇ ଦେବାକୁ ବସିଥିବା ବେଳେ ଅନୁସନ୍ଧାନ ବେଳେ ଅସଲ ପ୍ରଶ୍ନପତ୍ର ସହ ପ୍ରଘଟ ହୋଇଥିବା ପ୍ରଶ୍ନପତ୍ର ମେଳ ଖାଉଥିଲା । ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୁନିଶ୍ଚିତ ହେଲା ପରେ ରାତି ଅଧରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପରୀକ୍ଷାକୁ ସ୍ଥଗିତ ଘୋଷଣା କରିଥିଲେ । ପରବର୍ତ୍ତୀ ତାରିଖ ଘୋଷଣା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିଲା ବୋଲି ବିଜ୍ଞପ୍ତି ବାହାର କରିଥିଲେ ।

Previous Post

ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା

Next Post

ଦୁଷ୍କର୍ମ ଅଭିଯୋଗ: ବନ୍ଧା ହେଲେ ଛାତ୍ର କଂଗ୍ରେସ ସଭାପତି

Next Post
ଦୁଷ୍କର୍ମ ଅଭିଯୋଗ: ବନ୍ଧା ହେଲେ ଛାତ୍ର କଂଗ୍ରେସ ସଭାପତି

ଦୁଷ୍କର୍ମ ଅଭିଯୋଗ: ବନ୍ଧା ହେଲେ ଛାତ୍ର କଂଗ୍ରେସ ସଭାପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA