Thursday, April 30, 2026 09:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର

by Our Correspondent
01 May, 2021- 07:09 PM
in Latest News, News
1 min read
0
କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ଆଉ ଜଣେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର ଜୀବନ ନେଇଛି କରୋନା । ଟାଇମସ୍ ଅଫ ଇଣ୍ଡିଆ, ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ପ୍ରୀତିମାନ କରୋନାରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବ୍ଲୁ ହ୍ୱିଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା । ପ୍ରୀତିମାନଙ୍କ ଅକାଳ ବିୟୋଗ ସାମ୍ବାଦିକ ମହଲକୁ ପୁଣି ସ୍ତବ୍ଧ କରିଛି ।

୧୫ ଦିନ ତଳେ ପ୍ରୀତିମାନ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ପ୍ରାୟ ସପ୍ତାହ ହେଲା ସେ ଭେଣ୍ଟିଲେଟରରେ ରହିଥିଲେ । ଆଜି ହୃଦଘାତ୍ ରେ ସେ ପ୍ରାଣ ହରାଇଥିଲେ ।

ଦୀର୍ଘ ଦୁଇ ଦଶନ୍ଧୀର ସାମ୍ବାଦିକତା କ୍ୟାରିୟର୍ ରେ ପ୍ରୀତିମାନ ସନ ଟାଇମସ୍, ଓଟିଭି, ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍, ଡେକାନ୍ କ୍ରୋନିକିଲ୍ ଏବଂ ଟାଇମସ୍ ଅଫ୍ ଇଣ୍ଡିଆରେ କାର୍ଯ୍ୟ କରିଥିଲେ । ଟାଇମସ୍ ଅଫ ଇଣ୍ଡିଆ, ଭୁବନେଶ୍ୱରର ସିଟି ପେଜ୍ ଦାୟିତ୍ୱରେ ଥିଲା ବେଳେ ସେ ଜୀବନ ହାରିଛନ୍ତି ।

ପ୍ରୀତିମାନ୍ ଙ୍କର ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

ଦ୍ୱିତୀୟ ଲହର କରୋନାରେ ପ୍ରୀତିମାନଙ୍କୁ ମିଶାଇ ଓଡ଼ିଶାର ୧୨ ଜଣ କାର୍ଯ୍ୟରତ ସାମ୍ବାଦିକ ପ୍ରାଣ ହରାଇଲେଣି ।

ପ୍ରୀତିମାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପ୍ରୀତିମାନଙ୍କ ବିୟୋଗରେ ମୁଁ ସ୍ତବ୍ଧ ଓ ମର୍ମାହତ । ସେ ମୋର ଭଲ ବନ୍ଧୁ ଥିଲେ । ହଠାତ୍ ତାଙ୍କର ଏମିତି ଚାଲିଯିବା ଅବିଶ୍ୱନୀୟ ଓ ଅସହ୍ୟ । ଏଭଳି ଦାରୁଣ ଦୁଃଖ ସମୟରେ ତାଙ୍କ ପରିବାରକୁ ସାନ୍ତ୍ୱନା ଦେବାକୁ ମୋ ପାଖରେ ଭାଷା ନାହିଁ । ମୋ ବନ୍ଧୁଙ୍କ ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଶ୍ରୀ ମଙ୍ଗରାଜ ଟ୍ୱିଟ୍ କରିଛନ୍ତି ।

Previous Post

କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ

Next Post

ଦ୍ୱିତୀୟ ଲହର କରୋନାର ଲମ୍ବା ଡିଆଁ

Next Post
ଦ୍ୱିତୀୟ ଲହର କରୋନାର ଲମ୍ବା ଡିଆଁ

ଦ୍ୱିତୀୟ ଲହର କରୋନାର ଲମ୍ବା ଡିଆଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA