Sunday, June 14, 2026 09:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଭିନ୍ନ ଦଳର ଷ୍ଟାର ପ୍ରଚାରକ

ଧାମନଗର ଉପନିର୍ବାଚନ ପ୍ରଚାର

by Our Correspondent
15 Oct, 2022- 10:49 AM
in Latest News, News, Politics
1 min read
0
ବିଭିନ୍ନ ଦଳର ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ କମିସନଙ୍କ ପାଖକୁ ପଠାଇଛନ୍ତି । ବିଜେଡି ଏବଂ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା କରିଥିବା ବେଳେ କଂଗ୍ରେସ ୩୦ ଜଣିଆ ତାଲିକା କରିଛି । ବିଜେଡି ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ନମ୍ବର ଷ୍ଟାର୍ ପ୍ରଚାରକ ରହିଛନ୍ତି । ଦ୍ୱିତୀୟରେ ଅଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତାଲିକାରେ ୮ ଜଣ ମନ୍ତ୍ରୀ ଅଛନ୍ତି । ବିଜେପି ତାଲିକାରେ ଅନ୍ୟମାନଙ୍କ ସହ ଓଡ଼ିଶାରୁ ଯାଇଥିବା ତିନି କେନ୍ଦ୍ରମନ୍ତ୍ରୀ ଏବଂ ନବନିଯୁକ୍ତ ପ୍ରଭାରୀ ଅଛନ୍ତି । ଅର୍ଚ୍ଚନା ନାଗ ମାମଲାରେ ଫସିଥିବା ବରିଷ୍ଠ ନେତା କେଭି ସିଂହଦେଓଙ୍କୁ ତାଲିକାରେ ସ୍ଥାନ ମିଳିଥିବା ବେଳେ ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣି ଅଲୋଡ଼ା କରିଦିଆଯାଇଛି ।କଂଗ୍ରେସ ତାଲିକାରେ ପ୍ରଭାରୀ ଚେଲ୍ଲା କୁମାର ଏକ ନମ୍ବର, ସହପ୍ରଭାରୀ ଜି. ରୁଦ୍ର ରାଜୁ ଦୁଇ ନମ୍ବର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ ତିନି ନମ୍ବର ଷ୍ଟାର ପ୍ରଚାରକ ରହିଛନ୍ତି ।

ବିଜେଡି: ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶୋକ ଚନ୍ଦ୍ର ପଣ୍ଡା, ଅମର ପ୍ରସାଦ ଶତପଥୀ, ଡ. ଅରୁଣ କୁମାର ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ରାଜେନ୍ଦ୍ର ଢ଼ୋଲକିଆ, ସ୍ନେହାଙ୍ଗିନୀ ଛୁରିଆ, ସୁଦାମ ମାର୍ଣ୍ଡିଂ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଅଶ୍ୱିନୀ ପାତ୍ର, ମୁଜିବୁଲ୍ଲା ଖାନ୍(ମୁନ୍ନା), ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ସୁଲତା ଦେଓ, ଦେବୀ ରଞ୍ଜନ ତ୍ରିପାଠୀ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପର୍ଶୁରାମ ଧାଡ୍ଡା, ଅଶୋକ ବଳ, ସୁନନ୍ଦା ଦାସ, ଆକାଶ ଦାସନାୟକ, ମୁକ୍ତିକାନ୍ତ ମଣ୍ଡଳ, ସତ୍ୟବ୍ରତ ତ୍ରିପାଠୀ, ଅରିନ୍ଦମ ରାୟ, ସଞ୍ଜୀବ ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଅମରେଶ ପତ୍ରୀ, ଏଲିନା ଦାସ, ସୋଫିଆ ଆଲାମ

ବିଜେପି: ସମୀର ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି.ପୁରନ୍ଦେଶ୍ୱରୀ, ବିଜୟପାଲ ସିଂ ତୋମାର, ସମ୍ବିତ ପାତ୍ର, ଜୁଏଲ ଓରାମ୍, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂହଦେଓ, ସୁରମା ପାଢ଼ୀ, ଅପରାଜିତା ଷଡ଼ଙ୍ଗୀ, ପ୍ରଭାତୀ ପରିଡ଼ା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ମାଝୀ, ସୁକାନ୍ତ ନାୟକ, ଭାସ୍କର ମଡ଼େଇ, ପ୍ରକାଶ ସୋରେନ୍, ନବଚରଣ ମାଝୀ, ସନାତନ ବିଜୁଳି, ଡ. ବୁଧାନ ମୁର୍ମୁ, ଗଣେଶ ରାମ ସିଂ ଖୁଣ୍ଟିଆ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଖାରବେଳ ସ୍ୱାଇଁ, ବିଭୂପ୍ରସାଦ ତରାଇ, ପୀତାମ୍ବର ଆଚାର୍ଯ୍ୟ, କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠୀ, ହେମନ୍ତ ପାଢ଼ୀ

କଂଗ୍ରେସ: ଡ. ଏ. ଚେଲ୍ଲା କୁମାର, ଜି.ରୁଦ୍ର ରାଜୁ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବୀ ବିଶ୍ୱାଳ, ଭକ୍ତ ଚରଣ ଦାସ, ସପ୍ତଗିରି ଉଲ୍ଲାକା, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଲା ତିରିଆ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନଗୋ, ରମେଶ ଜେନା, ଦାଶରଥୀ ଗମାଙ୍ଗୋ, ଅଧିରାଜ ପାଣିଗ୍ରାହୀ, ଡ. ସି.ଏସ. ରାଜନ୍, ବନ୍ଦିତା ପରିଡ଼ା, ଡ. ସ୍ମୃତିରଞ୍ଜନ ଲେଙ୍କା, ୟାସିର ନୱାଜ୍, ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

Previous Post

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

Next Post

ଐତିହାସିକ ନିଷ୍ପତ୍ତି: ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ

Next Post
ଐତିହାସିକ ନିଷ୍ପତ୍ତି: ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ

ଐତିହାସିକ ନିଷ୍ପତ୍ତି: ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA