ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ସାମନା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ କମିଟି ଗଠନ କରାଯାଇଛି । ୧୫ ଜଣ ନେତାଙ୍କୁ ନେଇ ରାଜ୍ୟ କୋର୍ ଓ ରାଜ୍ୟ ନିର୍ବାଚନ କମିଟି ଗଠନ କରାଯାଇଛି । ଏହି ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସେହି ଏକା ନେତା ଅଛନ୍ତି । ସ୍ୱତନ୍ତ୍ର ଆମନ୍ତ୍ରିତ ଭାବେ ସୁନୀଲ ବଂଶଲ, ବିଜୟପାଲ୍ ସିଂହ, ସୁଶ୍ରୀ ଲତା ଉସେଣ୍ଡି ଅଛନ୍ତି ।
ରାଜ୍ୟ କୋର୍ କମିଟି: ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୟ ନାରାୟଣ ମିଶ୍ର, ଜୁଏଲ୍ ଓରାମ୍, ବିଶ୍ୱେଶ୍ୱର ଟୁଡୁ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ସମୀର କୁମାର ମହାନ୍ତି, ଶ୍ରୀମତୀ ସୁରମା ପାଢ଼ୀ, ଡକ୍ଟର ସମ୍ବିତ ପାତ୍ର, ମାନସ କୁମାର ମହାନ୍ତି
ସ୍ୱତନ୍ତ୍ର ଆମନ୍ତ୍ରିତ: ସୁନୀଲ ବଂଶଲ, ବିଜୟପାଲ୍ ସିଂହ, ସୁଶ୍ରୀ ଲତା ଉସେଣ୍ଡି
ରାଜ୍ୟ ନିର୍ବାଚନ କମିଟି: ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୟ ନାରାୟଣ ମିଶ୍ର, ଜୁଏଲ୍ ଓରାମ୍, ବିଶ୍ୱେଶ୍ୱର ଟୁଡୁ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ସମୀର କୁମାର ମହାନ୍ତି, ଶ୍ରୀମତୀ ସୁରମା ପାଢ଼ୀ, ଡକ୍ଟର ସମ୍ବିତ ପାତ୍ର, ମାନସ କୁମାର ମହାନ୍ତି
ଏକ୍ସ ଅଫିସିଓ: ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ
ସ୍ୱତନ୍ତ୍ର ଆମନ୍ତ୍ରିତ: ସୁନୀଲ ବଂଶଲ, ବିଜୟପାଲ ସିଂହ ତୋମାର, ସୁଶ୍ରୀ ଲତା ଉସେଣ୍ଡି