Wednesday, September 23, 2026 08:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶୁଣାଣି ଆରମ୍ଭ, କାଲି ଫଇସଲା!

ଡିଜିପି ନିଯୁକ୍ତି ମାମଲା

by Our Correspondent
22 Sep, 2026- 08:21 PM
in Latest News, News
1 min read
0
ଶୁଣାଣି ଆରମ୍ଭ, କାଲି ଫଇସଲା!

ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ସୁପ୍ରିମକୋର୍ଟରେ ଆଜି ଶୁଣାଣି ଆରମ୍ଭ ହୋଇଛି । ତେବେ ସମୟ ଅଭାବରୁ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଆସନ୍ତାକାଲି ଶୁଣାଣି ଜାରି ରହିବ ବୋଲି କୋର୍ଟ କହିଛନ୍ତି । ଆସନ୍ତାକାଲି ବରିଷ୍ଠ ଆଇପିଏସ୍ ସୁଶାନ୍ତଙ୍କ ନାଥଙ୍କ ଓକିଲ ଏବଂ ୟୁପିଏସସି ସେମାନଙ୍କ ପକ୍ଷ ରଖିବେ । ଆଜିର ଶୁଣାଣି ବେଳେ ସରକାରୀ ଦଳର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ । ଆସନ୍ତାକାଲି ଶୁଣାଣିରେ ତାଙ୍କର ଯୁକ୍ତି ଉପସ୍ଥାପନ ପାଇଁ ଅଧିକ ସମୟ ମାଗିଛନ୍ତି ।

ସୂଚନାଥାଉକି, ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଅଗଷ୍ଟ ୧୩ରେ ୟୁପିଏସସି ଚୟନ କମିଟିର ବୈଠକ ବସି ନୂଆ ବରିଷ୍ଠତା ତାଲିକା ଉପରେ ମୋହର ବଜାଇବାର ଥିଲା । ଏ ସମ୍ପର୍କରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ପ୍ରଧାନ ବିଚାରପତିଙ୍କ ଜରୁରୀ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୦୬ ମସିହା ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଉଲ୍ଲଂଘନ କରାଯାଇ ଓଡ଼ିଶାରେ ଡିଜିପି ଚୟନ ପ୍ରକ୍ରିୟା ଚାଲିଥିବା ସେ ଜଣାଇଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା ଉପରେ ଆମିକସକ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ମତାମତ ଲୋଡ଼ିବା ପରେ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଡିଜିପି ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିଲେ ।

ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଅଭିଯୋଗକୁ କପୋଳକଳ୍ପିତ କହିଛନ୍ତି । ଏହି ମାମଲାରେ କିଛି ଅଫିସରଙ୍କ ଚକ୍ରାନ୍ତ ଥିବା ଗତଥର ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ଆଜି ପୁଣି ଥରେ ପ୍ରତିକ୍ରିୟା ଦେଇଛନ୍ତି । ନାଁ ସୁପାରିଶରେ ରାଜ୍ୟ ସରକାର କୋ÷ଣସି ଅନିୟମିତତା କରି ନାହାନ୍ତି ବୋଲି ସେ କହିଛନ୍ତି । ପ୍ରକାଶ ସିଂ ରାୟ ଆଧାରରେ ରାଜ୍ୟ ସରକାର ନାଁ ସୁପାରିଶ କରିଛନ୍ତି । ରାଜ୍ୟ ସରକାର ୧୧ ଜଣିଆ ବରିଷ୍ଠ ଅଧିକାରୀଙ୍କ ତାଲିକା ଦେଇଥିଲେ । ସେମାନଙ୍କ ଭିତରୁ ଜଣଙ୍କ ନାଁରେ ସିବିଆଇ ତଦନ୍ତ କରିପାରେ ସୂଚନା ମିଳିଲା । ତେଣୁ ଜଣଙ୍କ ନାଁକୁ ରାଜ୍ୟ ସରକାର ବାଦ ଦେଇଛନ୍ତି । ସେଥିରେ ଆଉ କିଛି ବଦଳିନି । କେତେଜଣଙ୍କ ନାଁ ୟୁପିଏସସିକୁ ପଠାଯିବ ତାହା ସୁପ୍ରିମକୋର୍ଟ କହି ନାହାନ୍ତି । ୟୁପିଏସସି ସରକାର ପଠାଇଥିବା ନାଁରୁ ୩ ଜଣଙ୍କ ନାଁ ଡିଜିପି ପାଇଁ ପଠାଇବ । ସେହି ତିନିଜଣଙ୍କ ମଧ୍ୟରୁ ରାଜ୍ୟ ସରକାର କାହାକୁ ଡିଜିପି କରିବେ ସମ୍ପୂର୍ଣ୍ଣ ନିଜସ୍ୱ ବ୍ୟାପାର । ଯେଉଁମାନେ ଭାବୁଛନ୍ତି ସରକାର ୟୁପିଏସସିକୁ ୩ଟି ନାଁ ଦେବା କଥା, ତାହା ଭୁଲ୍ ବୋଲି ଏଜି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Previous Post

ବିିଧାନସଭା ଆରମ୍ଭରୁ ଅଚଳ

Next Post

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

Next Post
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA