Thursday, April 30, 2026 09:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା

by Our Correspondent
31 Jan, 2022- 05:06 PM
in Latest News, News
1 min read
0
ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା

ନୂଆଦିଲ୍ଲୀ: ବିପୁଳ କ୍ଷତି ଯୋଗୁଁ ବନ୍ଦ ହୋଇଥିବା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କାରଖାନାକୁ ୧୨ ହଜାର ୧୦୦ କୋଟି ଟଙ୍କାରେ କିଣିବ ଟାଟା ଷ୍ଟିଲ୍ କମ୍ପାନୀ । ଟାଟାର ସର୍ବାଧିକ ବିଡିଂକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ମଂଜୁର ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର ଏହାର ଘରୋଇକରଣ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି ।

ଯୌଥ ଉଦ୍ୟୋଗରେ ଚାଲିଥିଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଏମସି ଏବଂ ଇପିକଲ୍ ର ୩୨.୪୭ ପ୍ରତିଶତ ଅଂଶଧନ ଥିଲା ବେଳେ ଅବଶିଷ୍ଟ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ୪ଟି ଉଦ୍ୟୋଗର ଥିଲା । ୧.୧ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଏହି ଇସ୍ପାତ କାରଖାନା ବିପୁଳ କ୍ଷତିରେ ଚାଲିବାରୁ ୨୦୨୦ ମାର୍ଚ୍ଚ ୩୦ ରୁ ବନ୍ଦ ହୋଇଯାଇଥିଲା । କମ୍ପାନୀ ଉପରେ ୬,୬୦୦ କୋଟି ଟଙ୍କାର ଋଣ ବୋଝ ରହିଛି । ସେଥିମଧ୍ୟରେ ପ୍ରମୋଟରମାନଙ୍କର ୪,୧୧୬ କୋଟି ଥିବା ବେଳେ ବ୍ୟାଙ୍କ ଋଣ ୧,୭୪୧ କୋଟି ରହିଛି ।

କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ବର୍ଷେ ତଳେ ନିଷ୍ପତ୍ତି ନେଇଥିଲେ । ୨୦୨୧ ଜାନୁଆରୀ ୨୫ ତାରିଖରେ ଏକ୍ସପ୍ରେସନସ୍ ଅଫ ଇଣ୍ଟ୍ରେଷ୍ଟ୍ ଆହ୍ୱାନ କରାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଟାଟା, ଜିନ୍ଦଲ ଏବଂ ନାଲୱା ଷ୍ଟିଲ୍ କମ୍ପାନୀ ଏଥିରେ ଅଂଶଗ୍ରହଣ କରିଥିଲେ । ତେବେ ଟାଟା ଷ୍ଟିଲ୍ ୧୨, ୧୦୦ କୋଟି ଟଙ୍କାରେ ହାଏଷ୍ଟ୍ ବିଡର୍ ବା ଏଚ-୧ଭାବେ ନୀଳାଚଳ ଇସ୍ପାତ କାରଖାନା କିଣିବାକୁ ଯୋଗ୍ୟତା ହାସଲ କରିଛି । ଭାରତରେ ସରକାରୀ ଇସ୍ପାତ ଉଦ୍ୟୋଗର ଘରୋଇକରଣରେ ନୀଳାଚଳ ଇସ୍ପାତ ନିଗମ ପ୍ରଥମ ବୋଲି କୁହାଯାଉଛି ।

Previous Post

ପୌରାଧ୍ୟକ୍ଷ ଚିଠା ସଂରକ୍ଷଣ ତାଲିକା ଅପରିବର୍ତ୍ତିତ

Next Post

ରାତି ୧୦ ଟାରୁ ନାଇଟ୍ କର୍ଫ୍ୟୁ

Next Post
ରାତି ୧୦ ଟାରୁ ନାଇଟ୍ କର୍ଫ୍ୟୁ

ରାତି ୧୦ ଟାରୁ ନାଇଟ୍ କର୍ଫ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA