Friday, June 26, 2026 10:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

“ନିର୍ବାଚନ ୨୦୨୪” ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ:ଧର୍ମେନ୍ଦ୍ର

“ନିର୍ବାଚନ ୨୦୨୪ - ଓଡ଼ିଶା ରାଜନୀତିର କଡ଼ ଲେଉଟାଣି” ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

by Our Correspondent
08 Mar, 2025- 12:55 AM
in Latest News, News
1 min read
0
“ନିର୍ବାଚନ ୨୦୨୪” ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ:ଧର୍ମେନ୍ଦ୍ର
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱର ଠାରେ ସାମ୍ବାଦିକ ତଥା ଲେଖକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ “ନିର୍ବାଚନ ୨୦୨୪ – ଓଡ଼ିଶା ରାଜନୀତିର କଡ଼ ଲେଉଟାଣି” ପୁସ୍ତକ ଉନ୍ମୋଚନ କରିବା ସହ ଲୋକାର୍ପିତ ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ ବୋଲି କହିଛନ୍ତି ।
ସେ କହିଛନ୍ତି, ୨୦୨୪ ନିର୍ବାଚନର ଟିକିନିଖି ବିବରଣୀକୁ ଏହି ପୁସ୍ତକରେ ସ୍ଥାନ ଦିଆଯାଇଛି । ପୁସ୍ତକଟି ତଥ୍ୟ ଭିତ୍ତିକ । ଅନେକ ଅକୁହା ଓ ସାର୍ବଜନୀନ କଥା ଏଥିରେ ଉଲ୍ଲେଖ ଅଛି । ଅନେକ ରାଜ୍ୟରେ ନିର୍ବାଚନ ଶେଷ ହେବା ଉପରାନ୍ତେ ପ୍ରବୀଣ ସାମ୍ବାଦିକମାନେ ନିର୍ବାଚନକୁ ନେଇ ପୁସ୍ତକ ଲେଖନ୍ତି । ଓଡ଼ିଶାରେ ମଧ୍ୟ ଆଜି ସେଭଳି ଜାତୀୟ ସ୍ତରର ପୁସ୍ତକ ଉନ୍ମୋଚନ ହେବା ଖୁସିର ବିଷୟ ।  ଆଜି ଏଭଳି ବିଷୟକୁ ତଥ୍ୟ ଆଧାରିତ ପୁସ୍ତକର ରୂପ ଦେଇଥିବାରୁ ଲେଖକ ଏବଂ ପ୍ରକାଶନ ସଂସ୍ଥାକୁ ଧନ୍ୟବାଦ ଜଣାଉଛି । ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବା ଦରକାର ।

ନିର୍ବାଚନ ସବୁବେଳେ ଉତ୍କଣ୍ଠାର ବିଷୟ ଥାଏ । ନୂଆ ନୂଆ ଚରିତ୍ର ସହ ଯୋଡି ହୋଇଥାଏ । ସବୁ ସମୟରେ ସବୁ ନିର୍ବାଚନର ନିଜସ୍ୱ ଚରିତ୍ର ଅଛି । ସବୁ ନିର୍ବାଚନର ପ୍ରସଙ୍ଗ, ପ୍ରଚାର ଶୈଳୀ ଭିନ୍ନ ଥାଏ ଏବଂ ଅନେକ ସମୟରେ ନୂଆ ନୂଆ ବିଷୟର ଅଭ୍ୟୁଦୋୟ ମଧ୍ୟ ହୋଇଥାଏ । ଓଡ଼ିଶା ନିର୍ବାଚନ ସମ୍ପର୍କରେ ସମ୍ପର୍କିତ ପୁସ୍ତକ ଭବିଷ୍ୟତର ପିଢି ତଥା ଆଗାମୀ ପିଢିର ଜନପ୍ରତିନିଧିମାନଙ୍କୁ ଅନୁପ୍ରାଣିତ କରିବ । ଏହ ବହି ଆଗାମୀ ଦିନରେ ଓଡ଼ିଶାର ସାମାଜିକ ଜୀବନକୁ ସ୍ୱଚ୍ଛ କରିବା ପାଇଁ ନିଶ୍ଚିତ ଭାବରେ ସହାୟକ ହେବ ।  ପୁସ୍ତକଟି ଅଧିକରୁ ଅଧିକ ଲୋକାଦୃତ ହେଉ, ଏହା ପ୍ରଭୁଙ୍କ ପାଖରେ କାମନା ।

ଶ୍ରୀ ପ୍ରଧାନ କହିଛନ୍ତି ଯେଉଁ ଜାତିର ନିଜସ୍ୱ ପରିଚୟ ଅଛି, ଅଭିମାନ ଅଛି, ସେହି ଜାତିର ଉନ୍ନତି ଏବଂ ଗାରିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ଦଳ, ମତ, ବିଚାର ନିର୍ବିଶେଷରେ ସମସ୍ତ ରାଜନୈତିକ ନେତୃତ୍ୱ ଏକାଠି ହେବା ଦରକାର । ଗତ ନିର୍ବାଚନରେ ଓଡ଼ିଆ ଲୋକମାନଙ୍କର ବିଜୟ ହୋଇଛି । ଓଡ଼ିଆ ଲୋକମାନେ ସ୍ୱାଭିମାନୀ । ସେମାନଙ୍କ ଭିତରେ ସହିବାର ଗୋଟିଏ ସୀମା ଅଛି । ଏଥର ଓଡ଼ିଆ ଲୋକମାନଙ୍କ ନିର୍ଣ୍ଣୟ ପାଇଁ ବିଜେପିର ବିଜୟ ହୋଇଛି । ବିଜେପି ସରକାରକୁ ଆସିଛି । ସରକାର ଗଠନ ହେବା ପରେ ସୁଭଦ୍ରା ଭଳି ଯୋଜନାରେ ୧ କୋଟି ହିତାଧିକାରୀ ଯୋଡିହୋଇଛନ୍ତି । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି କରିବା ଭଳି ଅନେକ ନିର୍ବାଚନ ପ୍ରତିଶ୍ରୁତିକୁ ବିଜେପି ପୂରଣ କରିଛି ବୋଲି ସେ କହିଛନ୍ତି ।

Previous Post

ଅଣଓଡ଼ିଆଙ୍କ ଚକ୍ରବ୍ୟୁହରେ ଓଡ଼ିଆ

Next Post

ଡ଼ରିଗଲେ କି ପ୍ରଫୁଲ୍ଲ ଘଡ଼ାଇ?

Next Post
ଡ଼ରିଗଲେ କି ପ୍ରଫୁଲ୍ଲ ଘଡ଼ାଇ?

ଡ଼ରିଗଲେ କି ପ୍ରଫୁଲ୍ଲ ଘଡ଼ାଇ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA