Thursday, June 25, 2026 04:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୫,୮୨୨ ଡାକ୍ତର ପଦବୀ ଖୁବ୍ ଶୀଘ୍ର ପୂରଣ ହେବ

ବିଧାନସଭାରେ ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର

by Our Correspondent
18 Mar, 2025- 11:56 PM
in Latest News, News
1 min read
0
୫,୮୨୨ ଡାକ୍ତର ପଦବୀ ଖୁବ୍ ଶୀଘ୍ର ପୂରଣ ହେବ

ଭୁବନେଶ୍ୱର: ରାଜ୍ୟରେ ଡାକ୍ତର ସଙ୍କଟର ସମାଧାନ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ୫ ହଜାର ୮୨୨ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶା ପବ୍ଲିକ୍ ସର୍ଭିସ୍ କମିସନଙ୍କୁ କୁହାଯାଇଛି । ଡାକ୍ତର ସମସ୍ୟାର ଆଶୁ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଚାର ବିମର୍ଷ ଜାରି ରହିଛି ବୋଲି ବିଧାନସଭାରେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ରଙ୍କର ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ଦିନରେ ଅନେକ ଗୁଡ଼ାଏ ଡାକ୍ତର ଏବଂ ପାରା ମେଡିକାଲ୍ କର୍ମଚାରୀ ପଦବୀ ଖାଲି ପଡ଼ିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଓଡ଼ିଶାରେ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୧୯ ହଜାର ୯୮୪ ଥିଲା ବେଳେ ୬,୭୬୦ ପଦବୀ ଖାଲି ପଡ଼ିଛି ।

ଏହି ସମସ୍ୟାର ସମାଧାନ ପାଇଁ ସରକାର ଯତ୍ନବାନ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫,୮୨୨ ଡାକ୍ତର ପଦବୀ ପୂରଣ ପାଇଁ ପବ୍ଲିକ୍ ସର୍ଭିସ୍ କମିସନ ବିଜ୍ଞାପନ ବାହାର କରିବାକୁ କୁହାଯାଇଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାଗୁଡ଼ିକରେ ଡାକ୍ତର ଅଭାବ ସମସ୍ୟାକୁ ନିଶ୍ଚିତ ଦୂର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ବିଧାନସଭାର ପ୍ରଶ୍ନୋତ୍ତର କାଳରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ମହାପାତ୍ର ତାଙ୍କ ଅଞ୍ଚଳର ସ୍ୱାସ୍ଥ୍ୟସେବା ସମସ୍ୟା ଉପରେ ପ୍ରଶ୍ନ କରିଥିଲେ । ରେବେଣା ନୂଆଗାଁସ୍ଥିତ କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ବା ସ୍ୱାସ୍ଥ୍ୟ ଅଧୀକ୍ଷକ ଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ସମସ୍ୟା ସୃଷ୍ଟି ହେଉଛି । ସେହିଭଳି ଖଜୁରିଆ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିନା ଡାକ୍ତରରେ ଚାଲୁଥିବାରୁ ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ବିଧାୟିକା ଚିନ୍ତା ବ୍ୟକ୍ତ କରିବା ସହ ଏହି ସମସ୍ୟାର ସମଧାନ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଥିଲେ ।

Previous Post

ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ

Next Post

ପ୍ରକୃତ ଦୋଷୀଙ୍କୁ ଧରାଯିବ: ମୁଖ୍ୟମନ୍ତ୍ରୀ

Next Post
ପ୍ରକୃତ ଦୋଷୀଙ୍କୁ ଧରାଯିବ: ମୁଖ୍ୟମନ୍ତ୍ରୀ

ପ୍ରକୃତ ଦୋଷୀଙ୍କୁ ଧରାଯିବ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA