Thursday, June 1, 2023 02:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଈଶିତା କିଶୋର ଆଇଏଏସ୍ ଟପ୍ପର

ୟୁପିଏସସି ରେଜଲ୍ଟ ୨୦୨୨

by Our Correspondent
23 May, 2023- 05:28 PM
in Latest News, News
1 min read
0
ଈଶିତା କିଶୋର ଆଇଏଏସ୍ ଟପ୍ପର

ଭୁବନେଶ୍ୱର: ୟୁପିଏସସି ଦ୍ୱାରା ପରିଚାଳିତ ୨୦୨୨ ମସିହାର ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଏଥିରେ ୯୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୬୧୩ ପୁରୁଷ ଏବଂ ୩୨୦ ମହିଳା । ପ୍ରଥମ ୪ ଟି ସ୍ଥାନରେ ଅଛନ୍ତି ମହିଳା । ଦିଲ୍ଲୀ ଶ୍ରୀରାମ କଲେଜ ଅଫ କମର୍ସର ଅର୍ଥନୀତି ଗ୍ରାଜୁଏଟ୍ ଈଶିତା କିଶୋର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କମର୍ସ ଗ୍ରାଜୁଏଟ୍ ଗରିମା ଲୋହିଆ, ତୃତୀୟରେ ଆଇଆଇଟି ହାଇଦ୍ରାବାଦରୁ ସିଭିଲ୍ ଇଂଜିନିୟରିଂରେ ବିଟେକ୍ କରିଥିବା ଉମା ହାରଥି ଏନ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଇନ୍ସ ଗ୍ରାଜୁଏଟ୍ ସ୍ମୃତି ମିଶ୍ର ।

ଓଡ଼ିଶାରୁ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ହେଲେ-

ଅନୁପ ଦାସ(୩୮), ପ୍ରଣିତା ଦାସ(୪୨), ଅର୍ଣ୍ଣବ ମିଶ୍ର(୫୬), ଦୀକ୍ଷିତା ଯୋଶୀ(୫୮), କସ୍ତୁରୀ ପଣ୍ଡା(୬୭) ପଲ୍ଲବୀ ମିଶ୍ର(୭୩), ପ୍ରଶାନ୍ତ ରାଜ(୯୭), ସିଦ୍ଧାର୍ଥ ମିଶ୍ର(୧୦୬), ସୌମ୍ୟରଂଜନ ଦାଶ(୧୩୬), ସୋନାଲି ମିଶ୍ର(୧୪୦), ଦୁର୍ଗା ପ୍ରସାଦ ଅଧିକାରୀ(୧୬୨), ଶୁଭାଙ୍ଗୀ ଖୁଣ୍ଟିଆ(୨୪୮), ସତ୍ୟ ପ୍ରକାଶ ମିଶ୍ର(୨୬୧), ଆୟୁଷୀ ପ୍ରଧାନ(୩୩୪), ହିମାଶୁଂ ସାମନ୍ତ(୩୪୮), ଦିବ୍ୟା ଜୈନ୍(୩୬୩), କ୍ରିତିକା ମିଶ୍ର(୪୦୧), ରଶ୍ମୀ ପ୍ରଧାନ(୪୦୫), ତେଜସ୍ୱିନୀ ବେହେରା(୫୧୬), ରାକେଶ କୁମାର ସାହୁ(୫୭୫), ପ୍ରଥମା ପ୍ରତୀକ୍ଷା ପ୍ରଧାନ(୬୭୦), ଶୁଭସ୍ନିଗ୍ଧା ସେଠୀ(୬୮୦), ଶୁଭମ୍ ମିଶ୍ର(୬୮୮), ନିବେଦିତା ଦାସ(୮୪୮), ବୀରେନ୍ଦ୍ର କୁମାର ଦାସ(୮୫୪), ମାନସଜ୍ୟୋତି ଦାସ(୮୮୧) ।

ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ଓଡ଼ିଶାର ପରୀକ୍ଷାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ବିକାଶମୂଳକ କାର୍ଯ୍ୟକ୍ରମରେ ଉତ୍ସର୍ଗୀକୃତ ଯୋଗଦାନ ଆଶା କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି ।

Previous Post

ସୁଶାନ୍ତ ମନ୍ତ୍ରୀ ନହେବାରୁ ସମର୍ଥକ ଖପ୍ପା

Next Post

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

Next Post
ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3329 shares
    Share 1332 Tweet 832
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2183 shares
    Share 873 Tweet 546
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2076 shares
    Share 830 Tweet 519
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2043 shares
    Share 817 Tweet 511
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1930 shares
    Share 772 Tweet 483

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA