ଭୁବନେଶ୍ୱର: ରାଜଧାନୀର ଅତ୍ୟାଧୁନିକ ସପିଂ ମଲ୍ ଉତ୍କଳ କନିକା ଗ୍ୟାଲେରିଆର ଦ୍ୱିତୀୟ ପ୍ରତିଷ୍ଠା ଦିବସ ଆଜି ସେଠାରେ ପାଳିତ ହୋଇଛି । ଏହି ଉପଲକ୍ଷେ ସଂଧ୍ୟାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କେକ୍ କଟା, ମ୍ୟୁଜିକାଲ୍ ବ୍ୟାଣ୍ଡ କାର୍ଯ୍ୟକ୍ରମ ସହିତ ଉତ୍କଳ ସପିଂ ଫେଷ୍ଟିଭାଲ୍ ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା ।







