Wednesday, April 22, 2026 11:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ସ୍ୱାଧୀନତା ଦିବସରେ ‘ବଣିକ୍’ ର ନୂଆ ସଂକଳ୍ପ

by Our Correspondent
17 Aug, 2023- 07:22 PM
in News
1 min read
0
ସ୍ୱାଧୀନତା ଦିବସରେ ‘ବଣିକ୍’ ର ନୂଆ ସଂକଳ୍ପ

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ରାଜ୍ୟର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ ‘ବଣିକ୍’ ପକ୍ଷରୁ ନୂଆ ସଂକଳ୍ପ ଘୋଷଣା କରାଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟପଥରୁ ଆର୍ଥିକ ପ୍ରତିବନ୍ଧକ ଦୂର କରିବାକୁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ ହେବ । ଆର୍ଥିକ ଅନଗ୍ରସର ପିଲାଙ୍କୁ ମାଗଣା କୋଚିଂ ସୁବିଧା ସହିତ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବାକୁ ଏକ ସାମାଜିକ ପ୍ରତିବଦ୍ଧତା ଭାବେ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁବ୍ରତ କୁମାର ଛାଟୋଇ କହିଛନ୍ତି ।

ଶିକ୍ଷାନୁଷ୍ଠାନ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଆଇଆରସି ଭିଲେଜସ୍ଥିତ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ଗଠନ ସଂକଳ୍ପର ଅବତାରଣା କରିଥିଲେ ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଛାଟୋଇ । ନୂତନ ଓଡ଼ିଶା ଗଠନର ମୁଖ୍ୟ ଆଧାର ହେଉଛି ଶିକ୍ଷା । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଏବଂ ୫-ଟି ଉପକ୍ରମରେ ଓଡ଼ିଶା ଆଜି ଶିକ୍ଷାକ୍ଷେତ୍ରରେ ବହୁତ ଆଗକୁ ବଢ଼ିଛି । ନିରନ୍ତର ଭାବେ ପ୍ରଗତି ହାସଲ ହେଉଛି । ତେବେ ଆର୍ଥିକ ସ୍ଥିତି କୌଣସି ପିଲାଙ୍କ ପାଠପଢ଼ାରେ ଯେଭଳି ବାଧକ ନ ହୁଏ ସେଥିପ୍ରତି ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି । ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃପକ୍ଷେ ସେଭଳି ଜଣେ ଲେଖାଏଁ ପିଲାଙ୍କୁ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ଛାଟୋଇ ସମସ୍ତଙ୍କୁ ନିବେଦନ କରିଥିଲେ ।

ସୂଚନାଯୋଗ୍ୟ, ଆର୍ଥିକ ଅନଗ୍ରସର ପିଲାଙ୍କୁ ‘ବଣିକ’ ରେ ମାଗଣା କୋଚିଂ ଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଛି । ଉପଯୁକ୍ତ ଛାତ୍ରଛାତ୍ରୀଙ୍କୁ ଚୟନ ପ୍ରକ୍ରିୟାରେ ଏହି ଶିକ୍ଷାନୁଷ୍ଠାନରେ ବିନା ଦେୟରେ ନାମଲେଖାର ସୁଯୋଗ ଦିଆଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ବିଶ୍ୱାସ ଆମମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ସ୍ୱାଧୀନତା ପାଳନ ଅବସରରେ ଶ୍ରୀ ଛାଟୋଇ ନିଜ ବକ୍ତବ୍ୟରେ ଦୋହରାଇଥିଲେ ।

 

Previous Post

ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ୱରାନ୍ୱିତ

Next Post

ଶରତ ନାୟକ ବିଜେଡିରୁ ସସପେଣ୍ଡ୍

Next Post
ଶରତ ନାୟକ ବିଜେଡିରୁ ସସପେଣ୍ଡ୍

ଶରତ ନାୟକ ବିଜେଡିରୁ ସସପେଣ୍ଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA