Thursday, April 30, 2026 10:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆରପାରିରେ ‘ଶଲାବୁଢ଼ା’

ଆଉ ନାହାନ୍ତି ଭେଟେରାନ୍ ଅଟଳ ପଣ୍ଡା

by Our Correspondent
05 Jun, 2021- 02:47 PM
in Latest News, News
1 min read
0
ଆରପାରିରେ ‘ଶଲାବୁଢ଼ା’

ସମ୍ବଲପୁର: ଭେଟେରାନ୍ କଳାକାର ‘ଶଲାବୁଢ଼ା’ ଫେମ୍ ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି । ୯୨ ବର୍ଷ ବୟସରେ ବୁର୍ଲା ବଡ଼ ମେଡ଼ିକାଲ୍ ରେ ଆଖି ବୁଜିଦେଇଛନ୍ତି । ଅଟଳ ବିହାରୀଙ୍କ ବିୟୋଗରେ ଓଡ଼ିଆ ମଞ୍ଚ ଓ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ବର୍ଷୀୟାନ୍ କଳାକାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି ।

ଗତମାସ ୧୬ ତାରିଖରେ ଧର୍ମପତ୍ନୀ ଲଳିତା ପଣ୍ଡା(୮୦) ଙ୍କର ପରଲୋକରେ ଶ୍ରୀ ପଣ୍ଡା ଭୀଷଣ ଭାଙ୍ଗିଯାଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ମେ ୧୯ ରେ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଭୀମସାରେ ଭର୍ତ୍ତି କରାଯାଇଥିଲା । ୩୧ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର ପରଦିନ ପୁଣି ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗତ ରାତି ୩.୪୫ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୁଅ ଅରୁଣ ପଣ୍ଡା ସୂଚନା ଦେଇଛନ୍ତି ।

କେବଳ ଅଭିନୟ ନୁହେଁ, ନାଟକ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ । ଶତାଧିକ ମଞ୍ଚ ନାଟକରେ ଅଭିନୟ କରିଥିବା ଅଟଳ ପଣ୍ଡା ୮୩ ବର୍ଷ ବୟସରେ ନିଜର ପ୍ରଥମ ଫିଲ୍ମ ଭାବେ ସମ୍ବଲପୁରୀ ଚଳଚିତ୍ର ‘ଶଲାବୁଢ଼ା’ କରିଥିଲେ । ଏଥିରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କର ନିଖୁଣ ଅଭିନୟ ପାଇଁ ସେ ଦର୍ଶକଙ୍କ ପ୍ରବଳ ପ୍ରଶଂସା ସାଉଁଟିଥିଲେ । ଘରେ ଘରେ ସେ ଶଲାବୁଢ଼ା ଭାବେ ପରିଚିତ ହୋଇଗଲେ । ଏହି ଚଳଚିତ୍ରଟି କେବଳ ଓଡ଼ିଶା କି ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ବେଶ୍ ଆଦୃତି ଲାଭ କରିଥିଲା ।

ଏହି ଚଳଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ରାଜ୍ୟ ଚଳଚିତ୍ର ପୁରସ୍କାର ମିଳିଥିଲା । ଶଲାବୁଢ଼ା ସିରିଜ୍ ର ତୃତୀୟ ଫିଲ୍ମ ‘ଶଲାବୁଢ଼ାର ବଦଲା’ ରେ ଅଭିନୟ ପାଇଁ ପୁରସ୍କାର ଲାଭ କରିଥିଲେ । ଏହି ଚଳଚିତ୍ରଟି ୬୭ତମ ଜାତୀୟ ଚଳଚିତ୍ର ପୁରସ୍କାର ଲାଭ କରିଥିଲା । ତାଙ୍କର ଅନ୍ୟ ଏକ ଲୋକପ୍ରିୟ ଚଳଚିତ୍ର ‘ଆଦିମ ବିଚାର’ ରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ମିଳିଥିଲା ।

Previous Post

ନୂଆ ଜୀବନ ପାଇଲେ ପ୍ରତୀକ୍ଷ

Next Post

ପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ

Next Post
ପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ

ପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA