Thursday, April 30, 2026 09:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ

by Our Correspondent
05 Jun, 2021- 02:53 PM
in Latest News, News
1 min read
0
ପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ

ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ଆଜି ଦେହାନ୍ତ ହୋଇଛି । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ପରବର୍ତ୍ତୀ ଜଟିଳତା ଯୋଗୁଁ ସେ ଗୁରୁତର ହୋଇପଡ଼ିଥିଲେ । ଏକ ଘରୋଇ ନର୍ସିଂହୋମ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କୁ ୮୧ ବର୍ଷ ହୋଇଥିଲା । ଶ୍ରୀ ବର୍ମାଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି ।

ଶିକ୍ଷକ ନେତାରୁ ବିଧାୟକ ହୋଇଥିବା ସ୍ୱର୍ଗତ ବର୍ମା ଜଣେ ସାଦାସିଧା, ସରଳ, ଅମାୟକ ବ୍ୟକ୍ତିତ୍ୱର ମଣିଷ ଥିଲେ । ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ମାହାଙ୍ଗା ବିଧାନସଭା ଆସନରୁ ସେ ଥିଲେ ବିଧାୟକ । ବିଧାୟକ ଭାବେ ସେ ବହୁତ ଲୋକପ୍ରିୟ ଥିଲେ । ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ ଉପସ୍ଥାପିତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ବିଧାୟକ ନ ଥାଇ ବି ଲୋକଙ୍କ ସମସ୍ୟା ସହ ସେ ସବୁବେଳେ ଜଡ଼ିତ ରହୁଥିଲେ । ଦି ହଳ ଧୋତି, ପଞ୍ଜାବୀ ଏବଂ ହଳେ ଚପଲରେ ବିତୁଥିଲା ତାଙ୍କର ଜୀବନ ।

ଶ୍ରୀ ବର୍ମାଙ୍କ ଦେହାନ୍ତ ସହ ମାହାଙ୍ଗା ମାଟି ଆଉ ଜଣେ ସୁଯୋଗ୍ୟ ପୁରୁଷଙ୍କୁ ହରାଇଛି । ପୂର୍ବରୁ ଶରତ କର ଏବଂ ସେକ ମତଲୁବ ଅଲ୍ଲୀଙ୍କୁ ହରାଇଥିଲା ମାହାଙ୍ଗା ମାଟି ।

ବିକ୍ରମ ବର୍ମାଙ୍କ ବିୟୋଗରେ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କୁ ଜଣେ ମିଷ୍ଟଭାଷୀ, ସରଳ, ନିଷ୍କପଟ ପରୋପକାରୀ, ବନ୍ଧୁବତ୍ସଳ ଓ ସମାଜସେବୀ ଭାବେ ବର୍ଣ୍ଣନା କରିଛନ୍ତି । ମାହାଙ୍ଗା ଅଞ୍ଚଳର ବିକାଶ ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ଜେନା କହିଛନ୍ତି ।

Previous Post

ଆରପାରିରେ ‘ଶଲାବୁଢ଼ା’

Next Post

ଏସଡିଜି ରିପୋର୍ଟକୁ ନେଇ ଅପରାଜିତା-ଅମର ମୁହାଁମୁହିଁ

Next Post
ଏସଡିଜି ରିପୋର୍ଟକୁ ନେଇ ଅପରାଜିତା-ଅମର ମୁହାଁମୁହିଁ

ଏସଡିଜି ରିପୋର୍ଟକୁ ନେଇ ଅପରାଜିତା-ଅମର ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA