Wednesday, April 15, 2026 02:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସଙ୍ଗୀନ ସ୍ଥିତି ବେଳକୁ କୋଭିଡ୍ ନିୟମ ଫୁ !

by Our Correspondent
16 Sep, 2020- 10:34 PM
in Latest News
1 min read
0
ସଙ୍ଗୀନ ସ୍ଥିତି ବେଳକୁ କୋଭିଡ୍ ନିୟମ ଫୁ !

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ରେକର୍ଡ ଭାଙ୍ଗିଛି । ୩୦ଟି ଯାକ ଜିଲ୍ଲାରୁ ସର୍ବାଧିକ ୪୨୭୦ ଜଣ ଆକ୍ରାନ୍ତ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୮୭୬ ଆକ୍ରାନ୍ତ ହୋଇଥିବା ବେଳେ କଟକ ଜିଲ୍ଲାରୁ ୩୭୪ ଏବଂ ପୁରୀ ଜିଲ୍ଲାରୁ ୨୮୭ ଆକ୍ରାନ୍ତ ହୋଇଛନ୍ତି । ଏହି ତିନୋଟି ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଛି ।

ଆକ୍ରାନ୍ତ ତାଲିକାର ଶୀର୍ଷରେ ରହିଛି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଘରେ ଘରେ ଲୋକଙ୍କୁ ଜ୍ୱର, ଥଣ୍ଡା, କାଶ । ମାସେ ତଳେ ଗଞ୍ଜାମର ଯେଉଁ ଅବସ୍ଥା ଥିଲା ଏବେ ଭୁବନେଶ୍ୱର, କଟକର ଅବସ୍ଥା ତାଠାରୁ ଅଧିକ ଭୟଙ୍କର । ସଂକ୍ରମଣ ସହ ତାଳ ଦେଇ ବଢ଼ିଚାଲିଛି ମୃତ୍ୟୁସଂଖ୍ୟା । କରୋନା କେତେବେଳେ କାହା ଘରେ ପଶିବ କହିହେବ ନାହିଁ । କରୋନା ଆତଙ୍କରେ ଜୀବନ କାଟୁଥିବା ଟୁଇନ୍ ସିଟି ବାସୀଙ୍କ ମାନସିକ ସ୍ଥିତି ବି ବିଗିଡ଼ିଗଲାଣି ।

ତେବେ ଭୁବନେଶ୍ୱର ଓ କଟକର ରାସ୍ତା, ବଜାର ଦେଖିଲେ ଏଠାକାର ଅବସ୍ଥା ଯେ ସଙ୍ଗୀନ ତାହା ବିଶ୍ୱାସ ହେଉନି । କାରଣ ଅଧିକାଂଶ ଜାଗାରେ କୋଭିଡ୍ ନିୟମ ପାଳନ ନାହିଁ କହିଲେ ଚଳେ । ଦୋକାନ ଆଗରେ ଠେଲାପେଲା ହୋଇ ସାମଗ୍ରୀ କିଣିବାକୁ ଲୋକେ ବ୍ୟାକୁଳ । ଖଟି, ଗୁଲିଗପ ଯେମିତି ହେଉଥିଲା ସେମିତି ଚାଲିଛି । ମୁହଁରେ ମାସ୍କ ନ ରହି ଲୋକଙ୍କ ବେକରେ ଝୁଲୁଛି । କୋଭିଡ୍ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ପୁଲିସର ନାଲିଆଖି ନାହିଁ ।

ମୋଟାମୋଟି ଭାବେ ଯେଉଁ ସମୟରେ ଲକଡାଉନ୍/ ସଟଡାଉନ୍ ହେବା ନିହାତି ଜରୁରୀ ସେହି ସମୟରେ ସବୁ କିଛି ଖୋଲାମେଲା ଛାଡ଼ି ଦିଆଯାଇଛି । ଜୀବିକା ନାଁରେ ଜୀବନ ବଳି ପଡ଼ିବା ଅବସ୍ଥାକୁ ଚାଲିଆସିଲାଣି । ଅମାନିଆଙ୍କୁ ସାବାଡ଼ କରି ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ବରଂ କେନ୍ଦ୍ର ସରକାରଙ୍କ ଅନଲକ୍ ଗାଇଡଲାଇନ୍ କୁ ଅକ୍ଷରେ ଅକ୍ଷରେ ପାଳିବାକୁ ରାଜ୍ୟ ସରକାର ବ୍ୟଗ୍ର ।

ଆଜି କୋଭିଡ୍ ପରିଚାଳନାର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦିଗକୁ ଦୃଷ୍ଟି ଦେଇଥିଲେ ମଧ୍ୟ ସେଭଳି କଠୋର ପଦକ୍ଷେପ ନେଇନାହାନ୍ତି । ଭୁବନେଶ୍ୱର, କଟକରେ କୋଭିଡ୍ ନିୟମର କଡ଼ାକଡ଼ି ଅନୁପାଳନ ହେଉ ନ ଥିବା ମୁଖ୍ୟମନ୍ତ୍ରୀଙ୍କର ହୃଦବୋଧ ହୋଇଛି । ଏହାର କାର୍ଯ୍ୟକାରିତା ଉପରେ ପୁଲିସ ଡିଜି ଦୃଷ୍ଟି ହେବାକୁ ମୁଖ୍ୟମନ୍ତ୍ରୀ କେବଳ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଜିର ସମୀକ୍ଷା ବୈଠକରେ ଫୋକସ୍ ରହିଥିଲା ଜୀବିକା । କୋଭିଡ୍ ଜନିତ ଆର୍ଥିକ ମାନ୍ଦାବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବାକୁ କହିଛନ୍ତି ।

ମନରେଗାରେ ଗାଁ ଲୋକଙ୍କୁ ଅଧିକ ରୋଜଗାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲା ବେଳେ କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ଘୋଷଣା ହୋଇଥିବା ପ୍ୟାକେଜ୍ କୁ ସଠିକ୍ ଭାବେ କାର୍ଯ୍ୟ କରିବା ସର୍ବୋଚ୍ଚତା ପ୍ରାଥମିକତା ବୋଲି କହିଥିଲେ । ଦେଶର ଜିଡ଼ିପି ଅଭିବୃଦ୍ଧି ମାଇନସ୍ ୨୩ ପ୍ରତିଶତ ଥିବାରୁ ଏହାର କୁପ୍ରଭାବରୁ ଲୋକଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

କେବଳ ଗତ ୫ ସପ୍ତାହରେ ୧ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିବା ସହ ରାଜ୍ୟରେ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାରରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ୍ ଯୋଦ୍ଧାଙ୍କ ଉଚ୍ଚପ୍ରଶଂସା କରିଥିଲେ ।

ଭିଡ଼ିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ପୁଲିସ ଡିଜି ଶ୍ରୀ ଅଭୟ, ପୁଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ।

Previous Post

Morning habits you should adopt for a healthy lifestyle

Next Post

Australia won Series against England

Next Post
England beat Australia in thrilling 2nd ODI to level series at 1-1

Australia won Series against England

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA