Saturday, April 18, 2026 04:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟର ସବୁ ସହରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ୍

by Our Correspondent
19 Apr, 2021- 08:32 PM
in Latest News, News
1 min read
0
ରାଜ୍ୟର ସବୁ ସହରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ୍

ଭୁବନେଶ୍ୱର: କୋଭିଡ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ଆଜି କଠୋର ପଦକ୍ଷେପ ନେଇଛନ୍ତି । ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ପୂର୍ବରୁ ୧୦ଟି ସୀମାନ୍ତ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଥିଲା । ଏଣିକି ସାରା ରାଜ୍ୟର ସହରାଞ୍ଚଳ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଆଜି ଏହି ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୨୪ ତାରିଖରୁ ଏହା ଲାଗୁ ହେବ ।

ରାଜ୍ୟରେ ଦ୍ୱିତୀୟ ଏହର କରୋନା ଭୟଙ୍କର ରୂପ ନେଲାଣି । ଗତବର୍ଷ ସେପ୍ଟେମ୍ବର ମାସରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ପ୍ରାୟ ୪୩୦୦ ଥିଲା । ମାତ୍ର ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୪୪୪୫ ରେ ପହଞ୍ଚିଛି । ଯାହାକି ଗଭୀର ଚିନ୍ତାର ବିଷୟ । ବଡ଼କଥା ହେଲା, ଏଥର ଯୁବବର୍ଗ ଓ ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ କରୋନାକୁ ମାତ୍ ଦେବା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡିଛନ୍ତି ଏସଆରସି । ସପ୍ତାହାନ୍ତ ସଟଡାଉନ୍ ରେ ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ନାହିଁ ।

ଅନ୍ୟପକ୍ଷରେ ବାହାଘରରେ ୫୦ ଜଣଙ୍କ ତାଲିକା କର୍ତ୍ତୃପକ୍ଷଙ୍କୁ ଦେବା ବାଧ୍ୟତାମୂଳକ କରାଯାଇଛି । ଏହାର ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ସେହିଭଳି ବାହାଘର ଶୋଭାଯାତ୍ରା ହେଲେ ବାଜା, ବ୍ୟାଣ୍ଡ ପାର୍ଟି, ଲାଇଟ୍, ସାଉଣ୍ଡ ସିଷ୍ଟମ୍ ଆଦି ଜବତ କରାଯିବ ଏବଂ ଆୟୋଜକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତା ୨୧ ତାରିଖରୁ ଏହି କଟକଣା ଲାଗୁ ହେବ ।

ସପ୍ତାହାନ୍ତ ସଟଡାଉନ୍ ରେ କେଉଁମାନେ କଟକଣାମୁକ୍ତ

– ହସ୍ପିଟାଲ୍, ନର୍ସିଂ ହୋମ୍, ଔଷଧ ଦୋକାନ, ଆମ୍ବୁଲାନସ୍, ହସ୍ପିଟାଲ୍ କର୍ମଚାରୀଙ୍କ ଯାତାୟତ
– ଜିଲ୍ଲା ଏବଂ ମ୍ୟୁନିସିପାଲ୍ ପ୍ରଶାସନ,ପୁଲିସ, ଅଗ୍ନିଶମ ସେବା
– କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରୁରୀ ସେବା
– ଟେଲିକମ୍ ସେବା, ପେଟ୍ରୋଲ୍ ପମ୍ପ, ଏଲପିଜି ବିତରଣ
– ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ ମିଡ଼ିଆ ସାମ୍ବାଦିକ
– ଜଳଯୋଗାଣ, ପରିମଳ ଏବଂ ସ୍ୱେରେଜ୍ କର୍ମଚାରୀ
– ବିଦ୍ୟୁତ ଯୋଗାଣ ଏବଂ ବିତରଣ
– ପରିବହନ ସାମଗ୍ରୀ
– ଶିଳ୍ପସଂସ୍ଥା, ଫ୍ୟାକ୍ଟରୀ ଏବଂ ନିର୍ମାଣ କାର୍ଯ୍ୟ
– କୃଷି, ପଶୁ, ମତ୍ସ୍ୟପାଳନ ସମ୍ପର୍କିତ କାର୍ଯ୍ୟ
– ହୋଟେଲ, ଆଇଟି
– ରେଳ ଏବଂ ବିମାନ ପରିବହନ
– ଜାତୀୟ ରାଜପଥରେ ଯାତାୟତ
– ବିମାନବନ୍ଦର, ରେଳଷ୍ଟେସନ୍ ଏବଂ ବସଷ୍ଟାଣ୍ଡକୁ ସାଧାରଣ ପରିବହନ, ଘରୋଇ ଏବଂ ଟାକ୍ସି ଗାଡ଼ି ଚଳାଚଳ
– ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟ
– ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି
– ରାସ୍ତାକଡ଼ ଢ଼ାବା(ସେଠି ଖାଇବା ପାଇଁ ଅନୁମତି ନାହିଁ)
– କ୍ଷୀର ବୁଥ୍
– ଖାଦ୍ୟ ଏବଂ ଗ୍ରୋସୋରି ଦୋକାନ(କେବଳ ହୋମ୍ ଡେଲିଭରି ପାଇଁ)
– ୫ଟାରୁ ୮ଟା ଯାଏଁ ଖବରକାଗଜ ହକରଙ୍କୁ ଅନୁମତି

Previous Post

ପିପିଲିରେ ବିଜେଡ଼ିର ହେବନି ମିଟିଂ, ରାଲି

Next Post

ମେ’ ୧ ରୁ ସମସ୍ତଙ୍କୁ ଟିକା

Next Post
ମେ’ ୧ ରୁ ସମସ୍ତଙ୍କୁ ଟିକା

ମେ' ୧ ରୁ ସମସ୍ତଙ୍କୁ ଟିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA