Monday, June 29, 2026 03:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନାରେ ଆଖି ବୁଜିଲେ ସାମ୍ବାଦିକା ସବନମ ସିରିନି

by Our Correspondent
11 May, 2021- 06:55 PM
in Latest News, News
0
କରୋନାରେ ଆଖି ବୁଜିଲେ ସାମ୍ବାଦିକା ସବନମ ସିରିନି

ଭୁୁବନେଶ୍ୱର: ରାଜ୍ୟର ଆଉ ଜଣେ ପ୍ରତିଭାବାନ ଯୁବ ସାମ୍ବାଦିକା ତଥା ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ କମ୍ୟୁନିଟି ରେଡିଓରେ ପ୍ରଡକ୍ସନ୍ ଏକଜ୍ୟୁଟିଭ୍ ଏବଂ ଆଙ୍କର ଭାବେ କାର୍ଯ୍ୟ କରୁଥିବା ସବନମ ସିରିନଙ୍କର ଆଜି ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ସଙ୍ଗରୋଧରେ ରହିବା ପରେ ଏମସ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା । ତାଙ୍କ ସ୍ୱାମୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ସେଠାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଏକମାତ୍ର କୁନି ଝିଅ ଘରେ ଅଛି ।

ସବନମ କନକ ନ୍ୟୁଜ୍, ଏସଟିଭି, ପର୍ଯ୍ୟବେକ୍ଷକ, ନ୍ୟୁଜ୍ ୭ ରେ କାର୍ଯ୍ୟ କରିଥିଲେ । ଭୁବନେଶ୍ୱର ଡିଡି ଓଡ଼ିଆ ନ୍ୟୁଜ୍ ରେ ଜଣେ ସମ୍ବାଦ ଉପସ୍ଥାପିକା ଭାବେ ବେଶ୍ ଜଣାଶୁଣା ଥିଲେ । ସୋଆ କମ୍ୟୁନିଟି ରେଡିଓରେ ତାଙ୍କ କାର୍ଯ୍ୟକ୍ରମ ଥିଲା ଅନନ୍ୟ । ବାଲ୍ୟ ବିବାହ ଭଳି ଅନେକ କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ଦୂରଦର୍ଶନର ଅନେକ ସମାଜ ସଂସ୍କାରମୂଳକ କାର୍ଯ୍ୟକ୍ରମ ଉପସ୍ଥାପନା କରିବା ସହ ଭୁବନେଶ୍ୱର ବସ୍ତି ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ଉଦ୍ୟମ କରିଥିଲେ । ତାଙ୍କର ଅକାଳ ବିୟୋଗରେ ସୋଆ ପରିବାର ସମେତ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ଦୁଇଦିନ ଭିତରେ ସବନମଙ୍କୁ ମିଶାଇ ରାଜ୍ୟର ଆଉ ୪ ଜଣଙ୍କର ଜୀବନ ନେଇଛି କରୋନା । ଓଡ଼ିଶା ଭାସ୍କର ବୌଦ୍ଧ ଜିଲ୍ଲା ପ୍ରତିନିଧି ଦୁର୍ବାକ୍ଷ ବସ୍ତିଆ(୪୫), ଓୟୁଜେ ଗଞ୍ଜାମ ଶାଖାର ବରିଷ୍ଠ ସଦସ୍ୟ ତଥା ସମାଜର ପୋଲସରା ପ୍ରତିନିଧି କିଶୋର ଚନ୍ଦ୍ର ଦାଶ(୬୧) ଏବଂ ରାୟଗଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ମଙ୍ଗରାଜଙ୍କର ମୃତ୍ୟୁ ହୋଇଛି ।

Previous Post

୧୬ ଜିଲ୍ଲାରେ ଆରଟି-ପିସିଆର ଲାବ୍

Next Post

ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୭ ସୂତ୍ରୀ ପରାମର୍ଶ

Next Post
ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୭ ସୂତ୍ରୀ ପରାମର୍ଶ

ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୭ ସୂତ୍ରୀ ପରାମର୍ଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA