Sunday, May 10, 2026 06:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର

ଫେବ୍ରୁଆରୀ ୯ରେ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ

by Our Correspondent
07 Feb, 2023- 03:27 PM
in Latest News, News
1 min read
0
୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୨ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଚଳିତ ଫେବ୍ରୁଆରୀ ୯ ତାରିଖ ସଂଧ୍ୟାରେ ସ୍ଥାନୀୟ ହୋଟେଲ ଶୀତଳ ସଭାକକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି।

୨୦୧୭ ମସିହାଠାରୁ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଦିଆ ହୋଇ ଆସୁଥିବା ଏ ପୁରସ୍କାର ୪୦ ବର୍ଷରୁ କମ୍‌ ବୟସର ଲେଖକ ଲେଖିକାଙ୍କ ଅପ୍ରକାଶିତ ପାଣ୍ଡୁଲିପି ପାଇଁ ପ୍ରଦାନ କରାଯାଇଥାଏ। ଷଷ୍ଠ ସଂସ୍କରଣ ପାଇଁ ମୋଟ ୯୪ ଜଣ ଲେଖକ ସେମାନଙ୍କ ପାଣ୍ଡୁଲିପି ଆବେଦନ କରିଥିବା ବେଳେ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ଦ୍ୱାରା ୧୦ଟି ପାଣ୍ଡୁଲିପିକୁ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି ।

ଷଷ୍ଠ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇଁ ମନୋନୀତ ପାଣ୍ଡୁଲିପି ମଧ୍ୟରେ ୪ଟି ଉପନ୍ୟାସ, ୩ଟି କବିତା ସଂକଳନ ଓ ୨ଟି ଗଳ୍ପ ସଂକଳନ ଥିବାବେଳେ ଗୋଟିଏ ପ୍ରବନ୍ଧ ସଂକଳନ ରହିଛି।

ଉପନ୍ୟାସ ପାଣ୍ଡୁଲିପି ‘ଯୁଯୁତ୍ସା’ ପାଇଁ ଅଳଙ୍କାର ଆଚାର୍ଯ୍ୟ, ଉପନ୍ୟାସ ପାଣ୍ଡୁଲିପି ‘ନିରବତା’ ପାଇଁ ସୋନାଲି ଗଡ଼ନାୟକ, ଉପନ୍ୟାସ ପାଣ୍ଡୁଲିପି ‘ନହକା ଆକାଶ’ ପାଇଁ ବିଭୁ ହୋତା, ଗଳ୍ପ ପାଣ୍ଡୁଲିପି ‘ଜୀବନର ଚଉହଦି’ ପାଇଁ ଭୁବନେଶ୍ୱରୀ ପଣ୍ଡା, ପ୍ରବନ୍ଧ ପାଣ୍ଡୁଲିପି ‘ବାଧିଲା ଜାଣି କ୍ଷମା’ ପାଇଁ ନିଖିଳେଶ ମିଶ୍ର, କବିତା ପାଣ୍ଡୁଲିପି ‘ଗୃହବନ୍ଦୀରେ ଈଶ୍ବର’ ପାଇଁ ରୂପେଶ ସାହୁ, ଗୀତିକବିତା ପାଣ୍ଡୁଲିପି ‘ସୂଚୀପତ୍ର’ ପାଇଁ ବିନୟ ଭୂଷଣ ମହାପାତ୍ର, ଗଳ୍ପ ପାଣ୍ଡୁଲିପି ‘ଆକାଶର ସହଯାତ୍ରା’ ପାଇଁ ସ୍ମୃତିଲଗ୍ନା ନନ୍ଦ, ଉପନ୍ୟାସ ପାଣ୍ଡୁଲିପି ‘ମୁକ୍ତା’ ପାଇଁ ଦେବାଶିଷ ପଣ୍ଡା ଓ କବିତା ପାଣ୍ଡୁଲିପି ‘ରମାଦେବୀରେ ବର୍ଷା’ ପାଇଁ ସ୍ବୟଂ ସମ୍ପର୍ଣ୍ଣା କର ୨୦୨୨ ମସିହା ପାଇଁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କାର ସମୋରାହ ପରେ ଏସବୁ ପାଣ୍ଡୁଲିପି ପେନ୍ ଇନ୍‌ ବୁକ୍ସ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ ପାଇବ।

ଉତ୍ସବରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଭୂଷଣ ଡ. ପ୍ରତିଭା ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବ ଲେଖକମାନଙ୍କୁ ପୁରସ୍କାର ପ୍ରଦାନ କରିବେ । ଏଥିରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି ଡ. ଗାୟତ୍ରୀବାଳା ପଣ୍ଡା ଯୋଗଦେବେ। ଏହି ଅବସରରେ ୫ମ ସଂସ୍କରଣରେ ପୁରସ୍କୃତ ଲେଖକମାନଙ୍କ ବହିଗୁଡ଼ିକ ମଧ୍ୟ ଉନ୍ମୋଚନ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Previous Post

ଚାଷୀଙ୍କ ସବୁ ଧାନ କିଣ, ଏମଏସପି ନିଶ୍ଚିତ କର: ବିଜେଡି

Next Post

ମନ୍ତ୍ରୀଙ୍କୁ କେମିତି ଗୁଳି କଲା ଗୋପାଳ ଦେଖାଇଲା

Next Post
ମନ୍ତ୍ରୀଙ୍କୁ କେମିତି ଗୁଳି କଲା ଗୋପାଳ ଦେଖାଇଲା

ମନ୍ତ୍ରୀଙ୍କୁ କେମିତି ଗୁଳି କଲା ଗୋପାଳ ଦେଖାଇଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA