Wednesday, December 10, 2025 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics Gossips

ଅଛୁଆଁ ହୋଇଗଲେ ପ୍ରସାଦ

by Our Correspondent
28 Jul, 2017- 11:42 AM
in Gossips, Latest News, Politics
1 min read
0
ଅଛୁଆଁ ହୋଇଗଲେ ପ୍ରସାଦ

ନିଃସଙ୍ଗ ହୋଇଯାଇଛନ୍ତି ପ୍ରସାଦ ହରିଚନ୍ଦନ । ହାତଗଣତି ଯେଉଁ କେତେକ ନେତା ସାଙ୍ଗରେ ଥିଲେ ସେମାନେ ଇତିମଧ୍ୟରେ ହାତଛାଡ଼ି ଚାଲିଯାଇଛନ୍ତି । କଟକୀ ବାବୁଙ୍କର ଟ୍ରେଜେରି ବି ପ୍ରସାଦଙ୍କ ପାଇଁ ବନ୍ଦ ହୋଇଯାଇଛି । ଭୁବନେଶ୍ୱରିଆ ମଧ୍ୟମ ଭାଇ ତାଙ୍କୁ ଧରାଛୁଆଁ ଦଉନାହାନ୍ତି । କଂଗ୍ରେସର ମଙ୍ଗୁଆଳ ହୋଇ ମଧ୍ୟ କଂଗ୍ରେସରୁ ଏକଘରିଆ ହୋଇଯିବା ରାଜ୍ୟ କଂଗ୍ରେସ ଇତିହାସରେ ପ୍ରଥମ ଘଟଣା କୁହାଯାଉଛି । ଦିଲ୍ଲୀ ଯୋଡି ହରିପ୍ରସାଦଙ୍କୁ ଧରି ସୋନିଆ, ରାହୁଲଙ୍କ ଶରଣରେ ଥିଲେ ମଧ୍ୟ ତାହା ଆଉ କାଟୁ କରୁନି । ବିଧାୟକମାନେ ତାଙ୍କୁ ଏମିତି ଅଛୁଆଁ କରିଛନ୍ତି ଯେ ପ୍ରସାଦ ମୁହଁ ଦେଖାଇପାରୁନାହାନ୍ତି । କାମରୁ ମନଛାଡ଼ି ଯାଇଛି । ହେଲେ କ’ଣ ହେବ ଥୋବରା ପଣ ଭାଙ୍ଗିନି । ପଦକୁ ଜାବୁଡ଼ି ଧରି ମୌନବ୍ରତ ପାଳୁଛନ୍ତି ସେ । ବିଜେଡ଼ି ଆକାଉଣ୍ଟ ଓ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗରେ ବି ତାଙ୍କର ମୌନତା ଭାଙ୍ଗୁନି । ମଝିରେ ମଝିରେ କଂଗ୍ରେସ ଭବନ ଆସି ସାମ୍ବାଦିକ ସମ୍ମିଳନୀ କରୁଥିଲେ ମଧ୍ୟ ସେତକ ପାଇଁ ସହଯୋଗ ପାଉନାହାନ୍ତି କି ନିଜେ ଖର୍ଚ୍ଚ ପାଣି ଯୋଗାଡ଼ କରିପାରୁନାହାନ୍ତି । ଇତିମଧ୍ୟରେ ନିରଞ୍ଜନ ପଟ୍ଟନାୟକ କୋଲକତା ଯାଇଥିବା ବେଳେ ପ୍ରସାଦଙ୍କ  ଅତି ନିଜର କିଛି ଅନୁଗତ କୋଲକତା ଯାଇ ଗୋପନରେ ତାଙ୍କୁ ଭେଟିଥିବା ଜଣାପଡ଼ିଛି । ଏହି ଖବର ପ୍ରସାଦଙ୍କୁ ଅତ୍ୟନ୍ତ ବ୍ୟଥିତ କରିଦେଇଛି । ଯାହାଙ୍କୁ ନିଜର ଭାବି ଏତେ ଭରସା କରୁଥିଲେ ସେମାନେ ଯେ ଦିନେ ପର କରିଦେବେ ପ୍ରସାଦଙ୍କର ବିଶ୍ୱାସ ପାଉନି । ଜାଣିଲେଣି ଆଉ ନୁହେଁ । ଦିନକାଳ ସରିଆସୁଛି । ଗୁରୁବାର ଦିନ ନରସିଂହ ମିଶ୍ର ରାହୁଲଙ୍କୁ ଭେଟିଲା ପରେ ପ୍ରସାଦଙ୍କ ଛାତି ଅଧିକ କମ୍ପମାନ ହୋଇଛି । କେଉଁ ମୁହୁର୍ତ୍ତରେ ଦିଲ୍ଲୀରୁ ଫୋନ୍ ଆସିବ ସେଇ ଆଶଙ୍କାରେ ଛାନିଆଁ ହୋଇ ରହିଛନ୍ତି । ପଦ ତ ଯିବ ହେଲେ ଦଳରେ ତାଙ୍କର ଅସ୍ତିତ୍ୱ ବି ହଜିଯିବ ବୋଲି ପ୍ରସାଦ ନିଜେ ନିଜେ ପ୍ରମାଦ ଗଣୁଛନ୍ତି ।

Previous Post

ନୀତୀଶଙ୍କ ରାସ୍ତାରେ ନବୀନ !

Next Post

ତିନିତୁଣ୍ଡିଆଙ୍କୁ ଜବାବ ଦେବେ ମହିଆ-ବେଦ !

Next Post
ତିନିତୁଣ୍ଡିଆଙ୍କୁ ଜବାବ ଦେବେ ମହିଆ-ବେଦ !

ତିନିତୁଣ୍ଡିଆଙ୍କୁ ଜବାବ ଦେବେ ମହିଆ-ବେଦ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19125 shares
    Share 7650 Tweet 4781
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5806 shares
    Share 2322 Tweet 1452
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA