Tuesday, January 20, 2026 01:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Editors Pick

ଅପରାଜେୟ ନବୀନ @୭୩

by Our Correspondent
16 Oct, 2018- 12:04 AM
in Editors Pick, Latest News
1 min read
0
ଅପରାଜେୟ ନବୀନ @୭୩
ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ରାଜନୀତି ବାଦ ବିବାଦର ବହୁ ଉପରେ । ୭୩ ବର୍ଷ ପଦାର୍ପଣରେ ବି ତାଙ୍କର ସେହି ବିଶାଳ ବ୍ୟକ୍ତିତ୍ୱ ଓ ନେତୃତ୍ୱ ଥକି ଯାଇନି । ଏହି ମହାନାୟକଙ୍କ ଶୁଭ ଜନ୍ମଦିନ ଅବସରରେ ‘ମିଡ଼ ଡ଼େ ଓଡ଼ିଶା’ ପରିବାର ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ମହାପ୍ରଭୁଙ୍କ ଅଶେଷ କୃପା ତାଙ୍କ ଉପରେ ସେମିତି ରହିଥାଉ । ତାଙ୍କର ସୁଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛୁ ।

“ନବୀନ ପଟ୍ଟନାୟକ । ଦୀର୍ଘ ଦୁଇ ଦଶନ୍ଧୀ ଧରି ଓଡ଼ିଶାବାସୀଙ୍କ ହୃଦୟରେ ରାଜ୍ କରୁଥିବା ମଣିଷଟି । ଖୁବ ନିବିଡ଼ ଭାବରେ ଲୋକେ ତାଙ୍କୁ ଭଲ ପାଉଛନ୍ତି । ଶ୍ରଦ୍ଧା କରୁଛନ୍ତି । ତାଙ୍କ ବ୍ୟକ୍ତିତ୍ୱର ଆକର୍ଷଣ ଏତେ ପ୍ରଖର ଯେ ସେଠି ରାଜନୈତିକ ବାଛବିଚାର କାମ କରୁନାହିଁ । ତାଙ୍କ ବ୍ୟକ୍ତିତ୍ୱରେ କୌଣସି ଯାଦୁ ଭରି ରହିଥିବା ଅନେକଙ୍କ ବିଶ୍ୱାସ । ଏହା ନିଚ୍ଛକ ସତ ଯେ ସମସାମୟିକ ଓଡ଼ିଶା ରାଜନୀତିରେ ତାଙ୍କ ଭଳି ଉଚ୍ଚ ବ୍ୟକ୍ତିତ୍ୱସମ୍ପନ୍ନ ରାଜନେତା ଏଯାଏଁ ଦେଖାନାହାନ୍ତି । ବାପା ବିଜୁ ପଟ୍ଟନାୟକଙ୍କ ପରେ ସେ ହିଁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା ଭାବେ ଆଦୃତ ହୋଇସାରିଛନ୍ତି ।

୫୦ ବର୍ଷ ଅତିକ୍ରାନ୍ତେ ରାଜନୀତିର ଧାର ଧରି ନ ଥିବା ବିଜୁବାବୁଙ୍କର ଏହି ପୁଅ ଯେ ରାଜନୈତିକ ସଫଳତାରେ ବାପାଙ୍କୁ ଟପିଯିବେ ତାହା ଅନେକଙ୍କୁ ଏବେ ବି ଆଶ୍ଚର୍ଯ୍ୟ କରେ । ରାଜନୀତିରେ ପାଦ ଥାପିଲା ଦିନୁ ସଫଳତାର ସିଢ଼ି ଚଢ଼ୁଥିବା ନବୀନଙ୍କୁ ବିଫଳତା ସ୍ପର୍ଶ କରିପାରିନି । ରାଜନୀତିରେ ପରାଜୟ କ’ଣ ଜାଣିନାହାନ୍ତି । ଲଗାତର ଚାରି ଥର ଧରିଲେଣି ଓଡ଼ିଶାର ଶାସନଡୋରି । ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଲା ପରେ ବି ତାଙ୍କର ଲୋକପ୍ରିୟତା ଅତୁଟ ରହିବା ଦେଶର ରାଜନୈତିକ ପଣ୍ଡିତଙ୍କୁ ବି ବିସ୍ମିତ କଲାଣି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କିଛି ଜାତୀୟ ସଂସ୍ଥା ସେମାନଙ୍କ ସର୍ଭେ ରିପୋର୍ଟରେ ନବୀନଙ୍କୁ ପୁଣି ଲୋକପ୍ରିୟତାର ଶୀର୍ଷରେ ରଖିଛନ୍ତି । ଖାଲି ନିଜ ରାଜ୍ୟରେ ନୁହଁନ୍ତି, ନିକଟରେ ଇଣ୍ଡିଆ ଟୁଡେ ସର୍ଭେରେ ସେ ଦେଶରେ ୧ ନଂ ସ୍ଥାନରେ ଅଛନ୍ତି । ଓଡ଼ିଶାର ୫୯ ପ୍ରତିଶତ ଲୋକ ନବୀନ ପୁନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି ।

ଲୋକପ୍ରିୟତାର ଶୀର୍ଷରେ ଥିବା ଏହି ଜନନାୟକଙ୍କ ବୟସ ବଢ଼ିବା ସହ ରାଜନୈତିକ ଘାତ ପ୍ରତିଘାତ ବି ବଢ଼ିଚାଲିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପଞ୍ଚମ ଥର ପାଇଁ ସେ ସିଧାସଳଖ ଜନାଦେଶକୁ ସାମନା କରିବେ । ସେଥିରେ ପୂର୍ବ ସଫଳତା ଦୋହରାଇବେ ବୋଲି ତାଙ୍କର ପ୍ରବଳ ଆତ୍ମବିଶ୍ୱାସ ବାରି ହୋଇପଡିଲାଣି । ତେବେ ତାଙ୍କର ରାଜନୈତିକ ଭବିଷ୍ୟତ ଯାହା ହେଉ ନା କାହିଁକି ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ତାଙ୍କୁ ଜନମାନସରେ ସୁପର୍ ହୀରୋ କରିସାରିଛି । ଆଗକୁ ତାଙ୍କର ଚଲାପଥ ଆହୁରି ସୁଗମିତ ହେଉ ଏହା ହିଁ ତାଙ୍କ ଜନ୍ମଦିନରେ ସମସ୍ତଙ୍କ କାମନା ।”

Previous Post

ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେନି

Next Post

ତିତଲି ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ସହାୟତା

Next Post
ତିତଲି ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ସହାୟତା

ତିତଲି ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA