Monday, May 25, 2026 06:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ପାର୍: ଆଜି ୧୩୭୬ ପଜିଟିଭ୍, ୧୦ ମୃତ

by Our Correspondent
26 Jul, 2020- 12:11 PM
in Latest News, News
1 min read
0
ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ପାର୍: ଆଜି ୧୩୭୬ ପଜିଟିଭ୍, ୧୦ ମୃତ
ଭୁବନେଶ୍ୱର: ୨୨ ତାରିଖରେ ପଜିଟିଭ୍ ଥିଲେ ୧୦୭୮ । ୨୩ରେ ୧୨୬୪ । ୨୪ରେ ୧୫୯୪ । ୨୫ରେ ୧୩୨୦ । ଆଜି ପଜିଟିଭ୍ ଙ୍କ ସଂଖ୍ୟା ୧୩୭୬ । ଏହିଭଳି ଲଗାତର ଭାବେ ରାଜ୍ୟରୁ ପ୍ରତିଦିନ ହଜାର ଉପରେ ବାହାରୁଛନ୍ତି କରୋନା ରୋଗୀ । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ପାର୍ ହୋଇଛି । ଗତ ୨୪ ଘଣ୍ଟାରେ ୩୦ଟି ଯାକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୩୭୬ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୪୫୯ ଲୋକାଲ୍ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମରେ ସୁଧୁରୁନାହିଁ ସ୍ଥିତି । ଜିଲ୍ଲାରୁ ଆଜି ମଧ୍ୟ ସର୍ବାଧିକ ୪୮୪ ପଜିଟିଭ୍ ଅଛନ୍ତି । ସେଭଳି ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତ ୧୮୭ ପଜିଟିଭ୍ ।
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଗତକାଲି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଜି ଆଉ ୧୦ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ସର୍ବାଧିକ ୬ ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୪୦ କୁ ବୃଦ୍ଧି ପାଇଛି । କେବଳ ଗଞ୍ଜାମ ଜିଲ୍ଲାରୁ ୭୯ ଜଣଙ୍କର ମୃତ୍ୟୁ ହେଲାଣି । ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁସଂଖ୍ୟା ୧୭ ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଞ୍ଚିଛି । ୧୫ ହଜର ୯୨୯ ସୁସ୍ଥ ହୋଇସାରିଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯ ହଜାର ୨୮୬ ।
ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୪୮ ହଜାର ୬୬୧ ଆକ୍ରାନ୍ତ ହୋଇଥିବା ବେଳେ ୭୦୫ ଜଣଙ୍କର ଜୀବନ ନେଇଛି କରୋନା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାରରେ ପହଞ୍ଚିଛି । ସେହିଭଳି ମୃତ୍ୟୁସଂଖ୍ୟା ହୋଇଛି ୩୨ ହଜାର ୬୩ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୫, ବାଲେଶ୍ୱର-୨୯, ବରଗଡ଼-୭, ଭଦ୍ରକ-୧୦, ବଲାଙ୍ଗୀର-୧୯, ବୌଦ୍ଧ-୮, କଟକ-୭୫, ଦେବଗଡ଼-୧୧, ଢ଼େଙ୍କାନାଳ-୧୫, ଗଜପତି-୭୪, ଗଞ୍ଜାମ-୪୮୪, ଜଗତସିଂହପୁର-୧୧, ଯାଜପୁର-୮, ଝାରସୁଗୁଡ଼ା-୬, କଳାହାଣ୍ଡି-୧୧, କନ୍ଧମାଳ-୧୨, କେନ୍ଦ୍ରାପଡ଼ା-୧୧, କେଉଁଝର-୧୦୩, ଖୋର୍ଦ୍ଧା-୧୮୭, କୋରାପୁଟ-୭, ମାଲକାନଗିରି-୧୫, ମୟୁରଭଞ୍ଜ-୨୨, ନବରଙ୍ଗପୁର-୨୧, ନୟାଗଡ଼-୩୦, ନୂଆପଡ଼ା-୪, ପୁରୀ-୯୧, ରାୟଗଡ଼ା-୪୫, ସମ୍ବଲପୁର-୧୭, ସୋନପୁର-୫, ସୁନ୍ଦରଗଡ଼-୩୩ ।
Previous Post

କରୋନାକୁ ଜିତିଥିବା ଶତାୟୁ ମହିଳା କହିଲେ ‘ଏହା ଏକ ସାମାନ୍ୟ ଥଣ୍ଡା ରୋଗ’

Next Post

କରୋନା ମୃତକଙ୍କ ପିଲାଙ୍କ ପାଇଁ ‘କିଟ୍’ ରେ ମାଗଣା ପଢ଼ିବାର ସୁଯୋଗ

Next Post
କରୋନା ମୃତକଙ୍କ ପିଲାଙ୍କ ପାଇଁ ‘କିଟ୍’ ରେ ମାଗଣା ପଢ଼ିବାର ସୁଯୋଗ

କରୋନା ମୃତକଙ୍କ ପିଲାଙ୍କ ପାଇଁ ‘କିଟ୍’ ରେ ମାଗଣା ପଢ଼ିବାର ସୁଯୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA