Thursday, May 21, 2026 10:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିରୁ ବାହାରିଲେ ଜଗା-ବଳିଆ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

by Our Correspondent
26 Oct, 2017- 11:42 AM
in Latest News, News
1 min read
0
ଓଟିରୁ ବାହାରିଲେ ଜଗା-ବଳିଆ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ଭୁବନେଶ୍ୱର: ଯାଆଁଳା ଭାଇ ଜଗା-ବଳିଆଙ୍କ ଯୋଡାମୁଣ୍ଡ ଶେଷରେ ଅଲଗା ହୋଇଛି । ଦିଲ୍ଲୀ ଏମସରେ ୧୧ ଘଣ୍ଟାର ଅପରେସନ୍ ପରେ ଜଗା-ବଳିଆ ଅଲଗା ହୋଇଛନ୍ତି । ଦୁହିଁଙ୍କ ମୁଣ୍ଡକୁ ଅଲଗା କଲା ପରେ ଡାକ୍ତରମାନେ ପ୍ରାୟ ୭ ଘଣ୍ଟା ଧରି ପ୍ଲାଷ୍ଟିକ୍ ସର୍ଜରୀ ଅପରେସନ୍ କରିଥିଲେ । ରାତି ପ୍ରାୟ ୨.୪୫ ମିନିଟ୍ ରେ ସେମାନଙ୍କୁ ଅପରେସନ୍ ଥିଏଟରରୁ ବାହାର କରାଯାଇ ଆଇସିୟୁରେ ରଖାଯାଇଛି । ଦୁଇଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏମସ ପକ୍ଷରୁ ସୂଚନା ମିଳିଛି । ୭୨ ଘଣ୍ଟା ପର୍ଯ୍ୟନ୍ତ ଦୁହିଁଙ୍କୁ ଅବସରଭେସନ୍ ରେ ରଖାଯିବ । ଜଗା-ବଳିଆଙ୍କ ଯୋଡାମୁଣ୍ଡର ବିରଳ ଜଟିଳ ଅସ୍ତ୍ରୋପଚାରରେ ଏମସ ଡାକ୍ତରମାନଙ୍କୁ ସଫଳତା ମିଳିବା ସହ ଚିକିତ୍ସା ଜଗତରେ ମାଇଲଖୁଣ୍ଟ ହୋଇଯାଇଛି । ଓଡ଼ିଶା ସମେତ ସାରା ଦେଶରେ ଏହା ଖୁସିର ଲହରି ଖେଳାଇଦେଇଛି । ଜଗା-ବଳିଆଙ୍କ ସୁସ୍ଥତା ପାଇଁ ରାଜ୍ୟବାସୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଜଗା-ବଳିଆଙ୍କ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ପାଇଁ ଗତକାଲି ଭୋର୍ ୫ଟାରେ ଜଗା-ବଳିଆଙ୍କୁ ନ୍ୟୁରୋ ସାଇନ୍ସ ପ୍ରାଇଭେଟ୍ ୱାର୍ଡରୁ ଓଟି ଭିତରକୁ ନିଆଯାଇଥିଲା । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସକାଳ ୯ ଟାରେ ଆରମ୍ଭ ହୋଇଥିଲା ଅପରେସନ୍ । ନ୍ୟୁରୋ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୪୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଅପରେସନ୍ ରେ ସାମିଲ ହୋଇଥିଲେ । ଟିମ୍ ରେ କୌଣସି ବିଦେଶୀ ଡାକ୍ତର ନ ଥିଲେ । ଅପରେସନ୍ ଅନବରତ ଚାଲିବା ପରେ ରାତି ପ୍ରାୟ ୯ଟା ବେଳେକୁ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଡାକ୍ତରମାନେ ସଫଳତାର ସହ ଅଲଗା କରିଥିଲେ । ଶେଷ ଖବର ଅନୁଯାୟୀ ଦୁଇ ଭାଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରମାନେ ଖୁବ୍ ଆଶାବାଦୀ ରହିଛନ୍ତି ।
ଜଗା-ବଳିଆ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ । ପ୍ରଭୃ ଜଗନ୍ନାଥଙ୍କ ନିକଟରେ ମିଡ୍ ଡ଼େ ଓଡ଼ିଶା ପରିବାର ଏତିକି ପ୍ରାର୍ଥନା କରୁଛି ।
Previous Post

ମରୁଡ଼ି ଅଞ୍ଚଳକୁ ପ୍ୟାକେଜ୍

Next Post

ରାଜନୀତିରେ ଶିଖଣ୍ଡି..ସ୍ୱାମୀ ଛାଡ଼ି…

Next Post
ରାଜନୀତିରେ ଶିଖଣ୍ଡି..ସ୍ୱାମୀ ଛାଡ଼ି…

ରାଜନୀତିରେ ଶିଖଣ୍ଡି..ସ୍ୱାମୀ ଛାଡ଼ି...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA