Sunday, May 31, 2026 10:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ ଏପ୍ରିଲ୍ ୧୧,୧୮,୨୩ ଏବଂ ୨୯ରେ ଭୋଟ, ମେ ୨୩ରେ ଗଣତି

by Our Correspondent
10 Mar, 2019- 06:46 PM
in Latest News, National, News
1 min read
0
ଓଡ଼ିଶାରେ ଏପ୍ରିଲ୍ ୧୧,୧୮,୨୩ ଏବଂ ୨୯ରେ ଭୋଟ, ମେ ୨୩ରେ ଗଣତି
Spread the love
ନୂଆଦିଲ୍ଲୀ: ଆଦର୍ଶ ଆଚରଣ ବିଧି ଲାଗୁ ସହ ୨୦୧୯ ମସିହାର ସାଧାରଣ ନିର୍ବାଚନ ତାରିଖ ଆଜି ଘୋଷଣା ହୋଇଛି । ୫୪୩ ଲୋକସଭା ଆସନ ଏବଂ ଆନ୍ଧ୍ରପ୍ରଦେଶ, ସିକିମ, ଅରୁଣାଚଳ ପ୍ରଦେଶ ଓ ଓଡ଼ିଶା ବିଧାନସଭା ପାଇଁ ସମୁଦାୟ ୭ ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଏପ୍ରିଲ ୧୧ରେ ପ୍ରଥମ, ଏପ୍ରିଲ ୧୮ରେ ଦ୍ୱିତୀୟ, ଏପ୍ରିଲ୍ ୨୩ ରେ ତୃତୀୟ ଏବଂ ଏପ୍ରିଲ ୨୯ ରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ହେବ ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ଟି, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି, ତୃତୀୟ ପର୍ଯ୍ୟାୟରେ ୬ଟି ଏବଂ ଚତୁର୍ଥ ପର୍ଯ୍ୟାୟରେ ୬ ଟି ଲୋକସଭା ଆସନ ଏବଂ ସଂପୃକ୍ତ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମେ ୨୩ ରେ ଭୋଟଗଣତି ହେବ ।
୫୪୩ ଲୋକସଭା ଆସନ ପାଇଁ ଏପ୍ରିଲ୍ ୧୧ରୁ ଭୋଟଗ୍ରହଣ ହୋଇ ସମୁଦାୟ ୭ ଟି ପର୍ଯ୍ୟାୟରେ ମେ ୧୯ ରେ ଶେଷ ହେବ । ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଟି ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୭ ଆସନ, ତୃତୀୟ ପର୍ଯ୍ୟାୟରେ ୧୪ ଟି ରାଜ୍ୟର ୧୫ ଆସନ, ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ ଆସନ, ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ ଆସନ, ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଆସନ ଏବଂ ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ୨୨ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟ, ୪ଟି ରାଜ୍ୟରେ ଦୁଇଟି ପର୍ଯ୍ୟାୟ, ଦୁଇଟି ରାଜ୍ୟରେ ତିନୋଟି ପର୍ଯ୍ୟାୟ, ଓଡ଼ିଶା ସମେତ ୪ଟି ରାଜ୍ୟରେ ୪ଟି ପର୍ଯ୍ୟାୟ, ଜାମ୍ମୁ ଓ କାଶ୍ମୀରରେ ୫ଟି ପର୍ଯ୍ୟାୟ ଏବଂ ୟୁପି, ବିହାର ଓ ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।
ନିର୍ବାଚନ ତାରିଖ ଘୋଷଣା ସହ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରିଛନ୍ତି ନିର୍ବାଚନ କମିଶନର । ଚଳିତ ସାଧାରଣ ନିର୍ବାଚନରେ ଦେଶର ୯୦ କୋଟି ଭୋଟର ମତଦାନ କରିବେ । ସାରା ଦେଶରେ ୧୦ ଲକ୍ଷ ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଓଡ଼ିଶାରେ ୩୭,୬୦୬ ମତଦାନ କେନ୍ଦ୍ରରେ ଲୋକ ଭୋଟ ଦେବେ ।
ଆଜି ଅପରାହ୍ନରେ ଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିଲେ ।
Previous Post

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଥର ୩୩% ମହିଳା ଯିବେ ପାର୍ଲିଆମେଣ୍ଟ

Next Post

ଓଡ଼ିଶାରେ କେଉଁଠି କେବେ ଭୋଟ, ଜାଣନ୍ତୁ..

Next Post
ଓଡ଼ିଶାରେ କେଉଁଠି କେବେ ଭୋଟ, ଜାଣନ୍ତୁ..

ଓଡ଼ିଶାରେ କେଉଁଠି କେବେ ଭୋଟ, ଜାଣନ୍ତୁ..

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA