Saturday, May 30, 2026 11:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନା ହଟସ୍ପଟ୍ ରୁ ଭୁବନେଶ୍ୱର ବସ୍ତିକୁ ଫେରିଲେ କ୍ୱାରେଣ୍ଟାଇନ୍

by Our Correspondent
26 Jun, 2020- 09:46 PM
in Latest News, News
1 min read
0
କରୋନା ହଟସ୍ପଟ୍ ରୁ ଭୁବନେଶ୍ୱର ବସ୍ତିକୁ ଫେରିଲେ କ୍ୱାରେଣ୍ଟାଇନ୍
Spread the love
ଭୁବନେଶ୍ୱର: କରୋନା ହଟସ୍ପଟ୍ ପାଲିଟିଥିବା ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଏବଂ ଯାଜପୁର ଜିଲ୍ଲାରୁ ଭୁବନେଶ୍ୱର ବସ୍ତି ଅଞ୍ଚଳକୁ ଫେରୁଥିବା ଲୋକମାନେ କ୍ୱାରେଣ୍ଟାଇନ୍ ରେ ରହିବେ । ବିଏମସି ପକ୍ଷରୁ ସେମାନଙ୍କ ପାଇଁ ୧୪ ଦିନିଆ ସରକାରୀ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ବସ୍ତିଞ୍ଚରେ ଛୋଟ ଘର ଏବଂ ସାମାଜିକ ଦୂରତା ପ୍ରତିବନ୍ଧକ ଦୃଷ୍ଟିରୁ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ଅନୁମତି ଦିଆଯିବନି ।
ଲକ୍ ଡାଉନ୍ କୋହଳ ହୋଇଥିବାରୁ ବିଭିନ୍ନ ଜିଲ୍ଲାରୁ ଲୋକେ ଜୀବିକା ପାଇଁ ଭୁବନେଶ୍ୱର ଫେରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ରହନ୍ତି । ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବା ପାଇଁ ଏହି ନିୟମ ଲାଗୁ କରାଯାଇଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
୫ଟି ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ଆକ୍ଟିଭ୍ ସ୍ଲମ୍ ସର୍ଭିଲାନ୍ସ ଟିମ୍ ଗଠନ କରାଯାଇଛି । ସ୍ଲମ୍ କମିଟି ମଧ୍ୟ ଏ ଦିଗରେ କାର୍ଯ୍ୟ କରିବେ । ବିଏମସିର ଆକ୍ଟିଭ୍ ସ୍ଲମ୍ ସର୍ଭିଲାନ୍ସ ଟିମ୍ ଭୁବନେଶ୍ୱର ଫେରୁଥିବା ଲୋକଙ୍କୁ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ର ପଠାଇବାର ବ୍ୟବସ୍ଥା କରିବେ ବୋଲି ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୭୪ରେ ପହଞ୍ଚିଲାଣି । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୨ ଆକ୍ଟିଭ୍ କେସ୍ ଅଛନ୍ତି । ସହରର ବିଭିନ୍ନ ହସ୍ପିଟାଲ୍ ରେ କାର୍ଯ୍ୟ କରୁଥିବା ୩୯ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ଆହୁରି ଚିନ୍ତାଜନକ ହୋଇଛି । ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବା ପାଇଁ ବିଏମସି ଆଖିରୁ ନିଦ ହଜିଯାଇଛି । ସହରର ୧୦ଟି ଘରୋଇ ହସ୍ପିଟାଲ୍ କୁ ସିଲ୍ କରାଯାଇ ବ୍ୟାପକ ଯାଞ୍ଚ ଚାଲିଛି । ସାଲିଆସାହି ଏବଂ ସୁବାସ ନଗର ବସ୍ତିରେ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିଛି ।
ବିଏମସି କମିଶନରଙ୍କ ସୂଚନା ଅନୁଯାୟୀ, ସାଲିଆସାହିରେ ୧୦ ରାଉଣ୍ଡ୍ ଆକ୍ଟିଭ୍ ସର୍ଭେଲାନ୍ସ ଜରିଆରେ ୫୦୦ ଲୋକଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା ବେଳେ ସୁବାସ ନଗର ବସ୍ତିରେ ୬ ରାଉଣ୍ଡ୍ ରେ ୫୦ ରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ତେବେ ସୁଖର କଥା ସମସ୍ତଙ୍କର ନେଗେଟିଭ୍ ଆସିଛି ।
Previous Post

ଏମର୍ଜେନ୍ସୀ: ସେକାଳର, ଏକାଳର…

Next Post

ଫେଜ୍-୨: କିସ୍ ପିଲାଙ୍କ ପାଖକୁ ଗଲା ଖାଦ୍ୟ ଓ ବହି

Next Post
ଫେଜ୍-୨: କିସ୍ ପିଲାଙ୍କ ପାଖକୁ ଗଲା ଖାଦ୍ୟ ଓ ବହି

ଫେଜ୍-୨: କିସ୍ ପିଲାଙ୍କ ପାଖକୁ ଗଲା ଖାଦ୍ୟ ଓ ବହି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA