Sunday, May 31, 2026 02:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଟତି ଫେରିପାଇଲେ ସଞ୍ଜୟ ଦାସବର୍ମା

by Our Correspondent
01 Mar, 2020- 01:30 PM
in Latest News, News, Politics
1 min read
0
କାଟତି ଫେରିପାଇଲେ ସଞ୍ଜୟ ଦାସବର୍ମା
Spread the love

ଯୋଜନା ବୋର୍ଡ ଉପାଧ୍ୟକ୍ଷ(କ୍ୟାବିନେଟ୍ ପାହ୍ୟା)ରେ ନିଯୁକ୍ତି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ଟାଣୁଆ ନେତା ସଞ୍ଜୟ କୁମାର ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କ୍ୟାବିନେଟ୍ ପାହ୍ୟା ସହ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ଦେଇଛନ୍ତି । ଗତ ନିର୍ବାଚନରେ ବ୍ରହ୍ମଗିରି ଆସନରୁ ହାରିଯାଇଥିଲେ ସଞ୍ଜୟ । ଦଳ ପାଇଁ ବଡ଼ ଆସେଟ୍ କୁହାଯାଉଥିବା ଏହି ଟାଣୁଆ ନେତାଙ୍କୁ ସରକାରର କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରୁଥିବା ବହୁ ପୂର୍ବରୁ ଶୁଣାଯାଉଥିଲା । ଯାହା ଆଜି ସତ ପ୍ରମାଣିତ ହୋଇଛି ।
ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରେ ନିଯୁକ୍ତି ପାଇଲା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସଞ୍ଜୟ ଦାସବର୍ମା । ରାଜ୍ୟ ଯୋଜନା ବୋର୍ଡର ନୂଆ ରୂପରେଖ ପ୍ରସ୍ତୁତ କରାଯାଇ କ୍ରିୟାଶୀଳ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି କହିଛନ୍ତି ।
୨୦୦୯ ଏବଂ ୨୦୧୪ରେ ବ୍ରହ୍ମଗିରି ଆସନରୁ କଂଗ୍ରେସର ଟାଣୁଆ ନେତା ଲୁଲୁ ମହାପାତ୍ରଙ୍କୁ ହରାଇ ବିଧାୟକ ନିର୍ବାଚିତ ହୋଇଥିଲେ ସଞ୍ଜୟ । ଦ୍ୱିତୀୟ ଥରରେ ମନ୍ତ୍ରୀମଣ୍ଡଳରେ ସେ ସ୍ଥାନ ପାଇଥିଲେ । ଖାଦ୍ୟ ଓ ସାଧାରଣ ଯୋଗାଣ ବିଭାଗ ଦାୟିତ୍ୱରେ ସେ ନିଜର ଦକ୍ଷତା ଦେଖାଇଥିଲେ । ଦୀର୍ଘ ବର୍ଷ ଧରି ଯୁବ ବିଜେଡ଼ିର ନେତୃତ୍ୱ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ସଂଗଠନକୁ ଶକ୍ତିଶାଳୀ କରିଥିଲେ । ଏଥର ନିର୍ବାଚନରେ ପରାଜିତ ହେଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଦକ୍ଷତାର ଉପଯୋଗ କରିବା ପାଇଁ ସଂଗଠନ ଦାୟିତ୍ୱ ଦେଇଥିଲେ । ବିଜେଡ଼ି ମୁଖ୍ୟାଳୟ(ସଂଗଠନ)ର ସାଧାରଣ ସମ୍ପାଦକ ଭାବେ ଏବେ ସେ ଦାୟିତ୍ୱ ତୁଲାଉଛନ୍ତି ।
ସଞ୍ଜୟଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପଠାଇବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ଏବେ ନୂଆ ନିଯୁକ୍ତି ପାଇଲା ପରେ ରାଜ୍ୟସଭା ଚର୍ଚ୍ଚାରୁ ତାଙ୍କ ନାଁ ହଟିଯାଇଛି ।
Previous Post

‘ସାଧାରଣ ମଣିଷ ହିଁ ପ୍ରକୃତ ମାଷ୍ଟର୍’

Next Post

ଏସସିବି ପାଇଁ ୧୦ ଜଣ ବିଶ୍ୱବିଖ୍ୟାତ ଡାକ୍ତରଙ୍କୁ ଡାକିଆଣିଲେ ମୁଖ୍ୟମନ୍ତ୍ରୀ

Next Post
ଏସସିବି ପାଇଁ ୧୦ ଜଣ ବିଶ୍ୱବିଖ୍ୟାତ ଡାକ୍ତରଙ୍କୁ ଡାକିଆଣିଲେ ମୁଖ୍ୟମନ୍ତ୍ରୀ

ଏସସିବି ପାଇଁ ୧୦ ଜଣ ବିଶ୍ୱବିଖ୍ୟାତ ଡାକ୍ତରଙ୍କୁ ଡାକିଆଣିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA