Tuesday, May 19, 2026 07:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲିଠାରୁ ଅନଲାଇନ୍ ରେ ମିଳିବ ମଦ

by Our Correspondent
23 May, 2020- 07:10 PM
in Latest News, News
1 min read
0
କାଲିଠାରୁ ଅନଲାଇନ୍ ରେ ମିଳିବ ମଦ

ଏମଆରପି ଉପରେ ୫୦% ସ୍ୱତନ୍ତ୍ର କୋଭିଡ ଫି

ଭୁୁବନେଶ୍ୱର: କାଲିଠାରୁ ଅନଲାଇନ୍ ରେ ମିଳିଯିବ ମଦ । ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି । ଅର୍ଡର ଦେବାର ୬ ଘଣ୍ଟାରେ ଜିନିଷ ପହଞ୍ଚିବ । ତେବେ ଗରାଖଙ୍କ ପାଇଁ ଏହା ମହଙ୍ଗା ହେବ । ବିଦେଶୀ ମଦ ଓ ବିୟର ଉପରେ ଲାଗିବ କୋଭିଡ ଫି । ଏମଆରପି ଉପରେ ଗରାଖଙ୍କୁ ୫୦% ସ୍ୱତନ୍ତ୍ର କୋଭିଡ ଫି ଦେବାକୁ ପଡ଼ିବ । ଏହି ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ । ଆଜି ଅବକାରୀ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
ସବୁ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ହୋମ୍ ଡେଲିଭରି ଦେବେ । କଣ୍ଟେନମେଣ୍ଟ ଜୋନ୍ ଛାଡ଼ିଦେଲେ ଅନ୍ୟ ସବୁଠି ହୋମ୍ ଡେଲିଭରି ହେବ । ମଦ ଦୋକାନ ଆଗରେ ଏକ ଡିସପ୍ଲେ ରହିବ ଯେଉଁଥିଲେ ସଂପୃକ୍ତ କାଉଣ୍ଟର୍ ର ଫୋନ୍ ନମ୍ବର, ହ୍ୱାଟସ୍ ଆପ ନମ୍ବର, ଇ-ମେଲ୍ ଆଇଡି, ୟୁପିଆଇ ତଥ୍ୟ ରହିବ । ମୋବାଇଲ୍, ହ୍ୱାଟସ୍ ଆପ୍, ଏସଏମଏସ୍ ଆଦି ଜରିଆରେ ଗରାଖ ନିଜର ଠିକଣା ସହ ଜିନିଷ ଅର୍ଡର ଦେବେ । ଅବକାରୀ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସର୍ଭିସ୍ ପ୍ରୋଭାଇଡର୍ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ନେଇ ଜିନିଷ ପହଞ୍ଚାଇଦେବେ ।
ହୋମ୍ ସର୍ଭିସ୍ ଖର୍ଚ୍ଚ ଗରାଖଙ୍କୁ ଦେବାକୁ ପଡ଼ିବ । ୧ ହଜାର ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ପଡ଼ିବ ୧୦୦ ଟଙ୍କା । ତାପରେ ପ୍ରତି ୫୦୦ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ହୋମ ଡେଲିଭରି ଚାର୍ଜ ୩୦୦ ଟଙ୍କାରୁ ଅଧିକ ହୋଇପାରିବନି । ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହୋମ୍ ଡେଲିଭରି ହେବ । ଡେଲିଭରି ଭୟ କୋଭିଡ୍ ଗାଇଡଲାଇନ୍ ଭିତରେ କାମ କରିବେ । ୬ ଫୁଟ୍ ଦୂରତ୍ୱ ଏବଂ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଗରାଖ ନଗଦ ଟଙ୍କା ଦେଇପାରିବେ । କାର୍ଡରେ ପେମେଣ୍ଟ କଲେ ଆହୁରି ଭଲ ।
ଓଏସବିସି ୱେସାଇଟ ocbc.co.in. ରେ ଜିଲ୍ଲାୱାରୀ ତଥ୍ୟ ରହିବ । ମଦର ମୂଲ୍ୟ ମଧ୍ୟ ରହିବ । ତେଣୁ ଗରାଖ ଠକାମୀରେ ପଡ଼ିବେ ନାହିଁ ।
Previous Post

ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ମିଳିଗଲା ଟଙ୍କା

Next Post

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

Next Post
ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA