Sunday, May 31, 2026 02:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟିକେଟ ପାଇଲେନି ଦେବାଶିଷ ନାୟକ, ଶଶୀ ବେହେରା

by Our Correspondent
01 Apr, 2019- 08:46 PM
in Latest News, News, Politics
1 min read
0
ଟିକେଟ ପାଇଲେନି ଦେବାଶିଷ ନାୟକ, ଶଶୀ ବେହେରା
Spread the love
ଭୁବନେଶ୍ୱର: କଟକ ଲୋକସଭା ଆସନ ସମେତ ୯ଟି ବିଧାନସଭା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । କଟକରୁ ପୁନର୍ବାର ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରାଯାଇଛି । ସବୁଠାରୁ ବଡ଼ କଥାଟି ହେଲା, ବରୀ ଆସନ ଦଖଲରେ ରହିଥିବା ଦେବାଶିଷ ନାୟକଙ୍କୁ ଏଥର ଟିକେଟ ଦେଇନାହାନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ଜାଗାରେ ଜଣେ ନୂଆମୁହଁ ସୁନନ୍ଦା ଦାସଙ୍କୁ ନବୀନ ସୁଯୋଗ ଦେଇଛନ୍ତି । ସେହିଭଳି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଟିକେଟ କଟିଯାଇଛି । ତାଙ୍କ ଜାଗାରେ ଅରବିନ୍ଦ ଢ଼ାଲିଙ୍କୁ ଜୟଦେବ ଆସନକୁ ଫେରାଇ ଅଣାଯାଇଛି ।
ବେଗୁନିଆ ଆସନରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହଟାଯାଇ ଚିଲିକା ଆସନ ଦିଆଯାଇଛି । ବେଗୁନିଆରୁ ପ୍ରାର୍ଥୀ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ । ଖୋର୍ଦ୍ଧା ଆସନରୁ ଜିତୁ ମିତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ନିକଟରେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ ଶ୍ରୀ ମିତ୍ର । ସେହିଭଳି ବିଜେପି ଛାଡ଼ି ଆସିଥିବା ରାଜକିଶୋର ଦାସଙ୍କୁ ମୋରଡ଼ା ଆସନରୁ ପ୍ରାର୍ଥୀ କରାଯାଇଛି । ଏହି ଆସନରେ ଥିବା ବିଧାୟକ ପ୍ରବୀଣ ଚନ୍ଦ୍ର ଭଂଜଦେଓ ଆଜି ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ବସ୍ତାରୁ ନିତ୍ୟାନନ୍ଦ ସାହୁ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି । ରାଇରଙ୍ଗପୁରରୁ ବାସନ୍ତୀ ମାରାଣ୍ଡି ପ୍ରାର୍ଥୀ ହୋଇଥିବା ବେଳେ ଦେବଗଡ଼ରୁ ରୋମାଞ୍ଚ ରଂଜନ ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି ।
ବିଜେଡ଼ି ପ୍ରାର୍ଥୀ ତାଲିକା
ଲୋକସଭା
କଟକ- ଭର୍ତ୍ତୃହରି ମହତାବ
ବିଧାନସଭା
ଚିଲିକା- ପ୍ରଶାନ୍ତ ଜଗଦ୍ଦେବ
ବେଗୁନିଆ- ରାଜେନ୍ଦ୍ର ସାହୁ
ଖୋର୍ଦ୍ଧା- ଜିତୁ ମିତ୍ର
ଜୟଦେବ- ଅରବିନ୍ଦ ଢ଼ାଲି
ବରି- ସୁନନ୍ଦା ଦାସ
ଦେବଗଡ଼- ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ମୋରଡ଼ା- ରାଜକିଶୋର ଦାସ
ରାଇରଙ୍ଗପୁର- ବାସନ୍ତୀ ମାରାଣ୍ଡି
ବସ୍ତା- ନିତ୍ୟାନନ୍ଦ ସାହୁ
Previous Post

ପିପିଲିରୁ ପୁଣି ମହାରଥୀ, ଦାମଙ୍କୁ ଫାଇଟ୍ ଦେବେ ରଘୁନନ୍ଦନ

Next Post

କଥା ରଖିପାରିଲେନି ଧର୍ମେନ୍ଦ୍ର

Next Post
କଥା ରଖିପାରିଲେନି ଧର୍ମେନ୍ଦ୍ର

କଥା ରଖିପାରିଲେନି ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA