Tuesday, May 13, 2025 09:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics Gossips

ତିନିତୁଣ୍ଡିଆଙ୍କୁ ଜବାବ ଦେବେ ମହିଆ-ବେଦ !

by Our Correspondent
29 Jul, 2017- 12:13 AM
in Gossips, Latest News, Politics
1 min read
0
ତିନିତୁଣ୍ଡିଆଙ୍କୁ ଜବାବ ଦେବେ ମହିଆ-ବେଦ !
ବିଜେଡ଼ି ଆକାଉଣ୍ଟ ଓ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ ଉପରେ ବିଜେପିକୁ କାଉଣ୍ଟର କରିବେ ବିଜେଡ଼ି ବିଧାୟକ ମହୀଧର ରଣା ଓ ବେଦବ୍ୟାସ ନାଏକ । ପିନାକୀ ମିଶ୍ର କି ପ୍ରତାପ ଦେବ ନୁହଁନ୍ତି, ତାଙ୍କ ବଦଳରେ ମହିଆ ଓ ବେଦଙ୍କୁ କାଉଣ୍ଟର ଦାୟିତ୍ୱ ଦେବାକୁ ଦଳର କିଛି ନେତା କୁଆଡେ ସୁପ୍ରିମୋଙ୍କୁ ପରାମର୍ଶ ଦେଇଛନ୍ତି । ଏହା ପଛର ଚାଲ୍ ବି ସେମାନେ ବୁଝାଇ ଦେଇଛନ୍ତି । ସକାଳ ପାଇଲେ ବିଜେପିର ତିନି ତୁଣ୍ଡିଆ ସଜ୍ଜନ, ସମୀର ଏବଂ ଗୋଲକ ପ୍ରେସ୍ ମିଟ୍ ରେ ମାତୁଛନ୍ତି । ବିଜେଡ଼ି ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷୁଛନ୍ତି । ନିଜେ ତଥ୍ୟ ନ ବୁଝନ୍ତୁ ପଛେ ଲେଖା କାଗଜ ଖଣ୍ଡେ ପଢ଼ି ଗଣମାଧ୍ୟମର ଚର୍ଚ୍ଚାରେ ରହୁଛନ୍ତି । ଏପଟେ ବିଜେଡ଼ି ପ୍ରତିଦିନ ଏହାର ଜବାବ ରଖୁଛି । ଦଳର ମୁଖ୍ୟ ମୁଖପାତ୍ର ବନିଥିବା ପ୍ରତାପ ଦେବ ବିଜେପିର ଜବାବ ଦେବାକୁ ସକାଳୁ ସଜବାଜ ହୋଇ ବସୁଛନ୍ତି । ସମୀର ଦାଶ ବି ଟିଭିରେ ଟିକେ ମୁହଁ ଦେଖେଇ ଦେବାକୁ  କଳା ଗଗଲେସ୍ ପିନ୍ଧି ସଚିବାଳୟରେ ରାଉଣ୍ଡ ମାରୁଛନ୍ତି । ଶେଷରେ ପିନାକୀ ମିଶ୍ରଙ୍କୁ ସୁପ୍ରିମୋ କାମରେ ଲଗାଇଛନ୍ତି । ବିଜେଡ଼ିର କିଛି ମହଲ କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି । ସେମାନଙ୍କର ଯୁକ୍ତି, ଏହାଦ୍ୱାରା ବିଜେପିର ତିନି ତୁଣ୍ଡିଆଙ୍କ ଭାଉ ବଢୁଛି । ବିଜେଡ଼ି ସେମାନଙ୍କୁ ଗୁରୁତ୍ୱ ଦେଇ ଭାଉ ବଢ଼ାଉଛି । ତେଣୁ ପ୍ରତାପ କି ପିନାକୀ ନୁହଁନ୍ତି ମହୀଧର ଏବଂ ବେଦବ୍ୟାସଙ୍କୁ ଏହି କାମରେ ଲଗାଇଦେଲେ ତିନିତୁଣ୍ଡିଆ ଠିକ୍ ସାବାଡ଼ ହୁଅନ୍ତେ । ନିଜ କଥାର ଗୁରୁତ୍ୱ ନାହିଁ ବୋଲି ବୁଝିଯାଆନ୍ତେ । ବିଜେଡ଼ି ଏହି ମହଲର ଭିତିରିଆ ଯୁକ୍ତି, ଆମେ ଯେତେ ସଫେଇ ଦେଲେ ବି ଆକାଉଣ୍ଟ ଓ ଖର୍ଚ୍ଚ ଅନିୟମିତତା କଥାଟି ଶତ ପ୍ରତିଶତ ଶତ । ପ୍ରତି ରାଜନୈତିକ ଦଳରେ ଏମିତି ହୋଇଥାଏ । ଏହି ପୃଷ୍ଠଭୂମିରେ ସେମାନେ ନିରଞ୍ଜନ ପଟ୍ଟନାୟକଙ୍କ ଉକ୍ତି ଉଲ୍ଲେଖ କରିଛନ୍ତି । ନିରଞ୍ଜନ ଯାହା କହିଛନ୍ତି ସେଥିରେ ବିଲକୁଲ୍ ମିଛ ନାହିଁ । ସୁତରାଂ ବିରୋଧୀଙ୍କ ଅଭିଯୋଗକୁ ଅଣଦେଖା କରିଦେଲେ କାମ ସରନ୍ତା । ଆଇନ ଲଢ଼େଇରେ କାହାର ଜିତାପଟ ତାହା ଅଲଗା କଥା । ହେଲେ ରାଜନୀତି ଖେଳରେ ଗୁଗୁଲି ମାରି ବିଜେପିର ଭାଉକୁ ରୋକିବା ଦରକାର ବୋଲି ସେମାନଙ୍କର ଯୁକ୍ତି ।
Previous Post

ଅଛୁଆଁ ହୋଇଗଲେ ପ୍ରସାଦ

Next Post

ବିଜେପି-ବିଜେଡ଼ି କଳିରେ ନବୀନ ଘାଇଲା

Next Post
ବିଜେପି-ବିଜେଡ଼ି କଳିରେ ନବୀନ ଘାଇଲା

ବିଜେପି-ବିଜେଡ଼ି କଳିରେ ନବୀନ ଘାଇଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA