Friday, May 15, 2026 04:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦଳଡିଆଁ ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

by Our Correspondent
24 Mar, 2019- 10:13 AM
in Latest News, News
1 min read
0
ଦଳଡିଆଁ ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ
ଭୁବନେଶ୍ୱର: ବିଜେଡ଼ି ଟିକେଟରୁ ବଂଚିତ ହୋଇ ବିଜେପିରେ ଯୋଗଦେଇଥିବା ୫ ବିଧାୟକ ସେମାନଙ୍କ ପଦ ହରାଇଛନ୍ତି । ଗତକାଲି ରାତିରେ ବାଚସ୍ପତି ପ୍ରଦୀପ ଅମାତ୍ ସେମାନଙ୍କ ସଭ୍ୟପଦ ରଦ୍ଦ କରିଦେଇଛନ୍ତି । ଏହି ବିଧାୟକମାନେ ହେଲେ ଗୁଣୁପୁରର ତ୍ରିନାଥ ଗମାଙ୍ଗ, ଦଶପଲ୍ଲାର ପୂର୍ଣ୍ଣଚନ୍ଦ୍ର ନାୟକ, ଆସ୍କାର ଦେବରାଜ ମହାନ୍ତି, ନୀଳଗିରିର ସୁକାନ୍ତ ନାୟକ ଏବଂ ମୋହନାର ଶ୍ରୀମତୀ ବାସନ୍ତୀ ମଲ୍ଲିକ । ସଭ୍ୟ ପଦ ରଦ୍ଦ ହୋଇଥିବାରୁ ସେମାନେ ଆଉ ବିଧାୟକ ହୋଇନାହାନ୍ତି ।
ବିଜେଡ଼ିରୁ ଇସ୍ତଫା ଦେଇଥିବା ଏହି ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଗତକାଲି ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର ଦେଇଥିଲେ । ଶ୍ରୀ ଶତପଥୀ ଦର୍ଶାଇଥିଲେ ଯେ ୫ ବିଧାୟକ ବିଜେଡ଼ି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଲୋକମତକୁ ବିଭ୍ରାନ୍ତ କରିଛନ୍ତି । ସ୍ୱଇଚ୍ଛାରେ ବିଜେଡ଼ିରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ତେଣୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସେମାନେ ଆଉ ବିଧାୟକ ହୋଇ ରହିବାର ଅଧିକାର ନାହିଁ । ସମ୍ବିଧାନର ଦଶମ ଅନୁଚ୍ଛେଦର ଧାରା ୧୯୧ ଓ ଉପଧାରା ୨ର ନିୟମ ୧୮୭ ଅନୁଯାୟୀ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ପଦକ୍ଷେପ ନେବା ପାଇଁ ବାଚସ୍ପତିଙ୍କୁ ସେ ଅନୁରୋଧ କରିଥିଲେ । ବାଚସ୍ପତି ଏହି ପିଟିସନ୍ କୁ ଅନୁଧ୍ୟାନ କଲା ପରେ ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ଗତକାଲି ବିଳମ୍ବିତ ରାତିରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
Previous Post

ବିଦ୍ରୋହୀଙ୍କ କବଜାରେ ରାଜ୍ୟ ବିଜେପି ଅଫିସ

Next Post

ନବୀନଙ୍କ ଦୃଢ଼ୋକ୍ତି: ୨୧ରୁ ୨୧ଶଙ୍ଖ, କେନ୍ଦ୍ର ସରକାର ଗଠନର ଚାବିକାଠି ବିଜେଡ଼ି

Next Post
ନବୀନଙ୍କ ଦୃଢ଼ୋକ୍ତି: ୨୧ରୁ ୨୧ଶଙ୍ଖ, କେନ୍ଦ୍ର ସରକାର ଗଠନର ଚାବିକାଠି ବିଜେଡ଼ି

ନବୀନଙ୍କ ଦୃଢ଼ୋକ୍ତି: ୨୧ରୁ ୨୧ଶଙ୍ଖ, କେନ୍ଦ୍ର ସରକାର ଗଠନର ଚାବିକାଠି ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA