Wednesday, April 29, 2026 11:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ହୃଦୟ ବିଶାଳ: ସୁବ୍ରମଣ୍ୟମ ସ୍ୱାମୀ

by Our Correspondent
05 Dec, 2018- 10:45 AM
in Latest News, News
1 min read
0
ନବୀନଙ୍କ ହୃଦୟ ବିଶାଳ: ସୁବ୍ରମଣ୍ୟମ ସ୍ୱାମୀ
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ଦେଶର ଜଣାଶୁଣା ବୁଦ୍ଧିଜୀବୀ ଡ. ସୁବ୍ରମଣ୍ୟମ ସ୍ୱାମୀଙ୍କ ନଜରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟ ବିଶାଳ । ଅଭିଜିତ୍ ଆୟର ମିତ୍ରଙ୍କୁ ସରକାର କ୍ଷମା କରିଦେଇ ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେଲା ପରେ ଡ. ସ୍ୱାମୀ ଟୁଇଟ୍ କରି ନବୀନଙ୍କର ଉଚ୍ଚପ୍ରଶଂସା କରିଛନ୍ତି । ଅଭିଜିତ୍ ଙ୍କ ପାଇଁ ଜେଲ୍ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇ ତାଙ୍କ ଜାମିନ୍ ଆବେଦନ ଅଗ୍ରାହ୍ୟ କରିବା ସତ୍ତ୍ୱେ ଓଡିଶା ସରକାର ତାଙ୍କ ବିରୋଧରେ ମାମଲାଗୁଡ଼ିକର ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକର ଏହା ବିଶାଳ ହୃଦୟ ଓ ଓଡ଼ିଶା ବିଧାନସଭାର ବୁଦ୍ଧିମତା ବୋଲି ଡ. ସ୍ୱାମୀ ଲେଖିଛନ୍ତି । ଚାରି ଅକ୍ଷରର ଫାଉଲ୍ ଶଦ୍ଦ ସଂସ୍କୃତି ନୁହଁ, ଏକଥା ଅଭିଜିତ୍ ଶିଖିବା ଦରକାର ବୋଲି ସେ ଲେଖିଛନ୍ତି ।
କୋଣାର୍କ ମନ୍ଦିର, ଶ୍ରୀମନ୍ଦିର, ଓଡ଼ିଶାର ଅସ୍ମିତା, ଓଡ଼ିଶାର ବିଧାୟକଙ୍କ ପ୍ରତି ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇ ପୁଲିସ ମାମଲାରେ ପଡ଼ିଥିଲେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର । ବୈଜୟନ୍ତ ତାଙ୍କୁ ଓଡ଼ିଶା ଆଣି ନିଜ ହେଲିକପ୍ଟରରେ ପୁରୀ, କୋଣାର୍କ ଓ ଚିଲିକା ବୁଲାଇବା ଖବର ଚର୍ଚ୍ଚାରେ ଥିବା ବେଳେ ସୋସିଆଲ୍ ମିଡ଼ିଆରେ ଅଭିଜିତ୍ ଙ୍କ ଏହି କାରନାମା ଆସିଥିଲା । ଅଭିଜିତ୍ ଙ୍କ ଅରୁଚିକର ମନ୍ତବ୍ୟ ଓଡ଼ିଶାବାସୀଙ୍କୁ ଆଘାତ ଆଣି ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଓଡ଼ିଶା ବିଧାନସଭାରେ ମଧ୍ୟ ଉଦବେଗ ପ୍ରକାଶ ପାଇ ଗୃହ କମିଟି ଗଠନ ହୋଇଥିଲା । ପରବର୍ତ୍ତୀ ସମୟରେ ଅକ୍ଟୋବର ୨୩ ତାରିଖରେ ଅଭିଜିତ୍ ଗିରଫ ହୋଇ ଜେଲ୍ ଯାଇଥିଲେ । ଇତିମଧ୍ୟରେ ଗୃହ କମିଟିରେ ହାଜର ହୋଇ ଅଭିଜିତ୍ ନିଜ ଭୁଲ୍ ପାଇଁ କ୍ଷମା ମାଗିବା ପରେ ଗୃହ କମିଟି ତାଙ୍କୁ କ୍ଷମା ଦେଇଥିଲା । ଶେଷରେ ସରକାର ମଧ୍ୟ ତାଙ୍କ କ୍ଷମାପ୍ରାର୍ଥନା ଗ୍ରହଣ କରିଛନ୍ତି ଏବଂ ତାଙ୍କ ବିରୋଧରେ ହୋଇଥିବା ମାମଲାଗୁଡ଼ିକର ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଅଭିଜିତ୍ ଙ୍କ ମନ୍ତବ୍ୟ ଝଡ଼ ସୃଷ୍ଟି କଲାଦିନୁ ତାଙ୍କର ବନ୍ଧୁ ବୈଜୟନ୍ତ ପଣ୍ଡା ଉପରଠାଉରିଆ ଭାବେ ଡେରିରେ ଘଟଣାକୁ ନିନ୍ଦା କରିଥିଲେ ମଧ୍ୟ ତାଙ୍କ ବିରୋଧରେ ଦଣ୍ଡବିଧାନକୁ ସମାଲୋଚନା କରି ଆସୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜନମତ ସୃଷ୍ଟି ପାଇଁ ତାଙ୍କ କଳକୁ ଲଗାଇ ଦେଇଥିବା ଚର୍ଚ୍ଚା ହୋଇଥିଲା । ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଜୟନ୍ତଙ୍କ ସ୍ତାବକମାନେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଅଭିଜିତ୍ ଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଥିଲେ । କୁହାଯାଉଥିଲା, ଅଭିଜିତ୍ ଙ୍କ ଜାମିନ୍ ପାଇଁ ଡ. ସୁବ୍ରମଣ୍ୟମ ସ୍ୱାମୀଙ୍କ ଓକିଲ ଟିମ୍ ଲାଗିଥିଲେ । ତେବେ ଅଭିଜିତ୍ ଙ୍କୁ ସରକାର କ୍ଷମା ଦେବା ପରେ ପ୍ରଥମ ବ୍ୟକ୍ତି ଭାବେ ଡ. ସ୍ୱାମୀ ନବୀନଙ୍କୁ ପ୍ରଶଂସା କରି ତାଙ୍କ ହୃଦୟ ବିଶାଳ ବୋଲି କହିବା ବିରୋଧୀମାନଙ୍କୁ ଶକ୍ତ ଚାପୁଡ଼ା ଭଳି ହୋଇଛି ।
Previous Post

ଅଭିଜିତ୍ ଆୟାରଙ୍କୁ କ୍ଷମା କରିଦେଲେ ସରକାର

Next Post

୩୩% ମହିଳା ସ୍ଥାନ ସଂରକ୍ଷଣ ପାଇଁ ଆକ୍ସନ୍ ମୁଡ୍ ରେ ନବୀନ

Next Post
୩୩% ମହିଳା ସ୍ଥାନ ସଂରକ୍ଷଣ ପାଇଁ ଆକ୍ସନ୍ ମୁଡ୍ ରେ ନବୀନ

୩୩% ମହିଳା ସ୍ଥାନ ସଂରକ୍ଷଣ ପାଇଁ ଆକ୍ସନ୍ ମୁଡ୍ ରେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA