Sunday, May 31, 2026 10:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୧ ଚିହ୍ନଟ

by Our Correspondent
02 Apr, 2020- 06:31 PM
in Latest News, News
1 min read
0
ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୧ ଚିହ୍ନଟ
Spread the love
ଭୁୁବନେଶ୍ୱର: ଗତକାଲି ରାତିରେ ଚିହ୍ନଟ ହୋଇଥିବା ରାଜ୍ୟର ପଞ୍ଚିମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେତେ ଆସିଛନ୍ତି ସମ୍ଭବତଃ ସ୍ପଷ୍ଟ ଚିତ୍ର ଆସିନାହିଁ । ତେବେ ୨୧ ଜଣଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଗଲାଣି । ଅନ୍ୟମାନଙ୍କୁ ଖୋଜା ଚାଲିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ଏହି ସୂଚନା ଦେଇଛନ୍ତି ।
ଚତୁର୍ଥ ଆକ୍ରାନ୍ତ(ଭଦ୍ରକ)ଙ୍କ ସଂସ୍ପର୍ଶରେ ୩୩ ଜଣ ଆସିଥିଲା ବେଳେ ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଏବଂ ପ୍ରଥମ ଦୁଇଜଣଙ୍କ ସଂସ୍ପର୍ଶରେ ୫୫ ଜଣ ବ୍ୟକ୍ତି ଆସିଛନ୍ତି । ମୋଟ ୮୫ ଜଣ ସନ୍ଦିଗ୍ଧଙ୍କୁ ବିଭିନ୍ନ ହସ୍ପିଟାଲ୍ ରେ ଆଇସୋଲେସନ୍ ରେ ରଖାଯାଇଛି । ସରକାରଙ୍କ ୱେବସାଇଟ୍ ରେ ୧୫,୮୯୫ ଜଣ ପଞ୍ଜୀକୃତ କଲେଣି । ସେଥିମଧ୍ୟରୁ ୪,୩୬୬ ଜଣ ବିଦେଶରୁ ଆସିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ସମୁଦାୟ ୯ଶହ ନମୁନା ପରୀକ୍ଷା କରାଯାଇଛି ଏବଂ ୫ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହଜରତ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ଯାତ୍ରୀମାନଙ୍କ ମଧ୍ୟରୁ କୋଭିଡ୍-୧୯ ନମୁନା ପରୀକ୍ଷାରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଶ୍ରୀ ବାଗଚୀ କହିଥିଲେ ।
ବିିଶ୍ୱ କରୋନା ସ୍ଥିତି: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୮,୬୨,୪୯୫ ଥିଲା । ଆଜି ସଂଖ୍ୟା ୯,୩୭,୯୩୬କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ୪୨,୫୧୦ ମୃତ୍ୟୁବରଣ କରିଥିଲେ । ଆଜି ସେହି ସଂଖ୍ୟା ୪୭,୫୧୦ କୁ ବଢ଼ିଯାଇଛି ।
ଲକ୍ଷଣ ଜାଣି ନିଜେ ହସ୍ପିଟାଲ୍ ନ ଯିବାକୁ ପରାମର୍ଶ: କରୋନାର କୌଣସି ଲକ୍ଷଣ ଦେଖିଲେ ନିଜେ ହସ୍ପିଟାଲ୍ ନ ଯିବାକୁ ନିଦେ୍ର୍ଦଶିକା ଶାଳିନୀ ପଣ୍ଡିତ ପରାମର୍ଶ ଦେଇଛନ୍ତି । କୌଣସି ବ୍ୟକ୍ତି ବିଦେଶରୁ ବା ଅନ୍ୟ ରାଜ୍ୟରୁ ଫେରିଥିଲେ ୧୪ ଦିନ ପର୍ଯ୍ୟନ୍ତ ଘରେ ଆଇସୋଲେସନ୍ ରେ ରୁହନ୍ତୁ । ୧୪ ଦିନ ପରେ ନିଜକୁ ନିଜକୁ ଆଉ ୧୪ ଦିନ ସର୍ବେକ୍ଷଣରେ ରୁହନ୍ତୁ । ଏହା ମଧ୍ୟରେ ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖିଲେ ୧୦୪ କୁ ଫୋନ୍ କରନ୍ତୁ । ୧୦୪ ରେ ଥିବା ବିଶେଷଜ୍ଞ ଡାକ୍ତର ଯଦି ହସ୍ପିଟାଲ୍ ଆସିବାକୁ ପରାମର୍ଶ ଦେବେ ତେବେ ସରକାରଙ୍କ ଟିମ୍ ଘରକୁ ଯାଇ ହସ୍ପିଟାଲ୍ ଆଣିବେ । ଆପଣଙ୍କ ଘରକୁ ଆମ ଟିମ୍ ଯାଇ ଆପଣଙ୍କୁ ହସ୍ପିଟାଲ୍ ଆଣିବେ ବୋଲି ଶ୍ରୀମତୀ ପଣ୍ଡିତ ପରାମର୍ଶ ଦେଇଛନ୍ତି ।
Previous Post

୭ ଦିନରେ ଛିଡ଼ା ହେଲା ୬୫୦ ଶଯ୍ୟାର ଦୁଇ କୋଭିଡ୍ ହସ୍ପିଟାଲ୍

Next Post

ପଞ୍ଚମ ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି

Next Post
ପଞ୍ଚମ ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି

ପଞ୍ଚମ ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA